• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

representational image
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେବି ଜଣେ ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି...

m1
ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ ନିବାସରୁ...

modi
ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ମୋଦି ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର...

bcci
ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍‌ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା...

women-
ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

ଥିରୁଅନନ୍ତପୁରମ୍ : କେରଳ ସବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା। ମନ୍ଦିରରେ ପ୍ରବେଶ କଲେ ୨ ଜଣ ମହିଳା। ଆଜି ବଡ଼ି ଭୋରରୁ ବିନ୍ଦୁ ଓ କନକଦୁର୍ଗା ନାମକ ୫୦ରୁ କମ୍ ବୟସର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଭୋର...

3
ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା

ମାଲକାନଗିରି : ଦୀର୍ଘ ଦିନର ପରିଶ୍ରମ ପରେ ଅମଳ ହୋଇଥିବା ଫସଲ ଖୋଲା ଆକାଶ ତଳେ ପଡ଼ି ରହିଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଥିବା ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ୨ ସପ୍ତାହରୁ ଅଧିକ ହେବ ଧାନ ମଣ୍ଡିରୁ ଉଠୁନାହିଁ। ଫଳରେ ଚାଷୀମାନେ...

3
ଆଜି ରାଜ୍ୟସଭାରେ ଆସିପାରେ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ : ନୂଆ ବର୍ଷ ଛୁଟି ପରେ ଆଜିଠାରୁ ପୁଣି ସଂସଦ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆସିପାରେ। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଏହାକୁ ପ୍ରବଳ ବିରୋଧ...