• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

villagers detain medical team
କୋଭିଡ୍ ଟେଷ୍ଟ ପାଇଁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଲୋକେ

ବଲାଙ୍ଗିର: କୋଭିଡ୍ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଗାଁ ଲୋକେ। କୋଭିଡ୍‌ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ୍‌ ଟିମ୍‌କୁ ଗ୍ରାମବାସୀମାନେ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ...

Mahanadi girl
ମହାନଦୀର ପ୍ରଖର ସୁଅରେ ଭାସି ଆସିଥିଲେ, ପୁଣି ଜୀବନରେ ଆସିଲା ନୂଆ ମୋଡ଼

ଝାରସୁଗୁଡ଼ା: ଯୁଗ ଆସି କେଉଁଠି ପହଞ୍ଚିଲାଣି, ହେଲେ ଆଜି ବି ଏମିତି ଅନେକ ପରିବାର କନ୍ୟା ସନ୍ତାନ ପାଇଁ କୁଣ୍ଠିତ ପ୍ରକାଶ କରୁଛନ୍ତି। ହେଲେ ରକ୍ତ ସମ୍ପର୍କ ନଥାଇ ବି, ମନର ସମ୍ପର୍କ ଓ ମମତାର ସମ୍ପର୍କ କେତେ ଯେ ନିବିଡ଼ ହୋଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି...

covid19 cases in india
ମେ’ରେ ଆହୁରି ଭୟଙ୍କର ହୋଇପାରେ କରୋନା, ୩୫ ଲକ୍ଷ ଛୁଇଁପାରେ ଆକ୍ଟିଭ୍‌ କେସ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠୁ ଅଧିକ ଭୟଙ୍କର ଦେଖିବାକୁ ମିଳିଛି। ପ୍ରଥମ ଲହରରେ କରୋନାରେ ଯେତିକି ଆକ୍ରାନ୍ତ ହେଉଥିଲେ, ଦ୍ୱିତୀୟ ଲହରରେ ତା’ଠୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି।...

vaccine
ଟିକା ନେବା ପରେ ବି ହୋଇପାରେ କରୋନା ସଂକ୍ରମଣ: ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ। ତେବେ ଏହା ଆପଣଙ୍କୁ ଗୁରୁତର ଅବସ୍ଥାକୁ ନେବ ନାହିଁ। ଏଭଳି କିଛି କହିଛନ୍ତି...

Cloudy sky
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହି ୧୨ ଜିଲ୍ଲା...

man died
ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ୩୮ ବର୍ଷୀୟ ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ଗୌରୀଶଙ୍କରଙ୍କୁ...

Ashish Yechury
କରୋନାରେ ଆଖି ବୁଜିଲେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ

ନୂଆଦିଲ୍ଲୀ: ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଜୁନ୍‌ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା। କରୋନାରେ ଆକ୍ରାନ୍ତ ହେବାପରେ...

newborn baby
ଜନ୍ମ ନେଲା ବିରଳ ଶିଶୁକନ୍ୟା, ଅଦ୍ଭୁତ ଦିଶୁଛି ମୁହଁ

ବ୍ରହ୍ମପୁର: କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ବିରଳ ଓ ବିଚିତ୍ର ଶିଶୁୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟ୍‌ରେ ଶିଶୁ କନ୍ୟାଟି...

man died
ସୁରତରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍‌ରେ ଉଡିଗଲା ପ୍ରାଣବାୟୁ। ପୁରୀ-ଅହମଦାବାଦ ଟ୍ରେନ୍‌ରେ ଏଭଳି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା। ଗତକାଲି ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍‌ରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। ରାତି...

temple
ବଢ଼ୁଛି କରୋନା ସଂକ୍ରମଣ, BMC ନେଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ...

raiza
ସୁନ୍ଦରୀ ଅଭିନେତ୍ରୀଙ୍କୁ ଅସୁନ୍ଦର କରିଦେଲା ଫେସିଆଲ୍‌ ଟ୍ରିଟ୍‌ମେଣ୍ଟ୍‌

ଚେନ୍ନାଇ: ସୁନ୍ଦର ହେବାକୁ କିଏ ବା ନ ଚାହେଁ। ସୁନ୍ଦର ହେବା ନିଶା ପ୍ରାୟତଃ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନୟ ଜଗତ ସହ ଜଡ଼ିତ ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଫିଟ୍‌ ଓ ସୁନ୍ଦର ଦେଖାଯିବା ପାଇଁ ବ୍ୟୁଟି ଟ୍ରିଟ୍‌ମେଣ୍ଟ୍‌ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଉପାୟ...

odisha
କୁମ୍ଭମେଳାରୁ କଟକ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କୁମ୍ଭମେଳା ଫେରନ୍ତାଙ୍କୁ ନେଇ ବଢ଼ିଲା ଚିନ୍ତା କଟକ ରେଲ୍‌ୱେ ଷ୍ଟେସନରେ କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ୩୦ ଜଣଙ୍କ RTPCR ଟେଷ୍ଟ କରାଯାଇଥିଲା  ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।