• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

kang
ମାର୍କେଟରେ ଏବେ 'କଙ୍ଗନା' ଶାଢିର ଡିମାଣ୍ଡ୍

ସୁରତ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମହାରାଷ୍ଟ୍ର ସରକାର ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କୁ ନେଇ ମୁମ୍ବାଇରେ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ତାଙ୍କୁ ସମର୍ଥନ ଜଣାଇ ତିଆରି କରାଯାଇଛି ସ୍ୱତନ୍ତ୍ର ଶାଢ଼ି। ସୁରତର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ...

nadia
ପରଲୋକରେ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତି

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କର ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। କଟକ ଆକାଶବାଣୀ...

hemant-sharma
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ହେମନ୍ତ ଶର୍ମା

ଭୁବନେଶ୍ୱର: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍ ମୁକାବିଲା ନେଇ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ଅଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ତାଙ୍କ...

asi
କରୋନା ନେଲା ଏଏସଆଇଙ୍କ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ। ଭୁବନେଶ୍ୱର ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଡିସିପି ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। With deep sadness we inform that ASI Sisira Kumar...

covid-kit
ସାଂସଦଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ କିଟ୍

ନୂଆଦିଲ୍ଲୀ: କରୋନାରୁ ରକ୍ଷା କରିବା ପାଇଁ ସାଂସଦଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ କିଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ଏହି କିଟ୍ ପଠାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଗତକାଲିଠାରୁ ଏହି କିଟ୍ ଦିଆଯାଇଥିବା ଜଣାପଡିଛି। ସାଂସଦଙ୍କୁ ଦିଆଯାଇଥିବା...

crocodile
ବାଇକ୍‌ରେ କୁମ୍ଭୀର ନେବା ଘଟଣା, ଡେପୁଟି ରେଞ୍ଜର ସସପେଣ୍ଡ୍

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ବାଇକ୍‌ରେ କୁମ୍ଭୀର ନେବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ସସପେଣ୍ଡ କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ...

bmc
ଆଜି ଭୁବନେଶ୍ୱରରୁ ୩୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୧୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୨୩୮ ରହିଛି। ତେବେ ଆଜି ୪୭୧ ଜଣ ସୁସ୍ଥ ହୋଇ ଘରକୁ...

harivansh
ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି। Harivansh Ji belongs to...

bidhansava
୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ। ଚଳିତ ଅଧିବେଶନ ମାତ୍ର ୮ଦିନ ଅର୍ଥାତ୍ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ...

parliament
୨୬ ସାଂସଦଙ୍କୁ କରୋନା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ହିଁ ଟେନସନ୍ ବଢ଼ିଯାଇଛି। କାରଣ ୨୬ଜଣ ସାଂସଦ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଲୋକସଭାର ୨୧ ଏବଂ ରାଜ୍ୟସଭାର ୯ ସାଂସଦଙ୍କୁ କରୋନା ହୋଇଛି। ଏହି ସାଂସଦଙ୍କର ୧୩ ଓ ୧୪...

ashirbad-behera
ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

କଟକ: କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ (OOA)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟ୍ ମିଳିଛି। ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ CBI ତା’ର ଫାଇନାଲ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୌଣସି ବିଚାରଯୋଗ୍ୟ ତଥ୍ୟ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ଏହି...

kangan
ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରୁ ମନାଲିକୁ ଫେରିଯାଇଛନ୍ତି। ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ମନାଲି ଯାଇଥିଲେ। ତେବେ ମୁମ୍ବାଇରୁ ଯିବାବେଳେ ସେ ଦୁଇଟି ଟ୍ୱିଟ୍ କରି ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯେ ସେ ବ୍ୟଥିତ ମନରେ...

manish
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ସିସୋଦିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମନୀଷ ସିସୋଦିଆ ଲେଖିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏଥିପାଇଁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି।...

elfie
ସେଲଫି ନେଉଥିଲେ, ଆଉ ତା' ପରେ…

ହାଇଦ୍ରବାଦ: ସେଲଫି ନେଉଥିବା ବେଳେ ଘଟିଲା ଅଘଟଣ। ଆଉ ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାରେ ରହୁଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବତୀ ନିଜ ଭାବିପତିଙ୍କ ସେଲଫି ଉଠାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଝରଣାରେ ଖସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର...

madan-sharma
ରାଜ୍ୟପାଳକୁ ଭେଟିଲେ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ

ମୁମ୍ବାଇ: ମୁମ୍ବାଇରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା ଏବେ ଜେତିବାରେ ଲାଗିଛି। ଏବେ ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଛନ୍ତି।...

aircraft-bill
ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ଏୟାରକ୍ରାଫ୍ଟ ବିଲ୍। ଭାରତରେ ଥିବା ବିଭିନ୍ନ ବିମାନବନ୍ଦରର ଉନ୍ନତିକରଣ ସହ ଘରୋଇକରଣ ପାଇଁ ବିଲରେ ବ୍ୟବସ୍ଥା ରହିଛି। ସେପଟେ ରାଜ୍ୟସଭାରେ ଉଠିଛି ଚୀନ୍ ସରକାରଙ୍କ ଗୁଇନ୍ଦାଗିରି ପ୍ରସଙ୍ଗ। ଦେଶର ୧୦ ହଜାର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ଚୀନ ସରକାର ତୀକ୍ଷଣ ନଜର ରଖିବା...

sex-racket
ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବେପାର

ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ...

Untitled-1
ଶୋଇଥିବା ଅବସ୍ଥାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର। ଭାରତର ପୂର୍ବତନ କ୍ରିକେଟର୍ ସଦାଶିବ ରାଓଜୀ ପାଟିଲଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦାଶିବ ପାଟିଲ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ...

vaccine
ନଭେମ୍ବର ସୁଦ୍ଧା ଆସିବ ଚୀନ୍ କରୋନା ଭ୍ୟାକସିନ୍!

ନୂଆଦିଲ୍ଲୀ: ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇପାରେ ଚୀନର କରୋନା ଭ୍ୟାକସିନ୍। ଚାଇନିଜ୍ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ଜଣେ ବରିଷ୍ଠ ଅଧିକାରୀ ଚୀନର ସରକାରୀର ଟିଭି ଚ୍ୟାନେଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସୁରୁଖୁରୁରେ...

rajnath
'ସଫଳ ହେବନି ଡ୍ରାଗନର ଚାଲ୍'

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ LACରେ ଚାଲିଥିବା ଉତ୍ତେଜନାକୁ ନେଇ ଆଜି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି। ଚୀନ୍ ସହ ଚାଲିଥିବା ଉତ୍ତେଜନା ମାମଲାରେ ବିରୋଧୀ ଲଗାତର ସରକାରଙ୍କଠାରୁ ଜବାବ ମାଗିଆସୁଛନ୍ତି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜନାଥ ସିଂ। ରାଜନାଥ କହିଛନ୍ତି, ଭାରତ...