ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲ୍ଲି ଦଳବେହେରାଙ୍କୁ ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଉତ୍ସବରେ ଝିଲ୍ଲୀଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ବାବଦ ଝିଲ୍ଲୀଙ୍କୁ ନଗଦ ୫ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି...
ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ...
ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।”...
ଭୁବନେଶ୍ୱର : CAA ଓ NRCକୁ ନେଇ ମତ ରଖିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନବୁଝି ଅନେକ ଏହାକୁ ବିରୋଧ କରୁଛନ୍ତି। ଉଦ୍ବେଗର କଥା ହେଉଛି ଅସାମାଜିକ...
ବ୍ରହ୍ମପୁର : ବିଷଧର ନାଗ ଓ ପୋଷା କୁକୁର ମଧ୍ୟରେ ଘମାଘୋଟ ଲଢେଇ । ପରସ୍ପର ଆକ୍ରମଣରେ ଉଭୟଙ୍କ ମୃତ୍ୟୁ। ଗଞ୍ଜାମ ଗୋଳନ୍ଥରା ଥାନା ରଣ୍ଡା ଗାଁରେ ଆଜି ଦେଖବାକୁ ମିଳିଛି ଏଭଳି ଦୃଶ୍ୟ । ଏ ଗାଁରେ ଥିବା ଏକ ସପିଙ୍ଗ କଂପ୍ଲେକ୍ସ ଭିତରକୁ ଆଜି ମଧ୍ୟାନ୍ନରେ...
କଟକ : କଟକ ଚୌଦ୍ୱାର ସର୍କଲ ଜେଲ୍ ପୁଣି ଚର୍ଚ୍ଚାରେ। ସର୍କଲ୍ ଜେଲ ପରିସରରୁ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍ ନାମକ ଜଣେ ଅପରାଧୀ ହ୍ୱାଟ୍ସଆପ୍ରେ ଭିଡିଓ କଲ୍ କରି ବକ୍ସିବଜାରରେ ଥିବା ଜଣେ ଦୋକାନୀଙ୍କୁ ଦାଦାବଟି ମାଗିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜେଲ୍ ପରିସରର ସୁରକ୍ଷା ବ୍ୟବସ୍ଥା...
ସବାନା : ଫୋନ୍କୁ ଅନ୍ଲକ୍ କରିବା ପାଇଁ ଆପଣ ଅନେକ ଉପାୟ ଜାଣିଥିବେ। ସୋଶାଲ୍ ମିଡ଼ିଆ ଆପ୍ରେ ଏଥିପାଇଁ ଅନେକ ପ୍ରକାରର ଭିଡ଼ିଓ ଅଛି, ଯେଉଁଥିରେ ବିଭିନ୍ନ ପ୍ରକାରର ମୋବାଇଲ୍କୁ ଅନ୍ଲକ୍ କରିବାର ଉପାୟ କୁହାଯାଇଛି। ହେଲେ ଆପଣ ଏହି ଯୁବତୀଙ୍କ ମୋବାଇଲ୍ ଖୋଲିବାର ତରିକାକୁ ଦେଖିବେ ତ...
ସୁବର୍ଣ୍ଣପୁର : ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ୍ । କଥାଟା ଅଡୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ହୋଇଛି ଏହି ଫାଇନ। ବରଗଡ଼ ଜିଲ୍ଲାର ନିଳବନ୍ଧପଡ଼ାର ରାମ ବଂଛୋରକୁ ଦିଆଯାଇଛି ଏହି ଫାଇନ୍ ନୋଟିସ। ଯାହାଙ୍କ ତିନି ଚକିଆ ଅଟୋ ଡାଲା ଗାଡ଼ି...
ଇସ୍ଲାମାବାଦ୍: ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ମଧ୍ୟ ଫାଶି ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ,...
ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ...
ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ‘ଭିଜା ମାଟିର ସ୍ୱର୍ଗ’ ପାଇଁ...
ଅହମଦାବାଦ : କର୍ମକ୍ଷେତ୍ରରେ ମାଲିକର ଚାପ ସହି ନପାରି ଆତ୍ମହତ୍ୟା କରିଛି ଏକ ଭେଣ୍ଡିଆ ପୁଅ। ମୃତ୍ୟର ୫ ମାସ ପରେ ସେହି ଯୁବକର ମୋବାଇଲ ଖୋଲିଛି ଆତ୍ମହତ୍ୟାର ରହସ୍ୟ। ଯାହାକି ଏବେ ଆମ ସଭ୍ୟ ସମାଜର ସ୍ଥିତି ବାବଦରେ ବଖାଣିଛି। ଗୁଜରାଟ ଗୋମତିପୁରର ବାସିନ୍ଦା ଅଶୋକ ପାର୍ମାର...
କୋରାପୁଟ : ଓଲଟିଲା ଟ୍ୟାଙ୍କର। ଲୋକେ ବୋହିନେଲେ ଡିଜେଲ । ଆଜି ଅପରାହ୍ନରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାପରେ ଲୋକେ ସେଥିରୁ ଡିଜେଲ ବୋହି ନେଇଯାଇଥିଲେ। ଟ୍ୟାଙ୍କରରେ ୨୫ ହଜାର ଲିଟର ଡିଜେଲ...
ନୂଆଦିଲ୍ଲୀ: ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିପାରେ । ଯାହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଉ ଏବେ ଏମିତି ଜଣେ ହେଲେ ମୁମ୍ବାଇର ଯୁବ କ୍ରିକେଟର୍ ଯଶସ୍ୱୀ ଜୈସୱାଲ। ଯାହାଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ କିଣିଛି।...
ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍ସନ୍ ସରଫେସ୍ ଟୁ ଏୟାର ମିଜାଇଲ) QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ। ଆଜି ଅପରାହ୍ନ ୪ଟା ୨୦ ମିନିଟ୍ରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର...
କେନ୍ଦୁଝର : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ। ଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ...
ସୋର : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆଉ ଶେଷରେ ପ୍ରତାରଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତାପଡ଼ା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡ଼ାର ଜଣେ ଯୁବକ ଏଭଳି କାଣ୍ଡ କରିଛି । ଏ...