• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

school saand
ସ୍କୁଲ ପାଲଟିଛି ସଂସଦ : ପ୍ରତିବର୍ଷ ବଛାଯାଉଛନ୍ତି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ

ମାଲକାନଗିରି(ଜିତେନ୍ଦ୍ର ବେଉରା)  : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା...

woman burn
ଗ୍ୟାସ ନିଆଁରେ ପୋଡ଼ି ହୋଇଗଲେ ଶ୍ୱଶୁର-ବୋହୂ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ଦିଅର ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୀବନୀ ବାରିକ ନାମ୍ନୀ ମହିଳା ଚା’ କରୁଥିବା...

strike
ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୌଦ୍ଧ(ଭାର୍ଜନ ପ୍ରଧାନ): କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ  ପିକେଟିଂ କରି...

onion song
ପିଆଜକୁ ନେଇ ଚର୍ଚ୍ଚା , ସୋଶାଲ୍ ମିଡ଼ିଆରେ ପିଆଜ ଗୀତ ଭାଇରାଲ୍

କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି...

elephant
ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ସୁନ୍ଦରଗଡ଼  : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ...

rickshaw puller
ଘର ଖଣ୍ଡେ ଲାଗି ଦୌଡ଼ି ଦୌଡ଼ି ନୟାନ୍ତ ୭୦ ବର୍ଷିୟ ବାବାଜୀ

କଟକ (ବିବର୍ତ୍ତନ ପଣ୍ଡା ): ପ୍ରଶାସନିକ ବ୍ୟବସ୍ଥାରେ କୁଢ କୁଢ ଯୋଜନା। ହେଲେ ଆଜି ବି  ଏହି ଯୋଜନାରୁ ଅନେକ ଦୂରରେ ବହୁ ଯୋଗ୍ୟ ହିତାଧିକାରୀ ।  ପ୍ରଶାସନିକ ଦୃଷ୍ଟିର ଅଭାବ ଅବା ଅବହେଳା ଆଜି ଲୋକଙ୍କୁ ଯୋଜନାରୁ ବଞ୍ଚିତ କରୁଛି। ଦପ୍ତରକୁ ବର୍ଷ ବର୍ଷ ଦୌଡ଼ିଲେ ବି...

guest
ଉଦ୍ଧବଙ୍କ ଶପଥ ପାଠ ଉତ୍ସବରେ ଅତିଥିଙ୍କ ଭିଡ଼

ମୁମ୍ବାଇ : ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ଅନେକ ଅଭୂତ ପୂର୍ବ ଘଟଣା ଘଟିଛି। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ବାଲା ସାହେବ ଠାକରେ ଦେଖିଥିବା ସ୍ୱପ୍ନକୁ ମଧ୍ୟ ସେ ପୂରଣ...

cm
ଭାଙ୍ଗିଲା ଠାକ୍‌ରେ ପରିବାରର ପରମ୍ପରା

ମହାରାଷ୍ଟ୍ର : ଉଦ୍ଧବ ବାଲ୍ ଠାକ୍‌ରେ । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କ କନିଷ୍ଠ ପୁତ୍ର ହେଉଛନ୍ତି ଉଦ୍ଧବ। ୧୯୬୦ ଜୁଲାଇ ୨୭ ରେ ଉଦ୍ଧବଙ୍କର ଜନ୍ମ । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଥମରୁ...

sania
କୋର୍ଟକୁ ଫେରିବେ ସାନିଆ ମିର୍ଜା

ମୁମ୍ବାଇ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଖୁବଶୀଘ୍ର କୋର୍ଟକୁ ଫେରିବେ। ଆସନ୍ତାବର୍ଷ ଜାନୁଆରୀରେ ହୋବାର୍ଟ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ସାନିଆ ଟେନିସ୍ କୋର୍ଟକୁ ଫେରିବେ। ୩୩ ବର୍ଷୀୟ ସାନିଆ ଶେଷଥର ପାଇଁ ଅକ୍ଟୋବର ୨୦୧୭ରେ ଚାଇନା ଓପନରେ ଭାଗ ନେଇଥିଲେ। ସେ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ବିଶ୍ୱ ରାଙ୍କିଙ୍ଗର...

hanging
ସପ୍ତମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ସି’ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍‌ରୁ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଚିତା ଠାକୁର। ଆଜି ତାଙ୍କର...

marreg
ପ୍ରେମ ସତ ନା ପ୍ରତାରଣା ସତ ; ଦ୍ୱିତୀୟ ବିବାହ କରିବାକୁ ଯାଇ ଯୁବତୀ ହଟହଟା

ଭୁବନେଶ୍ୱର : ରାଜଧାନୀରେ ପ୍ରେମ, ପ୍ରତାରଣାର ଚର୍ଚ୍ଚିତ କାହାଣୀ । ପ୍ରେମିକାଙ୍କ ମେହେନ୍ଦୀ ଉତ୍ସବରେ ଉଭା ହୋଇଛନ୍ତି ପ୍ରେମିକ। ଆଉ ଜିଦି କରିଛନ୍ତି ନିଜର ସ୍ତ୍ରୀଙ୍କୁ ସାଥିରେ ନେଇ ଯିବାକୁ । ଯାହାଙ୍କୁ ସେ କୋର୍ଟ ମ୍ୟାରେଜ୍ କରିଥିଲେ । ଯୁବକଙ୍କ ନାଁ ରାକେଶ ବାରିକ । ରାକେଶଙ୍କ...

udhav
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ବାଲା ସାହେବ୍‌ଙ୍କ ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା...

polish
ଜୋତା ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି !

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାଜ୍ୟରେ ପୁଲିସ ବିଭାଗରେ ସ୍ୱଚ୍ଛତା ଆଣିବାପାଇଁ ଓ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାପାଇଁ ମୋ ସରକାର ଜରିଆରେ ରାଜ୍ୟ ସରକାର ୫ଟି ଲାଗୁ କରିଛନ୍ତି। ଅଥଚ ଏତେ ପରେବି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ...