• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

dl cancelled
୨ ମାସରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌। ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ରାଜ୍ୟବ୍ୟାପୀ ସମସ୍ତ ଆର୍‌ଟିଓର ୧୬ ହଜାର ୮୨୦ ଲୋକଙ୍କ ଡିଏଲଲ୍‌ ବାତିଲ ହୋଇଛି।  ଦ୍ରୁତ ଗତି, ମଦ ପିିଇ ଗାଡ଼ି ଚାଳନା, ନାଲି ବତୀ...

lockdown
ଏହି ରାଜ୍ୟର ୩ ସହରରେ ଲକ୍‌ଡାଉନ୍‌ ଘୋଷଣା, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍‌ ଓ କଲେଜ

ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଇନ୍ଦୋର, ଭୋପାଳ ଓ ଜବଲପୁରରେ ଦିନକ ପାଇଁ ଲକ୍‌ଡାଉନ୍ ଘୋଷଣା‌ କରଛନ୍ତି। ପ୍ରତି ରବିବାର ଏହି ୩ ସହରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି...

imran khan
କରୋନା ଟିକା ନେବାର ୨ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: କରୋନା ଟିକା ନେବାର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇମ୍ରାନ୍‌ ଖାନ୍ କରୋନା ଆକ୍ରାନ୍ତ ନେଇ ପାକିସ୍ତାନ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଅଧିକାରୀ ଫୈଜଲ ସୁଲ୍‌ତାନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍‌  ଆଇସୋଲେସନ୍‌ରେ...

Param Bir Singh
ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମୁମ୍ବାଇର ପୂର୍ବତନ ପୋଲିସ୍‌ କମିଶନର

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍‌ ମିଳିବା ଓ ପରେ ଏହି ଘଟଣାରେ ମୁମ୍ବାଇ ପୋଲିସ୍‌ ଅଧିକାରୀ ସଚିନ ଓ୍ୱାଜେ NIA(National Investigation Agency) ଦ୍ୱାରା ଗିରଫ ହେବା ଘଟଣାରେ ନୂଆ ମୋଡ଼ ନେଇଛି। ମୁମ୍ବାଇର ପୂର୍ବତନ ପୋଲିସ୍‌ କମିଶନର ପରମବୀର ସିଂଙ୍କ...

accident
ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନ୍ଏଚ୍-୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ...

odisha
ପଡ଼ୋଶୀଙ୍କ ଘରେ ନିଆଁ ଲିଭାଇବାକୁ ଯାଇଥିଲେ ମା’ପୁଅ, ଚାଲିଗଲା ଜୀବନ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପଡୋଶୀଙ୍କ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ଚାନ୍ଦ ବିବି (୪୨) ଓ...

kidnapped
ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଉଦ୍ଧାର ହେଲେ ଅପହୃତ ସୁନା ବ୍ୟବସାୟୀ

ସୋର: ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଅପହୃତ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ସୋରର ସୁନା ବ୍ୟବସାୟୀ ପ୍ରହଲ୍ଲାଦ ବେହେରାଙ୍କୁ ଗୁରୁବାର ଦିନ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଳଙ୍କାର କିଣିବା ବାହାନାରେ ଜଣେ ଯୁବକ ତାଙ୍କୁ ଡାକି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ସୂଚନା...

corona
ମହାରାଷ୍ଟ୍ର ବ୍ୟତୀତ ଦେଶର ଏହି ୩ ରାଜ୍ୟ ହୋଇପାରେ କରୋନା ହଟ୍‌ସ୍ପଟ୍‌: ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ମହାରାଷ୍ଟ୍ର ବ୍ୟତୀତ ଦେଶର ଆଉ ୩ ରାଜ୍ୟ କରୋନା...

president
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସିଧା ରାଜଭବନ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ...

odisha
ଦାମନଯୋଡ଼ିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ, ୧୪୪ ଧାରା ଜାରି

କୋରାପୁଟ: କୋରାପୁଟ ଦାମନଯୋଡ଼ି ନାଲକୋ ଅଁଳାବାଡିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିବା ସୂଚନା ମିଳିଛି। ଆନ୍ଦୋଳକାରୀଙ୍କ ପଥର ମାଡ଼ରେ ଜଣେ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି, ପୋଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ୨୦ରୁ ଅଧିକ...

joe baiden
ବିମାନ ଚଢ଼ିବା ବେଳେ ୩ ଥର ଝୁଣ୍ଟି ପଡ଼ିଲେ ଆମେରିକା ରାଷ୍ଟ୍ରପତି, ଭିଡିଓ ଭାଇରାଲ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଆମେରିକା ରାଷ୍ଟ୍ରପତି ବିମାନର ସିଢ଼ି ଚଢ଼ିବା ସମୟରେ ୩ ଥର ଝୁଣ୍ଟି ପଡ଼ିଥିବା ନଜର ଆସୁଛି। ଆଶ୍ୱସ୍ତର କଥା, ଜୋ ବାଇଡେନ୍‌ଙ୍କୁ କୌଣସି ପ୍ରକାର...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।