ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ୧୨ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କେବିକେର ମୁଖ୍ୟ ପ୍ରଶାସକ ଥିବା ସୁଦର୍ଶନ ପାଲ୍ ଠାକୁରଙ୍କୁ ଭଦ୍ରକ ଜିଲ୍ଲା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ...
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ପରାମର୍ଶ ଦିଆଯାଇଛି। ବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ସହ ରିଲିଫ୍ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ...
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ସକାଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ରାସ୍ତାରେ ସୁରକ୍ଷାକର୍ମୀମାନେ କମ୍ବିଂ କରୁଥିବାବେଳେ ବିସ୍ଫୋରଣ ଘଟିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ...
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍ଡିଆର୍ଏଫ୍ର ୯ଟି ଟିମ୍କୁ ଉପକୂଳ ଜିଲ୍ଲାକୁ ପଠାଯାଇଛି। ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଏନ୍ଡିଆର୍ଏଫ୍ର ୩ଟି ଲେଖାଏ ଟିମ୍ ପହଞ୍ଚି ସାରିଛନ୍ତି। ଜଗତସିଂହପୁରରେ ପହଞ୍ଚିଥିବା ୩ଟି ଟିମ୍ ମଧ୍ୟରୁ ଏରସମା...
ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ବର୍ତ୍ତମାନ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ଏକ୍ସଟ୍ରିମ୍ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ‘ଏହା ପୁରୀ ଠାରୁ ୬୮୦ କି.ମି. ଦୂରରେ ଅଛି। ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ୍ ନାଭିର ସୂଚନା ଅନୁସାରେ,...
କୋଣାର୍କ: ସମ୍ଭାବ୍ୟ ବାତ୍ୟା ‘ଫୋନି’କୁ ନେଇ ନୋଳିଆ ମତ୍ସ୍ୟଜୀବୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମାତ୍ର ୫୦ ମିଟର ଦୂରରେ ବସବାସ କରୁଥିବା ୮ ହଜାରରୁ ଊର୍ଦ୍ଧ୍ୱ ନୋଳିଆ ମତ୍ସ୍ୟଜୀବୀମାନେ ଏବେ ଭୟଭୀତ। ତେବେ ‘ଫୋନି’କୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁରୀ ଜିଲ୍ଲାପାଳଙ୍କ...