କଟକ : ବାରବାଟୀ ଓ୍ୱାନ୍ ଡେ ପାଇଁ ଆଜିଠୁ ଦେଖିବାକୁ ମିଳିଲାଣି କ୍ରିକେଟ ଫିଭର। ଆଜି ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେଉଛି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ହଜାର ହଜାର କ୍ରିକେଟ୍ ପ୍ରେମୀ ରାତିରୁ ଅପେକ୍ଷା କରି ରହିଥିଲେ...
କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ । ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି । ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା...
ନୂଆଦିଲ୍ଲୀ : ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଗାଳ୍ପିକ ତଥା କେରଳ ଥିରୁବନନ୍ତପୁରମର ସାଂସଦ ଶଶୀ ଥରୁର। ୨୦୧୬ରେ ପ୍ରକାଶିତ ପୁସ୍ତକ ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ ଏମ୍ପାୟର ଇନ୍ ଇଣ୍ଡିଆ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ...
ଭୁବନେଶ୍ୱର : ସମ୍ମାନଜନକ ସାହିତ୍ୟ ଏକାଡେମୀ ପାଇଁ ଚଳିତ ଥର ଓଡ଼ିଶାରୁ ଦୁଇ ଜଣ ଲେଖକ ମନୋନୀତ ହୋଇଛନ୍ତି। ଓଡ଼ିଆ ଭାଷାରେ ଲେଖୁଥିବା ତରୁଣକାନ୍ତି ମିଶ୍ର କ୍ଷୁଦ୍ରଗଳ୍ପ ସଂକଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପାଉଥିବାବେଳେ ସାନ୍ତାଳୀ ଭାଷାରେ ଲେଖୁଥିବା କାଳୀଚରଣ ହେମ୍ବ୍ରମ୍ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଶିଶିର...
ଭୁବନେଶ୍ୱର/କଟକ/ବ୍ରହ୍ମପୁର : ୧୦ ହଜାରରୁ ଅଧିକ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଚିଟଫଣ୍ଡ ଜମାକାରୀଙ୍କ ମୁଣ୍ଡରେ ଚଡ଼କ। ଏମାନେ ଟଙ୍କା ଫେରିବା ତ’ ଦୂରର କଥା, ତଦନ୍ତ ପାଇଁ ଗଠିତ କମିଶନ ବି ବଡ଼ ଜମାକାରୀଙ୍କ ଠକେଇ ନେଇ ତଦନ୍ତ କରିବେ ନାହିଁ । ଏ...
ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍ରେ ଜଲୱା ଦେଖାଇଛି ଟିମ୍ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ...
ନୂଆଦିଲ୍ଲୀ : ଫାଶିର ଫାସରୁ ବର୍ତ୍ତି ପାରିବେନି ନିର୍ଭୟା ଦୋଷୀ । କାଏମ୍ ରହିଲା ଦୋଷୀ ଅକ୍ଷୟ ସିଂ ଠାକୁରର ଫାଶି ଦଣ୍ଡାଦେଶ। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍କୋର୍ଟର ଖଣ୍ଡପୀଠ ଆଜି ଅକ୍ଷୟର ପୁନର୍ବିଚାର ପିଟିସନକୁ ଖାରଜ କରି କରିଦେଇଛନ୍ତି । ଏହାକୁ ବିରଳରୁ ବିରଳତମ...
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ। ଇଣ୍ଡିଆ ଗେଟ୍ ସାମନା ରାଜପଥର ସେରିମୋନିଆଲ ରୋଡ୍ରେ ନିଜ ଦେହରେ ନିଆଁ ଲଗାଇଲେ ୨୫ବର୍ଷିୟ ଓଡ଼ିଆ ଯୁବକ କାର୍ତ୍ତିକ ମେହେର। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।...
ବାଲେଶ୍ୱର : ବାଲେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଜବ ଅଫର । ମୋବାଇଲ କିଣିଲେ ମାଗଣା ମିଳୁଛି ପିଆଜ । ଗୋଟିଏ ନୂଆ ମୋବାଇଲ କିଣିଲେ ଗ୍ରାହକଙ୍କୁ ବ୍ୟବସାୟୀ ଦୁଇ କିଲୋ ପିଆଜ ଦେଉଛନ୍ତି । ବଜାରରେ ପିଆଜର ଦର ଦେଢଶହ ଟଙ୍କା ପାଖାପାଖି ହୋଇଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ...
ଭୁବନେଶ୍ୱର : ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ‘ଭାସ୍ୱତୀ’ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ...
ଯାଜପୁର (ଅଭୟ ପତି) : ହେଲ୍ମେଟ୍ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି। ଯାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ...
ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡ କରିଛନ୍ତି। ଆଜି ରୋହିତ ମାତ୍ର ୧୩୮ ବଲରେ ୧୫୯ ରନର ଇନିଂସ୍ ଖେଳିଛନ୍ତି। ଏହି ଇନିଂସରେ ରୋହିତ ୫ଟି ବିଶାଳ ଛକା ଓ...
ମୁମ୍ୱାଇ : ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ । ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା...
ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆକୁ ଜବରଦସ୍ତ ଆରମ୍ଭ ଦେଇଛନ୍ତି ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ। ବିଶେଷ କରି ରାହୁଲ ଚମତ୍କାର ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ...
ଭୁବନେଶ୍ୱର : CAAକୁ ହଁ, NRCକୁ ନା । ନାଗରିକତା ସଂଶୋଧନ ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, CAA ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡ଼ିବନି । CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ...
ଭୁବନେଶ୍ୱର : ନୂଆ କୃଷି ନୀତିକୁ ରାଜ୍ୟ କ୍ୟାବିନେଟର ମଂଜୁରୀ । ଓଡ଼ିଶାରେ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ରହିଛି ଚାଷରେ ବିବିଧତା, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ଏବଂ କୃଷିରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ...
ନୂଆଦିଲ୍ଲୀ : ପାକିସ୍ତାନକୁ ନିୟନ୍ତ୍ରଣ କରିବା ଦରକାର ନାହିଁ, ଏହି ଦେଶ ନିଜେ ଧ୍ୱଂସ ହେବା ରାସ୍ତାରେ ଆଗେଇ ଚାଲିଛି ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ନିଜେ ନିଜେ ଏବେ ନିୟନ୍ତ୍ରଣରୁ ବାହାରକୁ ଯିବା ଆରମ୍ଭ କରିଛି। ସେ ଆହୁରି ମଧ୍ୟ...