• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

teacher 1
ଶ୍ରେଣୀ ଗୃହରେ ମୋବାଇଲ୍‌ରେ ଗପିବା ମହଙ୍ଗା ପଡିଲା ଶିକ୍ଷକଙ୍କୁ

ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍‌ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍‌ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ମିଳିଥିବା ଏକ...

whatsapp-features-01
ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ...

biju
ବିଜୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗିଦେଲେ !

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଝଡ଼ର ଇଗଲ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ  ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼...

putin
ଓଡ଼ିଆ ପୁଅ ବିଶ୍ୱନାଥଙ୍କୁ ପୁଟିନ୍‌ଙ୍କ ପ୍ରଶଂସା

ମସ୍କୋ: ଓଡ଼ିଶାର ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ରଙ୍କ ପ୍ରକଳ୍ପ ରୁଷ୍‌ରେ ପ୍ରଦର୍ଶିତ ହୋଇ ବେଶ୍‌ ଆଦୃତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଏହି ‘ଅଭନବ ୱାଟର ଡିସ୍‌ପେନ୍ସର’ ପ୍ରକଳ୍ପର ଭୁରି ଭୁରି ପ୍ରଶଂସା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ...

hanging
ଫାଶି ଦଉଡ଼ି, ଘାତକ ବି ତୟାର

ନୂଆଦିଲ୍ଲୀ : ପବନ, ଅକ୍ଷୟ, ମୁକେଶ, ବିନୟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏ ୪ ଆସାମୀଙ୍କ ଗଳାରେ ଖୁବ୍‌ଶୀଘ୍ର ଲାଗିପାରେ ଫାଶିର ଫନ୍ଦା। ଏଥିପାଇଁ ପ୍ରସ୍ତୁତ ହେଉଛି ତିହାର । ଇଏ ହେଉଛି ସେହି ଜେଲ୍ ଯେଉଁଠି ପୂର୍ବରୁ ଦୁଷ୍କର୍ମୀ ଧନଞ୍ଜୟ ଚାଟାର୍ଜୀ ଏବଂ ସଂସଦ...

tara
ତାରା ଦତ୍ତଙ୍କ ବହିକୁ ନେଇ ହଇଚଇ

ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ...

arun bothra
ବକେୟା ନଦେଲେ କଟିବ ଲାଇନ୍

ଭୁବନେଶ୍ୱର : ବିଦ୍ୟୁତ୍‌ ବିଲ୍‌ ବକେୟାକୁ ନେଇ ସେସୁର ସିଇଓ ଅରୁଣ ବୋଥ୍ରା ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସାଧାରଣ ଖାଉଟିଙ୍କ ପାଖରେ ପାଖାପାଖି ୨ ହଜାର କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ତେଣୁ ବକେୟା ବିଲ୍‌ ଆଦାୟ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ...

hospital
କୁକୁର କାମୁଡିଲେ ମିଳୁନି ଇଞ୍ଜେକସନ୍

ରାଉରକେଲା  : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି କୁକୁର କାମୁଡ଼ା ଲାଗି ଆଣ୍ଟି ରାବିସ ଇଞ୍ଜେକସନ୍ । କିଛି ଦିନ ହେବ ସହରରେ କୁକୁର କାମୁଡା ବଢିଛି । ତେବେ ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଇଞ୍ଜେକସନ ମିଳୁନଥିବା ବେଳେ ବାହାର ଦୋକାନରେ ବି ମିଳୁନଥିବା ଅଭିଯୋଗ ହୋଇଛି...

Chhapaak-Trailer-Released
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ଟ୍ରେଲର ରିଲିଜ

ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି।  ରାଜରାସ୍ତାରେ ପୁଲିସ ସହ ଲଢେଇ  ଆଉ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ ଓ ପାଣି ମାଡ଼।  ଏଭଳି ଢଙ୍ଗରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍‌’ର ଟ୍ରେଲର । ସତ ଘଟଣା ଉପରେ ଆଧାରିତ...

bank agent
ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍

ବାଲେଶ୍ୱର : ବାଲେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍। ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ...

hand_pump_
ଆଶ୍ଚର୍ଯ୍ୟ ! ନଳକୂପରୁ ପାଣି ସହ ରକ୍ତ, ମାଂସ ଓ ହାଡ଼ ବାହାରୁଛି

ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ ।  ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ...

minor-girl-kidnapped-
ଘର ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଅପହରଣ

ମୋହନା : ବିଳମ୍ବିତ ରାତିରେ ଘରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ନାବାଳିକାଙ୍କ ମାଆ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଡ଼ବା ଗାଁର...

Screenshot_2019-12-10-00-31-54-41
ବିବାଦୀୟ ସିଏବି ବିଲ୍ ଲୋକସଭାରେ ପାସ୍

ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ...

cop
'ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛି'

ଚେନ୍ନାଇ: ତିହାର ଜେଲରେ ଘାତକ ନଥିବାରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକମାନେ କେମିତି ଫାଶୀରେ ଝୁଲିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ତାମିଲନାଡୁ ପୁଲିସ୍‌ରେ ହେଡ୍‌ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଏସ୍‌ ସୁଭାଷ ଶ୍ରୀନିବାସନ ତିହାର...

snake
ପଡିଆ ଭିତରେ ସାପ !

ନୂଆଦିଲ୍ଲୀ: ବିଜୟୱାଡାରେ ରଣଜୀ ଟ୍ରଫି ଗ୍ରୁପ୍‌-ଏ’ର ଏକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ବିଦର୍ଭ। ମ୍ୟାଚର ପ୍ରଥମ ଦିବସରେ କିଛି ଏଭଳି ଘଟିଛି, ଯାହା ଦେଖି ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଗ୍ରାଉଣ୍ଡ ଭିତରକୁ ସାପ ପଶିଆସିଥିଲା। ବିସିସିଆଇର ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍...

Lata
ଲତା ଟ୍ୱିଟ୍‌ କରି ଏମିତି କହିଲେ

ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ...

saha
ପୁଣି ବିଜେପି-ବିଜେଡି ଦୋସ୍ତି !

ନୂଆଦିଲ୍ଲୀ : ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡିର ଦୋସ୍ତି ଆଜି ସଂସଦରେ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିଛି। ଅନେକ ଦଳ ଏହି ବିଲକୁ ଅସମ୍ବିଧାନିକ କହି ବିରୋଧ କରୁଥିଲେ...

finacial criss
ଗୁରୁତର ଆର୍ଥିକ ସଙ୍କଟ ମୁହାଁ ଓଡ଼ିଶା !

ଭୁବନେଶ୍ୱର : ଗୁରୁତର ଆର୍ଥିକ ସଙ୍କଟ ଆଡେ ମୁହାଁଉଛନ୍ତି ରାଜ୍ୟ ସରକାର। ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ଚିନ୍ତାଜନକ ଥିବାବେଳେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ହାସଲ ହୋଇପାରିବ କି ନା ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ କରିଛି ଅର୍ଥ ବିଭାଗ । ସଚିବସ୍ତରୀୟ...