ଆଜିକାଲି ବିଶ୍ୱର ଅନେକ ସ୍ଥାନରୁ ରହସ୍ୟମୟ ଜୀବ ଠାବ ହେଉଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି। ଆମେରିକାର ଉତ୍ତର କ୍ୟାରୋଲିନାରେ ସମୁଦ୍ର କୂଳରୁ ଏକ ଅଜଣା ସମୁଦ୍ର ଜୀବ ମିଳିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷଜ୍ଞମାନେ ମଧ୍ୟ ଏହାକୁ ଦେଖି ଚକିତ...
ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ଭାଷାର ୮ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟର ଡିଗ୍ରୀ କରିବା ପାଇଁ All India Council for Technical Education (AICTE) କଲେଜ ଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ନୂଆ ଶିକ୍ଷା ବର୍ଷ (2020-21)ରୁ ଏହା ଆରମ୍ଭ...
ସୋସିଆଲ୍ ମିଡିଆରେ ବିବାହର ଅନେକ ମଜାଳିଆ ଭିଡିଓ ଭାଇରାଲ୍ ହେଉଥିବା ଆପଣମାନେ ହୁଏତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିବା ଆରମ୍ଭ କରି ଦେବେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଏକ ବିବାହ...
ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବୁଧବାର ଏହା ସ୍ଥିର ଥିଲା। ହେଲେ ଆଜି ଏହା ପୁଣି ବଢ଼ିଛି। ଲିଟର ପ୍ରତି ପେଟ୍ରୋଲ ୨୪ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି...
ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ମେ’ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ...
କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା...
ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ...
ମୁମ୍ବାଇ: ବେଳେ ବେଳେ ଏମିତି ଇଚ୍ଛା ହୋଇଥାଏ ବିମାନରେ ଇକୋନମିକ କ୍ଲାସ ପରିବର୍ତ୍ତେ ବିଜନେସ କ୍ଲାସରେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଯଦି ଚାର୍ଟର୍ଡ଼ ଫ୍ଲାଇଟରେ ହୁଏ ତା’ହେଲେ ଖୁସି ଦ୍ବିଗୁଣିତ ହୋଇଯାଏ। ଯଦି ଏକାକି ବିମାନରେ ଯାତ୍ରା କରିବା ପାଇଁ ସୁଯୋଗ ମିଳେ, ତା’ହେଲେ...
ମୁମ୍ବାଇ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣିଙ୍କ ବାପାଙ୍କୁ ଜଣେ ଦୁବୃର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ମଙ୍ଗଳବାର ସକାଳେ ୨୪ ବର୍ଷୀୟ ଯୁବକ ସୋନାଲିଙ୍କ ଘର ଭିତରକୁ ପ୍ରବେଶ କରି ଛୁରୀରେ ତାଙ୍କ ବାପା ମନୋହର କୁଲକର୍ଣ୍ଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।...
ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍’ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍...
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୫୮୪ରେ ପହଞ୍ଚିଛି। Regret to inform the demise of thirty five numbers of...
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧,୬୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।କ୍ୱାରେଣ୍ଟାଇନରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟସ ୫୧୧୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ...
ଭୁବନେଶ୍ୱର: ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା ୟାସ୍। ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଓ ଦ୍ୱିପ୍ରହରରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଅତିକ୍ରମ କରିପାରେ। ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ଯୁଞ୍ଜୟ...
ଭୁବନେଶ୍ୱର: ଆଉ କେବଳ ଅକ୍ଟୋବର ନୁହେଁ, ଏଣିକି ମେ’ ମାସ ଆସିଲେ ବି ଓଡ଼ିଶାବାସୀଙ୍କ ମନରେ ପଶୁଛି ବାତ୍ୟା ଛନକା। କାରଣ ଲଗାତାର ୩ ବର୍ଷ ହେଲାଣି ରାଜ୍ୟକୁ ମେ’ ମାସରେ ବାତ୍ୟା ବିପତ୍ତିର ସାମ୍ନା କରିବାକୁ ପଡ଼ୁଛି। ତେବେ IMD ଡିଜି କହିଛନ୍ତି, ଏହା କିଛି ନୂଆ...
ଭୁବନେଶ୍ୱର: ଗୋଟିଏପଟେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଲୋକଙ୍କ ଧନଜୀବନ ରକ୍ଷା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଛି।ତେବେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସମସ୍ତେ ବାତ୍ୟା ପାଇଁ ସଜାଗ ରହିବା ଉଚିତ। କରୋନା କାଳରେ ମାଡ଼ି...
ଭୁବନେଶ୍ୱର: ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ତେବେ ବାତ୍ୟା ‘ୟାସ୍’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର...
ଭୁବନେଶ୍ୱର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁସାରେ, ବାତ୍ୟା ‘ୟାସ୍’ ପାରାଦୀପରୁ ଏବେ ୩୬୦ କିଲୋମିଟର...
କଲ୍ୟାଣସିଂହପୁର(ମାଉଡି ବାରିକ): ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । ଡାକ୍ତର ମଣିଷକୁ ମୃତ୍ୟୁ ମୁହଁରୁ ଉଦ୍ଧାର କରି ଏକ ନୂଆ ଜୀବନ ଦେଇଥାନ୍ତି। ମହାମାରୀ କରୋନା କାଳରେ ଡାକ୍ତରମାନେ ଭଗବାନଙ୍କ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡ଼ାର...
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର ୫ଟା ୩୦ରେ ବାତ୍ୟା ‘ୟାସ୍‘ରେ ପରିଣତ ହୋଇଛି। ଏବେ ଏହା ପାରାଦୀପରୁ ୫୦୦ କି.ମି. ଦୂରରେ ଥିବା IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ୟାସ୍’କୁ ନେଇ IMD ଡିଜି...