ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ୨ଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। କେନ୍ଦୁଝର ଜିଲ୍ଲାର ଘସିପୁରା ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ପ୍ରତିକିୟାରେ ନିରଞ୍ଜନ...
ଭୁବନେଶ୍ୱର : ବିଜେଡିର ବାକି ଥିବା ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ନେଇ ଚାଲିଛି କସରତ। ବିଜେଡି ସୁପ୍ରିମୋ, ସାଂସଦ, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଚଳାଇଛନ୍ତି। ଅନ୍ୟପଟେ ଆଜି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତି...
ଭୁବନେଶ୍ୱର : ଟିକଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ। ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ। ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରୁ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି ବିରୋଧି ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି। ଧ୍ରୁବ...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ...
ଭୁବନେଶ୍ୱର : ପୁଣି ବିଜେଡିରେ ତେଜିଲା ଟିକେଟ୍ ଅସନ୍ତୋଷ। ଟିକେଟ୍ ମିଳନଥିବାରୁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା। ସେ ତାଙ୍କ ଇସ୍ତଫା ପତ୍ରରେ ନବୀନ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ପ୍ରାଥମିକ ସଦସ୍ୟ ପଦରୁ ବି ଛାଡ଼ିଥିବା ଉଲ୍ଲେଖ କରିଛନ୍ତି।...
କରଞ୍ଜିଆ (ସତ୍ୟବ୍ରତ ବେହେରା)/ ରାୟଗଡ଼ା (ମନୋଜ ପାତ୍ର) : ଶିକ୍ଷା ଭଳି ମୌଳିକ ସୁବିଧା ପାଇଁ ସରକାରଙ୍କ କେତେ କ’ଣ ଯୋଜନା କରାଯାଉଛି। ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସବୁଠି ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଆମ ରାଜ୍ୟରେ ଏବେ ବି ଯେମିତି ଅଣ୍ଟା ସଳଖି ପାରିନି ପ୍ରାଥମିକ...
ଭୁବନେଶ୍ୱର : ବିଜେପିକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳରୁ ଇସ୍ତଫା ଦେବାର ପ୍ରାୟ ୪ ମାସ ପରେ ବିଜୟଙ୍କ ମାନଭଞ୍ଜନ କରି ତାଙ୍କୁ ପୁଣି ଦଳକୁ ଆଣିଛି ବିଜେପି। ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜୟ। ତେବେ ଦଳ ତାଙ୍କୁ ପାଟକୁରା କିମ୍ବା ମହାକାଳପଡ଼ାରୁ...
କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ) : କଟକ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରୁ ବହୁ ପରିମାଣର ଗଂଜେଇ ଜବତ ଏବଂ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପାଖାପାଖି ଏକ କୁଇଣ୍ଟାଲ ୨୧ କେଜି ଗଞ୍ଜେଇ ଜବତ କରିଛି। ଏହି ଜବତ ଗଞ୍ଜେଇର ଆନୁମାନିକ...
ଖୋର୍ଦ୍ଧା (ବଳରାମ ଲେଙ୍କା) : ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍ ଚଢ଼ାଉ...
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ୍ ଅଧିନ ବାସିପିଠା ପଂଚାୟତର ୩ଟି ଗ୍ରାମରେ ୨୫୦ ବିପିଏଲ୍ ପରିବାରଙ୍କୁ ବିନା ନୋଟିସ୍ରେ ବିଦ୍ୟୁତ୍ ସଂଯୋଗ କଟାଯିବାକୁ ନେଇ ରାସ୍ତାରୋକ୍। ଗ୍ରାମରେ ବିଦ୍ୟୁତ୍ ସରବରାହ କରିବା ଦାବି ନେଇ ଉତ୍ୟକ୍ତ ଗ୍ରାମବାସୀ ଉଦଳା-ବାରିପଦା ରାସ୍ତା ଅବରୋଧ କରିଛନ୍ତି। ୨ ବର୍ଷ...
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ...
ବିହାର : ବିହାରର ଗୟାରେ ନକ୍ସଲଙ୍କ ବଡ଼ ଧରଣର ହମଲା। ପୂର୍ବତନ ଏମ୍ଏଲସି ଏବଂ ବିଜେପି ନେତା ଅନୁଜ କୁମାର ସିଂହଙ୍କ ଘରକୁ ଡିନାମାଇଟ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଡୁମାରିଆରେ ଥିବା ଅନୁଜଙ୍କ ଘରେ ଗତ ରାତିରେ ନକ୍ସଲମାନେ ଏହି ହମଲା କରିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନକୁ ବୟକଟ...
ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁରରେ ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ। ପୁଲିସ୍ ଡିଜିପି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାର ଏସ୍ପି ଉପସ୍ଥିତ ଅଛନ୍ତି। ଏଥିସହ CRPF ଆଇଜି, ଅନ୍ୟ...
ଲକ୍ଷ୍ନୌ : ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଷାନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ରବି କିଷାନ କହିଛନ୍ତି, ସେ ନିର୍ବାଚନ...
ଭୁବନେଶ୍ୱର : ଦାମଙ୍କ ବିସ୍ଫୋରକ ବୟାନ। ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ତାତିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସେ କଡ଼ା ଆକ୍ଷେପ କରିଛନ୍ତି। ଟିକେଟ୍କୁ ନେଇ ବଦ୍ରିନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ଭିତିରି...
କଟକ : ୨୦୧୯ ମସିହା ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ। କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିବା କହିଛନ୍ତି ପ୍ରଭାତ ବିଶ୍ୱାଳ। ତାଙ୍କ ନାଁରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି। ତେବେ ପୁଅ...