• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

drive--9
ଏମିତି ବି କଥା ହୋଇପାରିବେ ଗାଡ଼ି ଚାଳକ, କେମିତି ଧରାପଡିବେ ?

ଭୁବନେଶ୍ୱର  : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା...

amit
ବାଜି ମାରିଲେ ଅମିତ

ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ। ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ...

doctor
ପେସା ଲଣ୍ଡନରେ, ନିଶା ଜନ୍ମମାଟିରେ

ଆଳି( ବନମାଳୀ ସାହୁ) : ସମାଜରେ ଏମିତି ଅନେକ ଲୋକ ଅଛନ୍ତି , ଯେଉଁଠି ବି ଥିଲେ, ଯେତେ ପ୍ରତିଷ୍ଠିତ ହୋଇଥିଲେ ବି ନିଜ ଗାଁ ମାଟି ପ୍ରତି କର୍ତ୍ତବ୍ୟକୁ ଭୁଲି ପାରନ୍ତିନି । ସେମିତି ଜଣେ ହେଲେ କେନ୍ଦ୍ରାପଡ଼ା ସାଳିଅଞ୍ଚ ଗାଁର ଡାକ୍ତର ସହଦେବ ସ୍ୱାଇଁ। ସୁଦୂର...

SIT
କୁନ୍ଦୁଲି ଗଣଦୁର୍ଷ୍କମ ମାମଲା : କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ SIT ଟିମ୍‌ର ବୈଠକ

କୋରାପୁଟ  : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍‌ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ...

ONION
କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର: କାନ୍ଧରେ ଗାମୁଛା, ପାଖରେ ଠେଲା ଗାଡ଼ି ଓ ଏହା ଉପରେ ରଖା ହୋଇଛି ଗଦାଗଦା ପିଆଜ। ଆଉ ଲୋକଙ୍କୁ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି କଂଗ୍ରେସ କର୍ମୀ। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଆଜ...

sunil roy
ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

କଟକ : ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ ରାୟ । ଆଜି କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ରାନ୍ସପରେନ୍ସି ଓ ଟାଇମ୍ ବାଉଣ୍ଡକୁ ଗୁରୁତ୍ୱ...

onion stolen
ମାତିଛନ୍ତି ପିଆଜ ଚୋର

ସୁରତ : ସୁନା ଠାରୁ ଏବେ ମୂଲ୍ୟବାନ ହେବାରେ ଲାଗିଛି ପିଆଜ।  ଘର ଠାରୁ ହୋଟେଲ୍‌ ସବୁଠି ଉଭାନ ହୋଇଯାଇଛି । ପିଆଜ ଦର ସାରା ଦେଶରେ ସେଞ୍ଚୁରୀ ପାର୍ କରିଛି । ବର୍ଦ୍ଧିତ ଦରରେ ପିଆଜ କିଣିବାକୁ ଲୋକେ ଅମଙ୍ଗ ହେଉଛନ୍ତି । ଆଉ ଏଭଳି ସମୟରେ...

milk
୧ ଲିଟର କ୍ଷୀର ପିଇଲେ ୮୧ ଜଣ ପିଲା !

ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ...

cage2
ଇଂଜିନିୟରିଂ ଚାକିରି ଛାଡ଼ି ତିଆରି କରୁଛନ୍ତି ପଞ୍ଜୁରୀ...

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ପାଠ ପଢି ହୋଇଥିଲେ ଇଂଜିନିୟର।  ଏବେ କିନ୍ତୁ ଚାକିରି ଛାଡି ତିଆରି କରୁଛନ୍ତି ପଞ୍ଜୁରୀ। ଏହି ବ୍ୟବସାୟରେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ଆତ୍ମସନ୍ତୋଷ ଲାଭ କରୁଛନ୍ତି ସୌମ୍ୟରଞ୍ଜନ ମଲ୍ଲିକ । ପଶୁପକ୍ଷୀଙ୍କ ପ୍ରତି ପ୍ରେମ ଆଜି ବଞ୍ଚିବା ପାଇଁ...

skull
ରାଜଧାନୀରେ ମଣିଷ ଖପୁରୀ ଓ ହାଡ଼ ଜବତ

ଭୁବନେଶ୍ୱର:  ରାଜଧାନୀରେ ଚାଞ୍ଚଲ୍ୟ ।  ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍‌ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ...

jio
ଜିଓର ସବୁଠୁ ଶସ୍ତା ପ୍ଲାନ୍‌ , ପ୍ରତି ମାସରେ ମିଳିବ ଏହିସବୁ ସୁବିଧା

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ଜିଓ ଆଣିଛି ସବୁଛି ଶସ୍ତା ପ୍ଲାନ୍‌ ।  ରିଲିଏନ୍ସ ଜିଓ ଫାଇବର ୟୁଜର୍ସଙ୍କ ପାଇଁ କଂପାନୀ ଏକ ନୂଆ ପ୍ଲାନ୍‌ ଲଂଚ କରିଛି । ୩୫୧ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୫୦ ଜିବି ଡାଟା ଏବଂ ଅସୀମିତ ଫ୍ରି କଲିଂ...

minor rape
ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ତୁମୁଡିବନ୍ଧ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ନାଁ ଶମ୍ଭୁ ମହାରଣା ବୋଲି...

konark festival
ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶୀ ସମେତ ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନିଆଟ୍ଟମ ନୃତ୍ୟ ସହ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇଣ୍ଡୋନେସିଆର...

assembly
୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର : ୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ। ଗତକାଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବେଳେ, ୧୯ ଦିନ ଆଗରୁ ମୁଲତବି କରିଦେଇଛନ୍ତି ବାଚସ୍ପତି।...