ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ...
ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ତେବେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ...
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍କୁଲ୍ରେ ମାଟ୍ରିକ୍ ରେଜଲ୍ଟ ଖରାପ ହୋଇଛି ତା’ର ସମୀକ୍ଷା ହେବ। ରେଜଲ୍ଟ...
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ। ଏଥର ମୋଟ୍ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ଅଛି। ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୯୭ ହଜାର...
କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ...
ରାଉରକେଲା: ରାଉରକେଲା ବୀରମିତ୍ରପୁରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ କବିବର ଜୟପୁରିଆ। ଗତକାଲି ବିଳମ୍ବିତ ରାତିରେ ବୀରମିତ୍ରପୁର ଡେଲି ମାର୍କେଟ୍ରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। କବିବର ବିଭିନ୍ନ ହୋଟେଲ୍କୁ ପାଣି ଯୋଗାଇ ଗୁଜରାଣ ମେଣ୍ଟାଉଥିଲେ। ତେବେ...
ଭୁବନେଶ୍ୱର: ୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ। ନନ୍ଦନକାନନ ସଂଲଗ୍ନ ବଟାନିକାଲ୍ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫୋନି’ରେ ନନ୍ଦନକାନନ ସହ ବଟାନିକାଲ୍ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ଭାଙ୍ଗି ଯାଇଥିବା ଗଛ ଓ ତାର ଜାଲି, ବାଡ଼ ମରାମତି ପରେ ନନ୍ଦନକାନନ ଖୋଲିବ। ‘ଫୋନି’ ତାଣ୍ଡବରେ...
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦେଶରେ ରେକର୍ଡ ମତଦାନ ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନର ମତଦାନ ହାରର ରେକର୍ଡ ଚଳିତ ବର୍ଷ ଭାଙ୍ଗିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ପିଟିଆଇ ଏହି ତଥ୍ୟ ଦେଇଛି। ସୋମବାର ସକାଳ ସୁଦ୍ଧା ନିର୍ବାଚନ କମିଶନଙ୍କ...
କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦିନ ୧୧ଟାରେ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ...