କଟକ : ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି। ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି ।...
ଜୟପୁର (ଟି.ଗୌରୀ ଶଙ୍କର) : ମଦ ପାଇଁ ଚୁନା ହୋଇ ଯାଉଛି ସୁନା ସଂସାର । ଭାଙ୍ଗି, ଉଜୁଡ଼ି ଯାଉଛି ସୁନେଲ ସ୍ୱପ୍ନ । ମଦ ପାଇଁ ଆଦିବାସୀ ଇଲାକାରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଆଦିବାସୀ ଭାଷାରେ ଟେଲି ଫିଲ୍ମ ପ୍ରସ୍ତୁତ କରି ମଦଠୁ ଦୂରରେ ରହିବାକୁ...
ଅନୁଗୁଳ (ବିରଜା ଦାଶ) : ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ...
ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ଚାଉଳ ଡାଲି ଗୋଦାମ୍ରୁ ଲୁଟି ନେଲେ ଦଶ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବାଇପାସ ନିକଟରେ ଘଟିଛି ଏଭଳି ଏକ ଘଟଣା । ଆଜି ଏକ ବାଇକ୍ରେ ୩ଜଣ ଯୁବକ ଆସି ଝାରସୁଗୁଡ଼ା ବାଇପାସ୍ରେ ଥିବା ଶ୍ରେୟା ଟ୍ରେଡର୍ସର ଚାଉଳ ଡାଲି ଗୋଦାମ ଆଗରେ...
ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ...
ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଚାଲିଥିବା ଘାତକ ଖୋଜିବା ପ୍ରକ୍ରିୟା ଶେଷ ହୋଇଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ଜଣଙ୍କ ହିଁ ତିହାର ଜେଲ ଯାଇ ନିର୍ଭୟା ଦୋଷୀଙ୍କୁ ଫାଶୀ...
ଭୁବନେଶ୍ୱର : ସରକାରୀ ଜମି ହଡ଼ପ କେଳେଙ୍କାରୀରେ କେମିତି ସଂପୃକ୍ତ ଥିଲେ ନେତା, ଅଫିସର ଓ ମାଫିଆ ? ସରକାରୀ ବ୍ୟବସ୍ଥାରେ କଣ ସବୁ ଚାଲିଥିଲା ଗଫଲାତି ? କିଭଳି ଜବରଦଖଲ ମୁକ୍ତ ହୋଇ ସରକାରୀ ଖାତାକୁ ଫେରିଲା ଜମି, ସେ ସବୁର ଗୋଟି ଗୋଟି ତଥ୍ୟ ନିଜ...
ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ...
ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ନିର୍ମମ ଧୂଲେଇ କରିଛନ୍ତି। ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ...
ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି) ୨୦୧୯। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଏହି ସିଏବିରେ ବ୍ୟବସ୍ଥା ରହିଛି। ଆଜି ରାଜ୍ୟସଭାରେ ଏହା ଉପରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ...
ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି...
ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ...
ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଧେୟକ-୨୦୧୯। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ଆଗତ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ହେଲେ କଂଗ୍ରେସ ନେତା ତଥା ପୂର୍ବତନ...
କଟକ : କଥାରେ ଅଛି, ମାଆ ଅଛି ଯାହାର ସବୁ ଅଛି ତାହାର । ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ କ୍ୟାନସର ମେଡିକାଲରେ । ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା ପାଲଟିଛି। ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅକୁ...