• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

petrol price hiked
ଦୁଇ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଦୁଇ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୧୯ ପଇସା ବୃଦ୍ଧି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ୧୧ ପଇସା ମେ’ ୪ରୁ ବର୍ତ୍ତମାନ...

fighter plane crash
ଭାରତୀୟ ବାୟୁ ସେନାର ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, କ୍ଷେତରୁ ମିଳିଲା ପାଇଲଟଙ୍କ ମୃତଦେହ

ଚଣ୍ଡୀଗଡ଼: ଭାରତୀୟ ବାୟୁ ସେନାର ମିଗ(MiG) 21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ ପଞ୍ଜାବର ଲଙ୍ଗିୟାନା ନିକଟରେ କ୍ରାଶ ହୋଇଯାଇଥିଲା।...

arijit singh
୫୨ ବର୍ଷରେ ଆଖି ବୁଜିଲେ ସିଙ୍ଗର ଅରିଜିତ ସିଂଙ୍କ ମା' ଆଦିତି ସିଂ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର ଅରିଜିତ ସିଂଙ୍କ ମା’ ଆଦିତି ସିଂଙ୍କ ଦେହାନ୍ତ ହୋଇଛି। ବୁଧବାର କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। Cerebral ଷ୍ଟ୍ରୋକ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ...

Telangana Teacher
କରୋନାରେ ଚାଲିଗଲା ନିର୍ବାଚନୀ ଡ୍ୟୁଟି କରିଥିବା ଶିକ୍ଷୟିତ୍ରୀଙ୍କ ଜୀବନ

ହାଇଦ୍ରାବାଦ: ତେଲେଙ୍ଗାନର ଏକ ପ୍ରାଇମେରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏପ୍ରିଲ ୧୭ରେ ତେଲେଙ୍ଗାନାର ନାଗାର୍ଜୁନସାଗର ବିଧାନସଭା ଉପନିର୍ବାଚନରେ ସେ ନିର୍ବାଚନୀ ଡ୍ୟୁଟିରେ ଥିଲେ। ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶେଷରେ ମହାମାରୀ କରୋନାରେ ଚାଲି ଯାଇଥିଲା ତାଙ୍କ ଜୀବନ। ତାଙ୍କର ୮...

microsoft
ହାଇଦ୍ରାବାଦ ଯୁବତୀଙ୍କୁ Microsoftରୁ ମିଳିଲା ଚାକିରି ଅଫର, ଦରମା ୨ କୋଟି ଟଙ୍କା

ହାଇଦ୍ରାବାଦ: ମାଇକ୍ରୋସଫ୍ଟ(Microsoft)ରେ ଚାକିରି  ପାଇଁ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ମିଳିଲା ୨ କୋଟି ଟଙ୍କା ପ୍ୟାକେଜର ଅଫର। ହାଇଦ୍ରାବାଦର ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟର ମଲ୍ଟି ନ୍ୟାସନାଲ ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି। ତାଙ୍କର ବାର୍ଷିକ ଦରମା ୨ କୋଟି ଟଙ୍କା। ଦୀପ୍ତି ନାରକୁଟି ମାଇକ୍ରୋସଫ୍ଟରେ ସଫ୍ଟୱେର...

covid warrior
ଗଛ ତଳେ ରାତି କାଟିଲେ କରୋନା ସମ୍ମୁଖ ଯୋଦ୍ଧା

ପଦ୍ମପୁର(ବରଗଡ଼): ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହିଁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା, ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ...

health camp
ପୁଣି ଆନ୍ଧ୍ରର ଦାଦାଗିରି: ଓଡ଼ିଶାରେ ଅନୁପ୍ରବେଶ କରି ଯୋଗାଉଛି ସ୍ବାସ୍ଥ୍ୟ ସେବା

ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି । ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର...

train accident
ହଟିଆ-ରାଉରକେଲା ଟ୍ରେନ ଦୁର୍ଘଟଣାଗ୍ରସ୍ତ, ଟ୍ରେନରେ ଥିଲେ ୮୪ ଜଣ ଯାତ୍ରୀ

ଝାଡ଼ଖଣ୍ଡରେ ହଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ଟ୍ରେନର ସ୍ପିଡ କମ ଥିବାରୁ ଟ୍ରେନର ୭ଟି ବଗିରୁ କୌଣସି ଗୋଟିଏ ବଗି ଟ୍ରାକରୁ ବାହାରକୁ ବାହାରି ନଥିଲା ଦୁର୍ଘଟଣା ସମୟରେ ଟ୍ରେନରେ ୮୪ ଜଣ ଯାତ୍ରୀ ଥିଲେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଉ ଏକ ଇଞ୍ଜିନ ଲଗାଯାଇଥିଲା ରାଞ୍ଚି:...

covid test-1
ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ, ହେଲେ ମାନିବାକୁ ପଡ଼ିବ ଏସବୁ ଗାଇଡଲାଇନ...

