• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

girl up
ବଙ୍ଗୀୟ ଯୁବତୀଙ୍କୁ ହୋଟେଲ୍‌ରେ ଦୁଷ୍କର୍ମ ଉଦ୍ୟମ !

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍‌ ଗୁଡ଼ିକରେ ଚାଲିଲାଣି ପ୍ରାକ୍‌ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼। ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍‌ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଆଜି ସାମ୍ନାକୁ...

school
ନୋଡାଲ ବିଦ୍ୟାଳୟରେ ହାଇଟେକ୍ ସ୍କୁଲର ରୂପ ; ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ (ପାର୍ଥ ସାରଥୀ ନାୟକ) : ହାଇଟେକ୍ ସ୍କୁଲର ରୂପ ନେଇଛି ଭଦ୍ରକ ଭଣ୍ଡାରିପୋଖରୀ ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହା କୌଣସି ପ୍ରାଇଭେଟ ଇଂଲିଶ ମିଡିୟମ ସ୍କୁଲଠାରୁ କମ ନୁହେଁ । ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ...

olx 2
ବାରବାଟୀ ଦିନିକିଆ : OLXରେ ବ୍ଲାକ୍‌ରେ ଟିକେଟ୍ ବିକ୍ରି ଅଭିଯୋଗ

କଟକ : OLX ୱେବସାଇଟ୍‌ରେ ବାରବାଟୀ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ର ଟିକେଟ ବ୍ଲାକ୍ ହେଉଥିବା ଅଭିଯୋଗ। ୬୩୪ ଟଙ୍କାରେ ଟିକେଟ କିଣା ହୋଇଥିବାବେଳେ ଏହି ଟିକେଟ୍‌କୁ ଜଣେ ବ୍ୟକ୍ତି ୧୫୦୦ ଟଙ୍କାରେ ବିକ୍ରି ପାଇଁ ପୋଷ୍ଟ କରିଥିବା ଜଣାପଡିଛି। ପ୍ରାୟ ୩ ଗୁଣା ଦରରେ ବ୍ୟକ୍ତି ଜଣକ ଏହି...

fake teacher 2
ସ୍କୁଲରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରକୃତରେ ଯେଉଁ ସାର୍‌ମାନେ ପଢ଼ାଉଛନ୍ତି, ସେମାନେ ଅସଲି ନା ନକଲି। ତାହା ଏବେ ଚିନ୍ତା କାରଣ ହୋଇଛି। ଏପରି କହିବାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

constable
ପୁଲିସ ଘରେ ପ୍ରେମ କାହାଣୀ ; ଧୋକାଦେଇ ଜେଲ୍‌ ଗଲେ କନଷ୍ଟେବଳ

ଭଦ୍ରକ : ପୁଲିସ ଘରେ ପ୍ରେମ କାହାଣୀ। ଦୁଇ କନଷ୍ଟେବଳଙ୍କ ମଧ୍ୟରେ ଭାବ ଦିଆନିଆ । ପ୍ରଥମେ ଲଭ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଆଉ ତା ପରେ ଧୋକା। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମିକା ଜଣକ ଜଣେ ମହିଳା...

jamia-1
ଜାମିଆ ହିଂସା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର...

s a bobde
ନିର୍ଭୟା ଶୁଣାଣିରୁ ଓହରି ଗଲେ ସିଜେଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ...

winter
ରାଜ୍ୟରେ ଆଉ ଦୁଇ ତିନି ଦିନ ଭିତରେ ବଢ଼ିବ ଶୀତ

ଭୁବନେଶ୍ୱର : ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା...

west indies
ଭାରତକୁ ୮ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍

ଚେନ୍ନାଇ: ଶିମରନ୍ ହେଟମେୟର୍ ଓ ଶାଇ ହୋପଙ୍କ ଆକର୍ଷଣୀୟ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ...

bus
ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ ବସ୍‌

ମୋହନା(ମିହିର ଯତି): ବାଇକ୍‌ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି।...

sahid
ସହିଦ ବାପାଙ୍କୁ କୁନି ଝିଅର ପପି

ମାଲକାନଗିରି(ଜିତେନ୍ଦ୍ର ବେଉରା) : ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛି, ଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା  ଛୁଇଁ ପାରୁଛନ୍ତି ନା କୋଳେଇ...

run out
ଜାଡେଜାଙ୍କ ରନଆଉଟକୁ ନେଇ କୋହଲି ନାରାଜ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କୁ ରନ୍ ଆଉଟ୍ ଦେବାର ପ୍ରକରଣକୁ ନେଇ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଡ୍ରେସିଂ ରୁମରେ ଖୁବ୍ ନାରାଜ ହୋଇଥିଲେ। ଅନ୍ୟପକ୍ଷରେ...

pangolin
ଏହି ସୂଚନା ଦେଲେ ବନ ବିଭାଗ ପୁରସ୍କୃତ କରିବ

ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା...

cricket
ପାକିସ୍ତାନ ଓପନର ଆବିଦ୍ ଅଲୀଙ୍କ ବିଶ୍ୱ ରେକର୍ଡ

ରାୱଲପିଣ୍ଡି : ପାକିସ୍ତାନ ଓପନର ଆବିଦ୍ ଅଲୀ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆବିଦ୍ ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର୍ ଭାବେ ନିଜର ପଦାର୍ପଣ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଶତକ ମାରିବାର ରେକର୍ଡ କରିଛନ୍ତି। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର...

dinabandhu
ବୟସ ହାର ମାନିଛି : ୧୦୩ ବର୍ଷ ବୟସରେ ବି ସେ କରୁଛନ୍ତି କଠିନ କାମ

ଚାନ୍ଦବାଲି ( ବାସୁଦେବ ଦାସ) :  ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ ।...