• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bjd y
କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ

କଟକ ( ପ୍ରଭାତ ବିଷୋୟୀ) : କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ରେ ସହରର ବିଭିନ୍ନ ଅଞ୍ଚଳ ଦେଇ ରୋଡ୍ ଶୋ କରିଥିଲେ। ବହୁ ସଂଖ୍ୟାରେ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ହାତ ହଲାଇ ଲୋକଙ୍କୁ ଅଭିବାଦନ...

ipl
ଆଜି ହାଇଦ୍ରାବାଦ୍- ଚେନ୍ନାଇ ମୁକାବିଲା

ହାଇଦ୍ରାବାଦ୍‌ :  ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ରହିଥିବାବେଳେ ହାଇଦ୍ରାବାଦ ୩ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଶୀର୍ଷ ୪ଟି ସ୍ଥାନରେ ସ୍ଥାନ...

murder
ଗୁଳି କରି ପୋଲିଂ କର୍ମଚାରୀଙ୍କୁ ହତ୍ୟା

ଫୁଲବାଣୀ (ତ୍ରିନାଥ ସାହୁ) : ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ...

amit saha
ଢେଙ୍କାନାଳରେ ଅମିତ ଶାହ

ଢ଼େଙ୍କାନାଳ  ( ରାଜଶ୍ରୀ ଶତପଥୀ) : ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି...

bjp attack
ବିଜେପି ପ୍ରାର୍ଥୀଙ୍କ ଗାଡ଼ିକୁ ଆକ୍ରମଣ

ବରଗଡ଼(ଦୀପକ ଶର୍ମା): ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଛି। ଢେଲା ମାଡ଼ରେ ଗାଡିର କାଚ ଭାଙ୍ଗି ଯାଇଛି। ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଆକ୍ରମଣ ବିଜେଡି କର୍ମୀମାନେ...

rain
କାଳବୈଶାଖୀ ଆଶଙ୍କା

ନୂଆଦିଲ୍ଲୀ : ଭାରତର ପଶ୍ଚିମାଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କୁଆପଥର ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର...

bjp
ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ବିଶାଳ ସମାବେଶ

ପାଟକୁରା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣାରେ ବିଜେପିର ବିଶାଳ ସମାବେଶ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,...

ap
ମଙ୍ଗୁଳିଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧାରେ ଦୁର୍ବୃତ୍ତଙ୍କ ଗୁଳିରେ ମୃତ ବିଜେପି ନେତା ମଙ୍ଗୁଳି ଜେନାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ମଙ୍ଗୁଳିଙ୍କ ଖୋର୍ଦ୍ଧା ବଡ଼ପୋଖରିଆ ବାସଭବନରେ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ...

poll
୧୮ ତାରିଖରେ ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର : ୧୮ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା...

modi--0
ଭୁବନେଶ୍ୱର ସାମାବେଶରେ ନବୀନ ସରକାରକୁ ମୋଦିଙ୍କ ଟାର୍ଗେଟ

ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ।...

keonjara
କେନ୍ଦୁଝରରେ ନବାଗତ ବନାମ ଭେଟେରାନ ଲଢ଼େଇ

କେନ୍ଦୁଝର( ପ୍ରଣୟ ପାଣି) : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଲୋକସଭା ଆସନକୁ ନେଇ ଏଥର ଜୋରଦାର ଚର୍ଚ୍ଚା। କାରଣ ଏଠାକାର କେମେଷ୍ଟ୍ରି ସୃଷ୍ଟି କରିପାରେ ନୂଆ ରାଜନୈତିକ ସମୀକରଣ। ପୂର୍ବରୁ କଂଗ୍ରେସର ଗଡ଼ ଥିଲା କେନ୍ଦୁଝର। ତେବେ ୧୯୯୮ମସିହାରେ କଂଗ୍ରେସ ହାତରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେପି...

heat
ଭୁବନେଶ୍ୱର ତାପମାତ୍ରା ୪୩ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୩.୭ ଡ଼ିଗ୍ରୀ ସେଲସିୟସ୍‌ ରହିଛି। ରାଜ୍ୟର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ତାଳଚେରରେ ୪୩.୩ ଡ଼ିଗ୍ରୀ, ଅନୁଗୋଳରେ ୪୨.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୨ ଡ଼ିଗ୍ରୀ, କଟକରେ ୪୧.୧ ଡ଼ିଗ୍ରୀ,...

water
ପାଣି ନାହିଁ ତ ଭୋଟ୍ ନାହିଁ : ନେତାଙ୍କୁ ପାନେ ଚଖେଇବାକୁ ପଣ କଲେ ଲୋକେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ)/ଉଦଳା(ମାନସ ପାଣି) : ପାଣି ନାହିଁ ତ ଭୋଟ୍ ନାହିଁ। ଏଥର ନିର୍ବାଚନରେ ଏମିତି ପଣ କରିଛନ୍ତି ଢେଙ୍କାନାଳ କୁଶୁପଦା ଓ ଉଦଳା ଝରଣାସାହି ଗାଁ ଲୋକେ। ନକରିବେ ବା କାହିଁକି। ଭୋଟ୍ ବେଳ ଆସିଗଲେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ଯୋଗାଇବାକୁ କହି ନେତା...