ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳ ନେତାଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଆଜି ବିଧାନସଭା ଅଚଳ ହେବା ପରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ବିଜେଡି...
ରାୟଗଡ଼ା: ଶ୍ୱଶୁରଙ୍କ ଲିଙ୍କ୍ରେ ଜ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ୍। ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ରାୟଗଡ଼ା ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବୀରେନ୍ଦ୍ରଙ୍କ ବାସଭବନରେ ଚଢଉ ଜାରି ରଖିଛନ୍ତି। ସହକାରୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ...
ଟନକପୁର: ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ିଲା ଟ୍ରେନ୍। ଶେଷରେ ଟ୍ରେନ୍କୁ ଅଟକା ଯାଇଥିଲା। ଉତ୍ତରାଖଣ୍ଡର ଟନକପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଦିଲ୍ଲୀରୁ ଟନକପୁର ଅଭିମୁଖେ ଯାତ୍ରା କରୁଥିବା ପୂର୍ଣ୍ଣାଗିରି ଜନ ଶତାବ୍ଦୀ ଏକ୍ସପ୍ରେସ୍ ବୁଧବାର ପାଖାପାଖି ୩୫ କି.ମି. ପର୍ଯ୍ୟନ୍ତ ପଛୁଆ ଗଡ଼ୁଥିବା ଦେଖିବାକୁ ମିଳିଥିଲା।...
ନୂଆଦିଲ୍ଲୀ: ଏକ ରେସ୍ଲିଂ ମ୍ୟାଚ୍ ହାରିବା ପରେ ରେସ୍ଲର୍ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫାଇନାଲ୍ ମ୍ୟାଚ୍ ହାରିବା ପରେ ରିତିକା ଜୀବନ ହାରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ରୁ ୧୪...
ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲିର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୩,୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରୁ କେବଳ ୨,୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ...
କଟକ: କଟକର ଏକ ଘରୋଇ କଲେଜରେ ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପରେ କଲେଜ ଓ ହଷ୍ଟେଲ୍କୁ ୧୦ ଦିନ ପାଇଁ ବନ୍ଦ ହୋଇଛି। ଏନେଇ କଟକ ମ୍ୟୁନିସିପାଲ୍ କର୍ପୋରେସନ୍(ସିଏମ୍ସି) ନିର୍ଦ୍ଦେଶ ଦେଇଛି। ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେସବୁର...
ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଓ ବ୍ୟାନର୍ ଦେଖିବାକୁ ମିଳିଛି। ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି। କିଛି ଦିନର ବ୍ୟବଧାନ ପରେ ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ...