• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

honey
ଖୁଲାମ ଖୁଲା ବିକ୍ରି ଚାଲିଛି ନକଲି ମହୁ

କଟକ: କଟକରେ ଠାବ ହୋଇଛି ନକଲି ମହୁ କାରଖାନା। କଟକ ରାଣୀହଟ କେନାଲ ରୋଡ଼ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ପୋଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ...

bmc
ଆଜି ରାଜଧାନୀରୁ ୪୮୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୮୨ ଓ ଲୋକାଲ କେସ ୨୯୮ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ନେଇଛି। ଏହାଛଡ଼ା ଆଜି...

screening
ଏଣିକି ଘରେ ଘରେ ଆରମ୍ଭ ହେଲା ଥର୍ମାଲ୍ ସ୍କ୍ରିନିଂ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଲାଗୁ ହୋଇଛି ଗଞ୍ଜାମ ମଡେଲ। ବସ୍ତି ଓ ବ୍ଲକରେ ଥର୍ମାଲ ସ୍କ୍ରିନିଂ ହେଲଥ ୱାର୍କର, କୋଭିଡ ସଚେତକ ଓ ୱାର୍ଡ ଅଫିସରଙ୍କ ଟିମ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲଥ ସ୍କ୍ରିନିଂ...

neet
ରାତି ପାହିଲେ NEET ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ ୩୭ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାତି ପାହିଲେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆମ ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ୭ଟି ସହରରେ...

corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଥିବା ବେଳେ ଏପଟେ ସୁସ୍ଥ ସଂଖ୍ୟା ବଧ୍ୟ ବଢ଼ୁଛି। ଏହିକ୍ରମରେ ଆଜି ରାଜ୍ୟରେ ମୋଟ ୩୨୧୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ...

train
ଶ୍ରମିକଙ୍କ ପାଇଁ ଗଡ଼ିଲା ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ପେଶାଲ୍ ଟ୍ରେନ୍ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡରୁ ଗୋଟିଏ ଟ୍ରେନ୍ ଗୁଜରାଟ ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ସେହି ଟ୍ରେନ୍ ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରଟ୍...

vac
ଖୁସିଖବର, ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି। ଏହା ପୂର୍ବରୁ ଆଷ୍ଟ୍ରାଜେନେକା ପିଏଲସି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଭ୍ୟାକସିନର ଟ୍ରାଏଲ ଚାଲିଥିବା ବ୍ରିଟେନର ଜଣେ ଭଲ୍ୟୁଣ୍ଟିୟରଙ୍କର...

ajit-das1
ଆଉନାହାନ୍ତି ଅଜିତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ...

SUISIDE
ପରୀକ୍ଷା ଚିନ୍ତାରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାରିପଦା: ମେଡିକାଲ ଏଣ୍ଟ୍ରାନ୍ସ ଚିନ୍ତାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦା ସହରର ବୁଢ଼ୀଖମାରି ସାହିରୁ। ମୃତକ ହଲେ ବୁଢୀଖମାରୀ ସାହିର ଉପାସନା ସାହୁ। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ...

ganaja
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ପୋଲିସ ଆଜି ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ...

parilament
୫ ସାଂସଦ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଏହା ପୂର୍ବରୁ ରବିବାର ପାଞ୍ଚଜଣ ଲୋକସଭା ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଉ କିଛି...

sreesanth
ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଏସ୍ ଶ୍ରୀସନ୍ଥଙ୍କ ଉପରେ ସ୍ପଟ୍ ଫିକ୍ସିଂ ପାଇଁ ଲାଗିଥିବା ୭ ବର୍ଷର ବାସନ୍ଦାଦେଶ ରବିବାର ଶେଷ ହୋଇଛି। ଏହି ପେସ୍ ବୋଲରଙ୍କୁ ଆରମ୍ଭରୁ ହିଁ ଆଜୀବନ ବାସନ୍ଦ କରାଯାଇଥିଲା। କିନ୍ତୁ ସେ ଏହା ବିରୋଧରେ ଆଇନର ସହାୟତା ନେଇଥିଲେ। ୩୭ ବର୍ଷୀୟ ଶ୍ରୀସନ୍ଥ...

bmc
ଭୁବନେଶ୍ୱରରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍ କମିବାର ନାଁ ନେଉନାହିଁ। ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୧୧୬ ଓ ଲୋକାଲ କେସ୍‌ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା...

cricket
ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟର୍ ସସପେଣ୍ଡ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚଳିତ ବର୍ଷ ୟୁଏଇରେ ଆୟୋଜିତ ହେବ। କିନ୍ତୁ ସେହି ଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ୟୁଏଇର ଦୁଇଜଣ ଖେଳାଳି ଆଇସିସି ଆଣ୍ଟି-କରପସନ୍ ଆକ୍ଟ ଉଲ୍ଲଙ୍ଘନ କରି ସସପେଣ୍ଡ ହୋଇଛନ୍ତି। ଆଇସିସି ୟୁଏଇ ଟିମର ପେସ୍ ବୋଲର...

governer
ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଏହାକୁ ଆଖି ଆଗରେ ରଖି କଙ୍ଗନା ରବିବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ରାଜଭବନରେ ଭେଟି ନିଜର ସମସ୍ୟା ସଂପର୍କରେ ଜଣାଇଛନ୍ତି କଙ୍ଗନା। #WATCH...

lighting
ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

ଟିଟିଲାଗଡ଼: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ମହିଳାଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁରେ। ରେବତୀ ସାହୁ ନାମକ ଜଣେ ମହିଳା ନିଜ ୧୩ ବର୍ଷର ପୁଅ ସହ ମଧ୍ୟାହ୍ନ ୫ଟା ବେଳେ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍...

fit-india1
'ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍'‌ରେ ଭାଗ ନେଲେ ଜାତୀୟ ଖେଳାଳି

ରାଉରକେଲା: ରାଉରକେଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଗଠନ ଓ କ୍ରୀଡ଼ା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ‘ଫିଟ ଇଣ୍ଡିଆ ଫ୍ରୀଡମ’ ରନ୍‌ର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସେକ୍ଟର-୧୪ ସ୍ଥିତ ରିଙ୍ଗ ରୋଡ଼ ଛକରୁ ସେକ୍ଟର ୧୩ ସ୍ପେଶ ଛକ ପର୍ଯ୍ୟନ୍ତ ୩ କିମି ବ୍ୟାପୀ ଦୌଡ଼...

corona11
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆରୋଗ୍ୟ ହୋଇଛନ୍ତି ୩୩୬୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ୍‌ ୧୧୮୬୪୨ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 22 from Malkangiri17 from Nuapada4...

udhav-thakrey
'ମୋ ନିରବତାକୁ ଦୁର୍ବଳତା ଭାବିବା ଉଚିତ୍ ନୁହେଁ'

ମୁମ୍ବାଇ: ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମୋ ନିରବତାକୁ ଦୁର୍ବଳତା ବୋଲି ଭାବିବା ଉଚିତ୍ ନୁହେଁ। ଅଭିନେତ୍ରୀ କଙ୍ଗନା ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମିଡିଆ ଆଗରେ ଏଭଳି ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି...

braja
ଆଉ ଜଣେ ବିଜେଡି ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆଉଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କରୋନା ହୋଇଛି। ଏ ନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି। ଗତକାଲି କେନ୍ଦ୍ରାପଡ଼ା ବିଧାୟକ...