• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

ipl
IPL 2020 Guidelines: ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ଆବୁ ଧାବି: କରୋନା ଭାଇରସକୁ ଆଖି ଆଗରେ ରଖି ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯିବ। ଅର୍ଥାତ୍ ଏଥର ଷ୍ଟାଡିୟମ ଭିତରେ ଦର୍ଶକଙ୍କ କୋହାହଳ ଶୁଣିବାକୁ ମିଳିବନି। ତା’ଛଡ଼ା ଚଳିତ ବର୍ଷ ଆଇପିଏଲରେ ଆଉ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ତେବେ ଆସନ୍ତୁ ଜାଣିବା, ଚଳିତ ଆଇପିଏଲରେ...

america
ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ୱାଶିଂଟନ୍: ଭାରତ ପରେ ଏବେ ଆମେରିକା ମଧ୍ୟ ଚାଇନିଜ୍ କମ୍ପାନୀ ମାଲିକାନସତ୍ତ୍ୱ ଭିଡିଓ ଶେୟାରିଂ ପ୍ଲାଟଫର୍ମ TikTok ଓ ମେସେଜିଂ ଆପ୍ WeChat ବ୍ୟାନ୍ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାରଠାରୁ ଅର୍ଥାତ୍ ସେପ୍ଟେମ୍ବର ୨୦ ତାରିଖରୁ ଏହି ଦୁଇ ଆପ୍ସକୁ ବ୍ୟାନ୍ କରିବା ଲାଗି ଘୋଷଣା...

paytm
ପ୍ଲେ' ଷ୍ଟୋରକୁ ପୁଣି ଫେରିଲା Paytm

ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ୍ ୱାଲେଟ୍ ଆପ୍ଲିକେସନ୍ Paytm ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ୍ ଟୁଇଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ୍ ପ୍ଲେ’ ଷ୍ଟୋର Paytm ଆପକୁ ଗ୍ୟାମ୍ବଲିଂ (ଜୁଆ ଖେଳିବା) ଅଭିଯୋଗରେ...

baramunda
ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ (ISBT)। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ବିଡିଏ ପକ୍ଷରୁ ଏହି ଉଚ୍ଛେଦ କାମ କରାଯାଉଛି। ୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ...

pregnant
ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଗତକାଲି...

rain
ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଯେଉଁଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର,...

puri
ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପୁରୀ: ପୁଣି ନିର୍ମାଣ ହେବ ସାମନ୍ତ ଚନ୍ଦ୍ର ଶେଖର କଲେଜର ପାଥରପୁରୀ ହଷ୍ଟେଲ ପାଚେରୀ। ତୁରନ୍ତ ପାଚେରୀ କାମ ସାରିବାକୁ ପୂର୍ତ୍ତ ବିଭାଗକୁ ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପ୍ରଶସ୍ତ ପାଇଁ...

ven
IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ଭଞ୍ଜନଗର: ଲକ୍ ଡାଉନରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ତିଆରି କରିଛନ୍ତି Btech ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଛାତ୍ର ଅନନ୍ୟ ଅପ୍ରମ୍ୟ। ଅନ୍ୟନ୍ୟ ଏବେ Btech ତୃତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ଅନନ୍ୟ ଭୁବନେଶ୍ୱରରେ ଏକ ଇଂଜିନିୟରିଂ କଲେଜରେ ପଢୁଥିବା ବେଳେ ଲକ୍ ଡାଉନ ପରଠାରୁ ସେ ନିଜ...

bmc
ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ୩୦୦ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୪ କ୍ୱାରେଣ୍ଟିନ୍‌‌ରୁ ଓ ୨୩୮ ଲୋକାଲ କେସ ରହିଛି। ଏହାଛଡ଼ା ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର...

ipl2020
ବାଜିଲା ଆଇପିଏଲ୍ ବିଗୁଲ୍‌, ଟସ୍ ଜିତିଲେ ଧୋନି

ଆବୁ ଧାବି: କରୋନା କଟକଣା ଭିତରେ ବାଜିଛି ଆଇପିଏଲର ୧୩ଶ ସଂସ୍କରଣର ବିଗୁଲ୍। ଶନିବାର ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ...

coroan
'କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ'

ଭୁବନେଶ୍ୱର: କରୋନାରୁ ଥରେ ଆରୋଗ୍ୟ ପରେ ବି ପୁଣି ହୋଇପାରେ ସଂକ୍ରମଣ। ଇମ୍ୟୁନିଟି ବା ରୋଗ ପ୍ରତିଷେଧକ କ୍ଷମତା କମିବା ବ୍ୟକ୍ତି ପୁଣି ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଜି ସତର୍କ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏ ସମ୍ପର୍କରେ ସୂଚନା ଦେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ କହିଛନ୍ତି,...

corona1
ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଲଗାତର ବୃଦ୍ଧି ପାଇବାରେ କରୋନା ସୁସ୍ଥ ସଂଖ୍ୟା। ଆଜି ମହାମାରୀ କରୋନାରୁ ୪୦୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା...

ins
ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି।...

csk
ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା...

anil-kumar
ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ କୌଣସି ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଅନୀଲ ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଆଜି ଆବୁଧାବିରେ...

covid
ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଖୁବଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ଫେଲୁଦାକୁ DCGI ଅନୁମୋଦନ ପ୍ରଦାନ କରିଛି। ଟାଟା ଗ୍ରୁପ୍ ଓ ସିଏସଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି।...

covid19
ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛି ବିଳମ୍ବିତ ଟେଷ୍ଟ୍ ରିପୋର୍ଟ। କରୋନା ଟେଷ୍ଟ୍ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ସଂକ୍ରମିତ କରୁଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ସେ କହିଛନ୍ତି, ଆସିମ୍ପଟମେଟିକ୍ ବା ଲକ୍ଷଣହୀନ ଆକ୍ରାନ୍ତ କିମ୍ବା ସ୍ୱଳ୍ପ...

covisheild
ସୋମବାରଠାରୁ ଆରମ୍ଭ ହେବ 'କୋଭିସିଲ୍ଡ'ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଏବଂ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ୍ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ପୁଣେର ସାସୁନ ଜେନେରାଲ ହସ୍ପିଟାଲରେ ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ଭବତ ଆସନ୍ତାକାଲି...

suresh-pujari
'ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍'

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଧେୟକ ବିଲ୍। ତେବେ ଏହି ବିଲକୁ ବିରୋଧ କରି ବିଜେଡି। ତେବେ କୃଷି ବିଲକୁ ବିଜେଡି କାହିଁକି ବିରୋଧ କଲା, ତାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ବିଜେଡିକୁ କଟାକ୍ଷ କରି ସୁରେଶ ପୂଜାରୀ କହିଛନ୍ତି,...

106-years
କରୋନାକୁ ହରାଇଲେ ୧୦୬ ବର୍ଷର ବୃଦ୍ଧା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ସୁଧାର ହେଉଛି। ଏଥିରେ ପିଲାଠାରୁ ଆରମ୍ଭ କରି ଯୁବ ଏବଂ ବୟସ୍କ ଆଦି ସାମିଲ୍‌ ଅଛନ୍ତି। ତେବେ ଏହି କରୋନା ଲଢ଼େଇରେ...