• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

puri
ରଥକାଠ ପଡ଼ି ଶ୍ରମିକ ଗୁରୁତର

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆସୁଥିବା କାଠ ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଟ୍ରାକ୍ଟରରୁ ରଥକାଠ ତଳକୁ ଓହ୍ଲାଉଥିବା ବେଳେ ଶ୍ରମିକଙ୍କ ଗୋଡରେ ପଡ଼ିଥିଲା। ଆହତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ। ପ୍ରଥମେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ...

6
ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍। ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସୁଛନ୍ତି।...

4
ଭୁବନେଶ୍ୱର ସହରାଞ୍ଚଳର ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି: ସଂଜୟ ସିଂହ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ତାଣ୍ଡବର ୯ ଦିନ ପରେ ମଧ୍ୟ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବିଦ୍ୟୁତ ସେବା ମିଳିପାରନି। ଏବେବି ବହୁ ଅଞ୍ଚଳରେ ବିଜୁଳି ଆସିପାରିନି। ଅନ୍ୟପଟେ କିନ୍ତୁ ସରକାର ଦାବି କରୁଛନ୍ତି, ଆଜି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ। ଗତକାଲି ହୋଇଥିବା ପ୍ରେସମିଟ୍‌ରେ ଏନେଇ...

3
ବିଜୁଳି ସଂଯୋଗ ଦାବିରେ ରାସ୍ତାରୋକ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳକୁ ବିଜୁଳି ଆସିନଥିବାରୁ ପ୍ରତିବାଦ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ଭୁବନେଶ୍ୱର ପ୍ରଶାନ୍ତି ବିହାର କିଛି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପଟିଆ ବିଗ୍‌ବଜାର-ଶିଖରଚଣ୍ଡୀ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ସେହିଭଳି ପୁରୁଣା ଭୁବନେଶ୍ୱରର ତିନି ମୁଣ୍ଡିଆ ଛକରେ...

2
ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର ରହିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଆଜି ଭୋଟ୍‌ ହେଉଛି। ୨୦୧୪ ନିର୍ବାଚନରେ ସମସ୍ତ ୭ଟି ଆସନରେ ବିଜେପି ବିଜୟୀ ହୋଇଥିଲା। ଏଥର କିନ୍ତୁ ପରିସ୍ଥିତି ବଦଳିଛି। ବିଜେପିକୁ କଡ଼ା ଟକ୍କର ଦେଇପାରନ୍ତି...

1
ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେଉଛି। ଏହି ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ କୋଟି ୧୭ ଲକ୍ଷ...