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିପାରୁନି। ଲଗାତାର କିଛିଦିନ ଧରି ଦେଶରେ ପ୍ରତିଦିନ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏହାଛଡା ଲୋକମାନେ କରୋନା ଟେଷ୍ଟ କରାଇବା ପାଇଁ ଅସୁବିଧାର ସମ୍ମୁଖୀନ...

minor boy
ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ, ରାତି ଅଧରେ ଚାଲିଲେ ୧୦ କି.ମି.

ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ। ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ।

coronavirus
ପୁଣିଥରେ କରୋନା ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

ଭାରତର ପ୍ରଥମ କରୋନା ରୋଗୀ ପୁଣିଥରେ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ତାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି।

Lav Agarwal
‘କରୋନାର ତୃତୀୟ ଲହର ପାଣିପାଗ ପୂର୍ବାନୁମାନ ଭଳି ନୁହେଁ ’

ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଅତି ହାଲ୍‌କା ଭାବେ ନେଉଛନ୍ତି ଲୋକେ। ଯେମିତିକି ପାଣିପାଗ ବିଭାଗର ପୂର୍ବାନୁମାନ ଭଳି ବର୍ଷା ଆସିବା ପୂର୍ବରୁ ଲୋକେ ଯେଭଳି ବାହାରେ ବୁଲାବୁଲି କରନ୍ତି, ଏବେ ସେଭଳି ସ୍ଥିତି ଉପୁଜୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଛନ୍ତି।

corona cases in india
ଭାରତରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବ କି ଏହି ୩ ଫର୍ମୁଲା ?

ୱାଶିଂଟନ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ସପ୍ତାହେ ହେବ ଦେଶରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ...

corona cases in india
ଆସନ୍ତା ସପ୍ତାହରେ ଦେଶରେ ପିକରେ ପହଞ୍ଚିପାରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବେକାବୁ। ଦିନକୁ ଦିନ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। କିଛିଦିନ ହେବ ଦେଶରେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆସନ୍ତା ସପ୍ତାହରେ ଦେଶରେ କରୋନା ସଂକ୍ରମଣ ପିକରେ ପହଞ୍ଚିପାରେ। ମ୍ୟାଥମେଟିକାଲ ମଡେଲ(Mathematical...

lockdown
ଏହି ରାଜ୍ୟରେ ଘୋଷଣା ହେଲା ଆଂଶିକ ଲକଡାଉନ

କୋଲକାତା: ପଶ୍ଚିମବଙ୍ଗରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି। ନିର୍ବାଚନ ଶେଷ ହେବା କ୍ଷଣି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଆଂଶିକ ଲକଡାଉନ ଘୋଷଣା କରିଛନ୍ତି। ଆଂଶିକ ଲକଡାଉନ ବେଳେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୩ଟାରୁ...

shooter dadi
ଶୁଟର ଦାଦିଙ୍କ ପରଲୋକରେ ଇମୋସନାଲ ହେଲେ ଅଭିନେତ୍ରୀ ତାପସୀ

ନୂଆଦିଲ୍ଲୀ: ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତର ପ୍ରଦେଶର ମିରଟରେ ଏକ...

gold
କମିଲା ସୁନା ଦର, ରେକର୍ଡ ସ୍ତରରୁ ୧୦ ହଜାର ଟଙ୍କା ଶସ୍ତା

କମିଲା ସୁନା ଓ ରୂପା ଦର ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତା’ହାଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଦୁଇ ଦିନ ଧରି ସୁନା ଦର ବଢ଼ିବା...

man died
ମୃତ ଘୋଷଣା କଲେ ଡାକ୍ତର, ଅଧ ରାତିରେ ଝିଅ କହିଲା- ବାପାଙ୍କ ଗୋଡ଼ହାତ ହଲୁଛି, ତା'ପରେ...

ସୁଲତାନପୁର: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ। ହେଲେ କିଛି ସମୟ ପରେ ଶବ ଉପରେ ପଡ଼ିଥିବା ଚାଦର ହଠାତ ହଲିଥିଲା। ପରିବାର ଲୋକ ଏହା ଦେଖି ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ ଓ ପଖାପାଖି ୭...

covid19
ମହାରାଷ୍ଟ୍ର ମନ୍ତ୍ରୀଙ୍କ ଭବିଷ୍ୟବାଣୀ: ଜୁଲାଇ-ଅଗଷ୍ଟରେ ରାଜ୍ୟରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର

ଜୁଲାଇ-ଅଗଷ୍ଟରେ ମହାରାଷ୍ଟ୍ରରେ ଦେଖିବାକୁ ମିଳିପାରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରେ ଗୁରୁବାର ଦିନ ୬୬,୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୭୧ ଜଣଙ୍କ ମୃତ୍ୟୁ ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ଏବେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।