ଭୁବନେଶ୍ୱର: ଠିକ୍ ୨୪ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ୍ ୧୯୯୭ ଏପ୍ରିଲ ୧୮ରେ ଲଞ୍ଚ୍ ହୋଇଥିଲା ଓଟିଭି। ସେଦିନ ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ଅନ୍ତେଷ୍ଟି କ୍ରିୟାର ସିଧା ପ୍ରସାରଣ ସହ ଓଟିଭି ଆରମ୍ଭ କରିଥିଲା ଖବର ପ୍ରସାରଣ ଅଭିଯାନ। ସେବେଠୁ ଆଜି ଯାଏ ଦୀର୍ଘ ୨୪...
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ...
ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍ ହସ୍ପିଟାଲ୍ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ...
ଭୁବନେଶ୍ୱର: କରୋନାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏବେ ଯୁବ ଗୋଷ୍ଠୀଙ୍କୁ ମଧ୍ୟ ଆକ୍ରମଣ କରୁଛି ମହାମାରୀ କରୋନା। ଏପରିକି ୧୮ ବର୍ଷରୁ କମ୍ ବୟସର ପିଲା ବି କରୋନା ସଂକ୍ରମିତ ହେଉଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ନୂଆ...
ନୂଆପଡ଼ା ଜିଲ୍ଲାର ୨ ସହରରେ କଡ଼ା କଟକଣା ଖଡ଼ିଆଳ NAC ଅଞ୍ଚଳ ଓ ଖଡ଼ିଆଳ ରୋଡ୍ ସହରରେ କଡ଼ା କଟକଣା ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏ ଖଡ଼ିଆଳ NAC ଅଞ୍ଚଳରେ କଟକଣା ଆସନ୍ତାକାଲିଠୁ ଖଡ଼ିଆଳ NAC ଅଞ୍ଚଳରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ କେବଳ...
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି।ସାଧାରଣତଃ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ...
ଭୁବନେଶ୍ୱର: ‘ତା’ ବାପାମା’ କହିଲେ ବୋଲି ବାହା ହେଲା। ତା’ର କୌଣସି ଇଚ୍ଛା ନଥିଲା। ବିବାହର ୪ ମାସ ପୂର୍ବରୁ ମୋ ସହ କଥା ବି ହୋଇଥିଲା। ବାହା ହେବାପାଇଁ ଇଚ୍ଛା ନାହିଁ ବୋଲି ସେତେବେଳେ କିଛି କହିଲା ନାହିଁ। ହେଲେ ବାହାଘର ପରେ କହିଲା, ଆଇ ନିଡ୍...
ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ପୋଲିସ୍ ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ...
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଓଡ଼ିଶାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଛତିଶଗଡ଼ ସୀମାର...
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉପର ମୁହାଁ ହେବାରେ ଲାଗିଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ଦୈନିକ କରୋନା ପଚିଟିଭ୍ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୧୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ...
ଏପ୍ରିଲ ୧୯ ତାରିଖରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍ ବନ୍ଦ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ , ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ହଷ୍ଟେଲ୍ ମଧ୍ୟ ବନ୍ଦ ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ରାଜ୍ୟର ମାଟ୍ରିକ୍, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ଭୁବନେଶ୍ୱର: ଏପ୍ରିଲ...
ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍ କରିଛନ୍ତି। ଏହାସହ ବିବାହରେ...
ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ Odisha Joint Entrance Examination (OJEE) ହେବ। ଏହି ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ହେବ ବୋଲି OJEE କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଚ୍ଛୁକ ପ୍ରାର୍ଥୀ କେବଳ OJEE ୱେବ୍ସାଇଟ୍(www.ojee.nic.in)କୁ ଯାଇ ଫର୍ମ ଫିଲ୍ଅପ୍ କରିପାରିବେ। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆପ୍ଲିକେସନ୍...
ଚେନ୍ନାଇ: ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ ଚମତ୍କାର ଫର୍ମରେ ଅଛି। ହେଲେ ଆର୍ସିବି ଟିମ୍ର କ୍ୟାପଟେନ୍ ବିରାଟ କୋହଲି ଆଇପିଏଲ୍ର ଆଚରଣ ବିଧି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍(IPL 2021)ରେ ଆର୍ସିବି (Royal Challengers Bangalore)...
ଲଗାତାର ୧୫ ଦିନ ସ୍ଥିର ରହିବା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସା ରହିଛି ନୂଆଦିଲ୍ଲୀ: ଲଗାତାର ୧୫ ଦିନ ସ୍ଥିର...
ନୂଆପଡ଼ାରେ କାୟା ବିସ୍ତାର କରୁଛି କରୋନା ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ ଏହି ସମୟରେ ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିବ ନୂଆପଡ଼ା: ଲଗାତାର ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪...