• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

n
ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର : ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ।...

bjp
ପଶ୍ଚିମବଙ୍ଗରେ ପାଦ ମଜବୁତ୍ କଲା ବିଜେପି

କୋଲକାତା : ତୃଣମୂଳ କଂଗ୍ରେସ ଗଡ଼ରେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି। ଦୀର୍ଘ ଦିନରୁ ମମତାଙ୍କ ଗଡ଼ ଉପରେ ନଜର ପକାଇଥିବା ବିଜେପି ଶେଷରେ ୨୦୧୪ ତୁଳନାରେ ଅଧିକ ଆସନ ଜିତି ନିଜର ଦମ୍ ଦେଖାଇଛି। ମୋଟ ୪୨ ଲୋକସଭା ଆସନରୁ ବିଜେପି ୨୩ଟି ଆସନ ଜିତିବ...

jd
କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଲା ବିଜେପି

ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ...

g
ବିଧାନସଭା ନିର୍ବାଚନରେ କିଏ କେଉଁଠୁ ଜିତିଲେ ଜାଣନ୍ତୁ

ଭୁବନେଶ୍ୱର  : ଆଜି ପ୍ରକାଶ ପାଇଛି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ। ଏଥିରେ ବିଜେଡିକୁ ଜବରଦସ୍ତ ଫଳାଫଳତା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଓ ହିଞ୍ଜିଳିରେ ବିଜୟୀ ହୋଇଛନ୍ତି। କିନ୍ତୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ...

satrughna
ହାରିଲେ ବିହାର ପାଟନା ସାହିବ ଲୋକସଭା ଆସନର ସାଂସଦ ଶତ୍ରୁଘ୍ନ ସିହ୍ନା

ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ...

umakot
ବିଜେଡିର ସୁବାସ ଗଣ୍ଡ ଓ ବିଜେପିର ପ୍ରଦୀପ ପୁରୋହିତ ପରାସ୍ତ

ଭୁବନେଶ୍ୱର : ଉମରକୋଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସୁବାସ ଗଣ୍ଡ ଓ ପଦମପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଶକ୍ତ ଧକ୍କା ଲାଗିଛି। ଉଭୟ ପରାଜୟ ବରଣ କରିଛନ୍ତି। ସୁବାସଙ୍କୁ ନିତ୍ୟାନନ୍ଦ ଗଣ୍ଡ ଓ ପ୍ରଦୀପଙ୍କୁ ରଞ୍ଜନ ସିଂହ ବରିହା ପରାସ୍ତ କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀର ବିଧାୟକ ସୁବାସ...

delhi
ଦିଲ୍ଲୀରେ ବିଜେପିର ପୁଣି କ୍ଲିନ୍ ସୁଇପ୍

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ଦିଲ୍ଲୀରେ ବିଜେପି ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ କିଛିଟା ଆସନରେ କମ୍ ବ୍ୟାକ୍‌ କରିବ ବୋଲି ଆକଳନ ହେଉଥିବା ବେଳେ ସମସ୍ତ ଆକଳନରେ ମୋଦି ହାୱା ପୂର୍ଣ୍ଣଛେଦ ଟାଣିଛି।...

anananta
ଭୁବନେଶ୍ୱର ମଧ୍ୟ ଆସନରେ ବାଜି ମାରିଲେ ଅନନ୍ତ ଜେନା 

ଭୁବନେଶ୍ୱର  : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ସଫଳତା। ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା। ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପାଖାପାଖି ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ଅନନ୍ତ। ଏହି ବିଜୟ ସହ ପ୍ରଥମ ଥର...

narasingh
କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ

ଭୁବନେଶ୍ୱର : ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମଗିରି...

୪
କେଉଁ ସବୁ ହେଭିୱେଟ୍ ହାରିଲେ, ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟ ରାଜନୀତିର କିଛି ହେଭିୱେଟ୍ ନେତାଙ୍କୁ ଏଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ରଵୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, କଳିକେଶ ନାରାୟଣ ସିଂହଦେଓ, ରବିନାରାୟଣ ନନ୍ଦ, ବିଭୂତିଭୂଷଣ ବଳବନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜିନୀ ହେମ୍ବ୍ରମ, ରାସେଶ୍ୱରୀ...

sambit patra
ପାରାଦୀପରେ ଜିତିଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ

ଭୁବନେଶ୍ୱର : ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଟିକେଟ୍‌ରେ ଏଠାରୁ ନିର୍ବାଚନ ଲଢ଼ୁଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ (ଅରିନ୍ଦମ ସର୍ଖେଲ୍‌)ଙ୍କୁ ହରାଇଛନ୍ତି। ସୂଚନା ଅନୁଯାୟୀ,...

GP
କିଏ ହେବ ପାସ୍, କିଏ ହେବ ଫେଲ୍ ; ଚାଲିଛି ଅଙ୍କକଷା

ଭୁବନେଶ୍ୱର : ରାତି ପାହିଲେ ଆସିବ ୧୯ର ଫଳାଫଳ । କିଏ ହେବ ପାସ୍, ଆଉ କିଏ ଫେଲ୍, ତାକୁ ନେଇ ଚାଲିଛି ଅଙ୍କକଷା । ପରୀକ୍ଷା ଦେଇ ରେଜଲ୍‌ଟକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପରି ଏବେ ପ୍ରାର୍ଥୀଙ୍କ ହାର୍ଟବିଟ୍ ବଢିଯାଇଛି। ଏକ୍‌ଜିଟ୍ ପୋଲ ଆକଳନ ବି କିଛି...