• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ranjeet Kumar Jena

Ranjeet Kumar Jena

Editor

Posts by Ranjeet Kumar Jena

covashield
ଭାରତରେ ସ୍ଥଗିତ ହେଲା କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି ଆସିଛି ଦୁଃଖଦ ଖବର। ଭାରତରେ ଏବେ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ...

ପରେଶ ରାୱଲ ହେଲେ ନ୍ୟାଶନାଲ୍‌ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ଓ ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର (NSD) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଶ ରାୱଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ବିଶେଷ କଥା ହେଉଛି, ପରେଶ ରାୱଲ ଏହି ଇନଷ୍ଟିଚ୍ୟୁଟରୁ...

bmc
ବିଏମସିରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏଠାରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଟାଉନ୍‌ରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୮୫ ଓ ଲୋକାସ୍‌ କେସ୍‌ ୨୭୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌...

corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୨୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧ ଲକ୍ଷ ୮ ହଜାର ୧ ଜଣ ଆରୋଗ୍ୟ ଲାଭ କରି ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆଜି...

accident
ରାସ୍ତାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ

ଯାଜପୁର: ରାସ୍ତାରେ ଚାଲିଗଲା ଚାଲିଗଲା ମାମୁ-ଭଣଜାଙ୍କର ଜୀବନ। ଆଜି ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ। ଯାଜପୁର ଜିଲ୍ଲାରେ ଘଟିଛି। କୁଆଖିଆ ଥାନା ମଧୁବନ ନଗୁଆଁ ଗାଁର ରାଜକିଶୋର ମହାନ୍ତି ନିଜର ଭଉଣୀ ଘର ଅଫସରପୁର ଗାଁକୁ ଦୁତିଆ ଓଷା...

riya
ଶୁକ୍ରବାରକୁ ଘୁଞ୍ଚିଲା ରିୟାଙ୍କ ଜାମିନ୍ ଆବେଦନର ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ଫଳରେ ରିୟା ଆଜି ମଧ୍ୟ ମୁମ୍ବାଇର ବାଏକୁଲା ଜେଲରେ ରାତି କାଟିବେ। ରିୟାଙ୍କ ସହ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ୍...

dl
୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ

ଭୁବନେଶ୍ୱର: ସେପ୍ଟେମ୍ୱର ୧୮ ତାରିଖରୁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଟେଷ୍ଟିଂ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ...

riya
୨୨ ଯାଏ ଜେଲରେ ରହିବେଲ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏବେ ରିୟା ୧୪ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ୬...

aftab
ଜଣାଶୁଣା ବଲିଉଡ୍ ଅଭିନେତା କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଆଫତାବ ଶିବଦଶାନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଖୋଦ୍ ଆଫତାବ ସୂଚନା ଦେଇଛନ୍ତି। ଡାକ୍ତର ଏବଂ ଅଥରିଟିଙ୍କ ପରାମର୍ଶ କ୍ରମେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନ୍ କରିଛନ୍ତି। ସେ ସୋସିଆଲ୍ ମିଡିଆରେ...

naveen
ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡି ଦେବେ...

train
ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା କାଲିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଏକ୍ସପ୍ରେସ୍। ଜୀବିକା ପାଇଁ ଟ୍ରେନରେ ପୁଣି ସୁରତ୍ ଫେରିବେ ପ୍ରବାସୀ ଓଡ଼ିଆ। ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ୩ଟି ଟ୍ରେନ୍। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଟିକେଟ୍ ବୁକିଂ ବି କରୁଛନ୍ତି। ନିଜ ରାଜ୍ୟରେ କାମଧନ୍ଦା ପାଇଲେନି, ତେଣୁ...

jawan
ସହିଦ୍ ଯବାନଙ୍କୁ ଦିଆଗଲା 'ଗାର୍ଡ ଅଫ୍ ଅନର୍'

କନ୍ଧମାଳ: କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିବା ୨ ଯବାନଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୟୂରଭଂଜ ଜିଲ୍ଲାର ସହିଦ ଯବାନ ସୁଧୀର ଟୁଡୁଙ୍କ ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଶୁଳିଆପଦା ଥାନା ଭଜୁଆଶୋଳ ଗାଁରେ ଶୋକାକୂଳ ପରିବେଶରେ ସମ୍ପନ୍ନ ହୋଇଥିଲା।...

corona
ରାଜ୍ୟରେ ଆଉ ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪୦୬୧ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଆଜି ସୁଦ୍ଧା ୧୧୨୦୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 45 from Rayagada37 from Kalahandi33 from Bolangir33 from...

bmc
ଆଜି ବିଏମସିରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦୧ ଲୋକାଲ କେସ ଓ ୧୧୨ କ୍ୱାରେଣ୍ଟିନ୍‌‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ଆଜି ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ...

SWAMI
ପରଲୋକରେ ସ୍ୱାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସିସ୍ ରୋଗରେ ପୀଡ଼ିତ ହେବା ପରେ ଗତ ସପ୍ତାହରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।...

chella-kumar
ଚେଲ୍ଲାକୁମାର ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲାକୁମାର। ଚେଲା କୁମାରଙ୍କୁ ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ମିଜୋରାମ୍ ଓ ମଣିପୁରର ପ୍ରଭାରୀ...

dharmendra-pradhan
ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ। ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ...