• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

arrest
ଡାକ୍ତର ବେଶରେ ଲୁଟେରା, ବାନ୍ଧିଲା ପୋଲିସ୍‌

ଭୁବନେଶ୍ୱର: ପୋଲିସ୍‌ ହାତରେ ଧରାପଡ଼ିଲେ ନକଲି ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର କହି ଚିକିତ୍ସା କରିବା ସହ ଘରେ ପଶି ଲୁଟ୍‌ କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ନକଲି ଡାକ୍ତରଙ୍କ ନାଁ ସୂର୍ଯ୍ୟକାନ୍ତ ପଲେଇ। ପୁରୀ ଜିଲ୍ଲା ବଳଙ୍ଗାରୁ ସେ ଧରାପଡ଼ିଛନ୍ତି। ସୂଚନା...

corona testing
କଟକରେ ଆଉ ୧୭ କରୋନା ପଜିଟିଭ୍‌ ଚିହ୍ନଟ

କଟକ: କଟକର ଏକ ଘରୋଇ କଲେଜରୁ ପ୍ରଥମେ ୧୨ ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା...

odisha
କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ଆସିଲା ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଏକ ଜବତ କାର୍ ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହାପରେ କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି। ବେଙ୍ଗାଲୁରର ବିଶେଷଜ୍ଞଙ୍କ ଦ୍ୱାରା ମହିଳାଙ୍କ ସ୍କେଚ୍ ଅଙ୍କା ଯାଇଛି। ଏହି ସ୍କେଚ୍‌କୁ...

aparajita
ଭୁବନେଶ୍ୱରର ସମସ୍ୟା ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ବିଭିନ୍ନ ଅଭିଯୋଗ ଏବଂ ପ୍ରସ୍ତାବ ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରର ୫ ମନ୍ତ୍ରାଳୟକୁ ୧୦ଟି ପ୍ରସ୍ତାବ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଯାହାର ସବିଶେଷ ତଥ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ରଖିଛନ୍ତି। ଦେଶର ୯ଟି ସହରରେ...

gulabo sapera
ଜନ୍ମ ହେବା ପରେ ଜୀଅନ୍ତା ମାଟିରେ ପୋତି ଦେଇଥିଲେ, ହେଲେ ଏବେ....

ଜୟପୁର: ଆଜିର ଦିନରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା,ପାରଦର୍ଶିତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି,  ନିଜର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି। ହେଲେ ଏମିତି ଏକ ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଅଭିଶାପ...

died
ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳରେ ଆଜି ଏକ ଅଘଟଣ ଘଟିଛି। ସ୍ୱେରେଜ୍‌ କାମ ଚାଲି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ‌ଆଜି...

accident
ବାଇକ୍‌ରେ ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୩ ଜଣ ହେଲେ- ଜଗନ୍ନାଥପୁର ଭୋଇସାହିର...

sarapanch
ଓଡ଼ିଆ ଜାଣି ନଥିବାରୁ ପୁଣି ଜଣେ ସରପଞ୍ଚଙ୍କ ହାତରୁ ଗଲା ପଦ

ବ୍ରହ୍ମପୁର: ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମରେ ଆଉ ଜଣେ ସରପଞ୍ଚଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ଓଡ଼ିଆ ଲେଖି ପଢ଼ି ଜାଣି ନଥିବା ସହ ପ୍ରାର୍ଥୀପତ୍ର ଦାଖଲ ସମୟରେ ସରପଞ୍ଚ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଛତ୍ରପୁର...

fake journalist
ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ନିଜେ ଫସିଗଲେ

ଭୁବନେଶ୍ୱର: ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ଫସିଗଲେ ଯୁବକ। ଲୋନ୍‌ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ସାମ୍ବାଦିକଙ୍କୁ ସହିଦ ନଗର ପୋଲିସ୍ ଗତକାଲି‌ ଗିରଫ କରିଛି। ସମ୍ପୃକ୍ତ ଯୁବକ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ।...

corona testing
କଟକରେ ଚିନ୍ତା ବଢ଼ାଇଲା କରୋନା, ଗୋଟିଏ କଲେଜରୁ ପୁଣି ବାହାରିଲେ ୧୩ ପଜିଟିଭ

କଟକ: କଟକର ଏକ ଘରୋଇ କଲେଜରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଦିନ ସମ୍ପୃକ୍ତ କଲେଜରୁ ୧୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର ଦିନ ୭୧ ଜଣଙ୍କର କରୋନା ଟେଷ୍ଟିଂ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ...

gold
ପୁଣି ଚମକିଲା ସୁନା, ବଢ଼ିଲା ଦାମ୍‌

ନୂଆଦିଲ୍ଲୀ: କାରବାର ଆରମ୍ଭରୁ ଆଜି ମଧ୍ୟ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ସାଢ଼େ ୧୧ଟାରେ Multi Commodity Exchange(MCX)ରେ ସୁନା ଦର ୪୨୦ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୫,୨୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୧,୦୦୫ ଟଙ୍କା...

bjp
କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ? ନବୀନଙ୍କୁ ଖୋଜିବାକୁ ବାହାରିଲା ବିଜେପି, ପଛେପଛେ ଗଲା ବିଜେଡି

ଭୁବନେଶ୍ୱର: ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି  ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।