• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

0
ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର ଏମିତି କରନ୍ତୁ ଚିକିତ୍ସା

ଭୁବନେଶ୍ୱର: ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢ଼ିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ। ଯେତେବେଳେ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ବା ୧୦୫.୧ ଡିଗ୍ରୀ ଫାରେନାଇଟ୍‌ରୁ ଅଧିକ ହୁଏ, ସେତେବେଳେ ବ୍ୟକ୍ତି ଅଂଶୁଘାତର ଶିକାର ହୋଇଥାଏ। ଲକ୍ଷଣ: ସାଧାରଣତ ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର...

4
ଝିଅ ବାହାଘର କରିବା ବଦଳରେ ‘ଫୋନି’ ପାଇଁ ସହର ଛାଡ଼ୁଛନ୍ତି ପରିବାର

ଭୁବନେଶ୍ୱର: ‘ଫୋନି’ ପ୍ରଭାବରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ବାହାଘର ଭଳି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ଭାଗ୍ୟ ମଧ୍ୟ ଏବେ ଅନିଶ୍ଚିତତା ଭିତରେ। ଯେଉଁମାନେ ବାହାଘର ପାଇଁ ଭୁବନେଶ୍ୱର କିମ୍ବା ପୁରୀରେ ମଣ୍ଡପ ଠିକ୍ କରି ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ସେମାନଙ୍କ ଅବସ୍ଥା କଥା ଏବେ...

3
‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି

ଭୁବନେଶ୍ୱର: ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି। ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଟିମ୍‌ର ସଦସ୍ୟମାନେ ୧୨ ତାରିଖ ସଂଧ୍ୟାରେ...

2
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ବିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରାୟ ୮୦ହଜାର ହିତାଧିକାରୀଙ୍କୁ ୨୫୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ସଫା କରିବା ପାଇଁ ୫୦୦ରୁ ଅଧିକ ଟ୍ରାକ୍ଟର, ଜେସିବିକୁ...

1
‘ଫୋନି’ ଦ୍ୱାରା ୧୪ ଜିଲ୍ଲାର ୮୮ ବ୍ଲକ୍‌ ପ୍ରଭାବିତ

‍ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍‌ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି।...

a2
ପ୍ରଶାସନକୁ ଅପେକ୍ଷା ନ କରି ସଜାଡ଼ିଲେ ବିଦ୍ୟୁତ୍‌ ତାର, କାଟିଲେ ଗଛ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ଆଉ ଯେଉଁ ସେବା ଅଧିକ କ୍ଷତିଗ୍ରସ୍ତ ହୋଇଛି, ତାହା ହେଉଛି ବିଦ୍ୟୁତ୍‌। ଏହି ସମସ୍ତ ସହରରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଯୁନ୍ଧକାଳୀନ ଭିତ୍ତିରେ କରାମତି କାମ ଚାଲିଛି।...

p1
ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି...

stoy11
‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଆଉ ଗୋଟେ ଗୀତ ରିଲିଜ୍‌

ମୁମ୍ବାଇ: ଆସନ୍ତା କାଲି ରିଲିଜ୍‌ ହେବାକୁ ଯାଉଛି କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’। ତେବେ ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ‘ଜଟ୍‌ ଲୁଧିୟାନେ ଦେ’ ରିଲିଜ୍‌ ହୋଇଛି। ଗୀତଟି ଏବେ ୟୁଟ୍ୟୁବ୍‌ରେ ଟପ୍‌ ଟ୍ରେଣ୍ଡିଂରେ ରହିଛି। ଏହି...