• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

KALINGA LITERARY
ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ। ଏହି ମହୋତ୍ସବରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଭାରତ ଶୀର୍ଷକରେ ଆଲୋଚନା କରାଯିବ। ଏଥିରେ ୨୫୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ, କବି,ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସାମିଲ ହେବେ।...

PATKURA--1
ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍...

room
କର୍ଣ୍ଣାଟକ ରାଜନୀତି ; ରାତି ସାରା ବିଧାନସଭାରେ ବିଜେପି ବିଧାୟକଙ୍କ ଧାରଣା

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ କରାଇବାକୁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶକୁ  ନ ମାନି ବାଚସ୍ପତି ଆଜି...

rape allegation
ସମିତି ସଭ୍ୟଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ସମିତି ସଭ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମହିଳା ଜଣକ ଘରେ ଶୋଇଥିବା ବେଳେ, ଅଭିଯୁକ୍ତ ଝରକା ପଟେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଓ ଏକଥା କାହାକୁ ନକହିବା ପାଇଁ ଛୁରୀ...

loot-2
ଚେନ୍ ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ଲୋକେ

ଉଦଳା ( ମାନସ ପାଣି) : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏମିତି ଏକ  ଘଟଣା ଘଟିଛି ମୟୂରଭଂଜ ଉଦଳା ପୂର୍ତ୍ତ ବିଭାଗ ବଂଗଳା ନିକଟରେ। ମିଳିଥିବା ସୂଚନା ମୁତାବକ, ...

mother
ଝିଅକୁ ନିଆଁ ଲଗାଇ ମାଆର ଆତ୍ମହତ୍ୟା ଉଦ୍ୟମ !

ଦେବଗଡ଼  : ନିଆଁରେ ପୋଡ଼ି ହୋଇ ମାଆ, ଝିଅ ଗୁରୁତର। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଚୁପାଲି ଗାଁରେ। ୩ ବର୍ଷର ଝିଅକୁ ପ୍ରଥମେ ପତ୍ନୀ ନିଆଁ ଲଗାଇବା ସହ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଗନ୍ଧର୍ବ...

kartak
କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା ; ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାରେ ହାଇଡ୍ରାମା। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ମାନିଲେନି ବାଚସ୍ପତି। ଆଜି ସୁଦ୍ଧା ଆସ୍ଥା ଭୋଟ୍ କରାଇବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ବି ଏହାକୁ ନମାନି ଆସନ୍ତାକାଲି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ତୀବ୍ର ପ୍ରତିବାଦ କରିବା...

biswa
ଆସନ୍ତା ୨୪ରେ ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ...

patkyura
ପାଟକୁରା ପ୍ରଚାର ସରିଲା : ଗଡ଼ ଛାଡ଼ୁ ନାହାନ୍ତି ବିଜେଡି ନେତା

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ  ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ...

bridge
ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ଭୁବନେଶ୍ୱର : କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ...

saluja -niranjan
ବିଧାନସଭା ପ୍ରଶ୍ନକାଳରେ ସାଲୁଜା-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଳିର ଏଯାଏ ସମାଧାନ ହୋଇନାହିଁ। ବିଧାନସଭାରୁ ଆରମ୍ଭ ହୋଇଥିବା ଏହି କଳି ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ପୁଣି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅର୍ଥମନ୍ତ୍ରୀ ନିରଞ୍ଜନ...

ATIBADI
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଉନ୍ନତିକରଣ ନାଁରେ ଦୁର୍ନୀତି

ଭୁବନେଶ୍ୱର : ସରକାରୀ ଅର୍ଥ ଚଳୁ କରିବାର ନୂଆ ଉପାୟ। ଏଥର ମୋହରା ସାଜିଛନ୍ତି ଖୋଦ୍ ମହାପୁରୁଷ ଅତିବଡ଼ି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ  ପ୍ରବେଶପଥରେ ପୀଠ ସଂପର୍କରେ ସୂଚନା ପ୍ରଦାନ ଲାଗି ଏଠାରେ ନିର୍ମାଣ...