• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

lovers
ହତ୍ୟା ନା ଆତ୍ମହତ୍ୟା ; ମନ୍ଦିର ପଛପଟୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏକ ମନ୍ଦିରର ପଛପଟେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ...

child
ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦୨ ପିଲା ନିଖୋଜ

ଭୁବନେଶ୍ୱର :  ରାଜ୍ୟରେ ୩ ମାସ ମଧ୍ୟରେ ୬୦୨ ପିଲା ନିଖୋଜ। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଅନୁସାରେ, ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି।...

patkura4
ସରିଲା ପାଟକୁରା ଭୋଟ୍ ; ଇଭିଏମ୍‌ରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା : ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ...

mahanadi
ଶୁଖି ଯାଇପାରେ ମହାନଦୀ ! ଦେଖାଦେବ ଜଳ ସଙ୍କଟ

ଭୁବନେଶ୍ୱର : ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେଉଛି ମହାନଦୀ ବିବାଦ। ଶୁଷ୍କ ହୋଇଯାଇ ପାରେ ରାଜ୍ୟର ସବୁଠୁ ବଡ଼ ନଦୀ ‘ମହାନଦୀ’। ଓଡ଼ିଶାରେ ଗୁରୁତର ଜଳ ସଙ୍କଟ ଦେଖାଦେଇ ପାରେ। ମହାନଦୀ ଅବବାହିକାରେ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ନେଇ ବଢ଼ିଯାଇଛି ଏଭଳି ଆଶଙ୍କା। ରାଜ୍ୟସଭାରେ କେନ୍ଦ୍ର...

sexual harassment
କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

ଧର୍ମଗଡ଼ / ବଲାଙ୍ଗିର : ମହଙ୍ଗା ପଡ଼ିଲା ଆଶ୍ରା ପାଇଁ ଆଶ୍ରୟ ଗୃହରେ ମୁଣ୍ଡ ଗୁଞ୍ଜିବା। କାଳ ହେଲା ମାତ୍ରାଧିକ ବିଶ୍ୱାସ ଆଉ ଭରସା। ଯାହାଙ୍କୁ ବାପା ଭଳି ସ୍ନେହ, ଆଦର ଆଉ ବିଶ୍ୱାସ କରୁଥିଲେ ଅନ୍ତେବାସିନୀ, ସେହି ବ୍ୟକ୍ତି ହିଁ ଇଜ୍ଜତ ଲୁଟେରା ସାଜିଥିବା ଅଭିଯୋଗ। ସରୋଜ...

snake
ସୋଶାଲ୍‌ ମିଡିଆରେ ନାଗ ସହ ଷ୍ଟଣ୍ଟ ଘଟଣାରେ ଫିଟୁଛି ଗୁମର

ଭୁବନେଶ୍ୱର : ସୋଶାଲ୍‌ ମିଡିଆରେ ନାଗ ସାପ ସହ ଷ୍ଟଣ୍ଟ ମାମଲାରେ ଗିରଫ ହୋଇଛନ୍ତି ସ୍ଥାନୀୟ ଯୁବକ ରୋହିତ ମେହର। ବରଗଡ଼ ବନ ବିଭାଗ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ତେବେ ନାଗ ସହ ଷ୍ଟଣ୍ଟ ସିନ୍‌ ପାଇଁ ଅନ୍‌ଲାଇନ୍‌ରେ ଟଙ୍କା ପେମେଣ୍ଟ ହେଉଥିଲା ବୋଲି ତଦନ୍ତ...

bike loot
ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ୱର :  ସିସିଟିଭିରୁ ଧରାପଡିଲା ଲୁଟେରା। ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ଦୁଇ ଜଣ ଅଭିଯୁକ୍ତ ଗିରଫ ସହ ୮ଟି ବାଇକ୍‌  ଜବତ ହୋଇଛି। ତେବେ ଗ୍ରୀଲ ଭିତରେ ଗାଡ଼ି ରଖିବା ସତ୍ତ୍ୱେ ଏହା ଯେ ସୁରକ୍ଷିତ ନୁହେଁ, ଏହି ଭିଡିଓରୁ ସ୍ପଷ୍ଟହୋଇଛି। ଖଣ୍ଡଗିରି...

kalinga hospital
ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର, ସରକାରୀ ତାଲିକାରୁ ହଟିଲା କଳିଙ୍ଗ ହସ୍ପିଟାଲ ନାଁ

ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା...

village people
ଗାଁ ଛାଡ଼ିବାକୁ ନାରାଜ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟରେ ଥିବା ୫ ଖଣ୍ଡ ଗାଁ ଲୋକେ

ବାଙ୍କୀ ( ସଞ୍ଜିପ କୁମାର ନାୟକ) :  ଚାରିଆଡ଼େ ଘଞ୍ଚ ଜଙ୍ଗଲ। ତା ଭିତରେ ଗାଁ। ନା ଭଲ ରାସ୍ତା ଅଛି ନା ବିଜୁଳି କି ପାନୀୟ ଜଳର ସୁବିଧା। ଶିକ୍ଷା, ସ୍ୱାସ୍ଥ୍ୟ ତ ଦୂରର କଥା । ବାଙ୍କୀ ଡମପଡ଼ା ତହସିଲ ଅଧିନସ୍ଥ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ...

patkura
ପାଟକୁରା ଭୋଟ : ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ସୂଚନା

ପାଟକୁରା  : ପାଟକୁରା ବିଧାନସଭା ଆସନ ଲାଗି ଚାଲିଛି ମତଦାନ। ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଶିଆପାଳ ବୁଥ୍ ନଂ ୩୨ରେ ଉତ୍ତେଜନା ଦେଖାଦେଇଛି। ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବ ସୂଚନା ମିଳିଛି।...

samir das
ସ୍କୁଲ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶ। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆଜି ଶନିବାର ସକାଳୁଆ...

shila
ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ୍‌ଙ୍କ ପରଲୋକ

ନୂଆଦିଲ୍ଲୀ :  ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି। ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ...

medical
ମେଡିକାଲରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା

ସୋର : ନବଜାତ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲାର ସୋର ମେଡିକାଲରେ ଉତ୍ତେଜନା। ସୋର ବ୍ଲକ୍‌ କମାଣପୁର ଗ୍ରାମର ଜୟନ୍ତୀ ଶଙ୍ଖୁଆଙ୍କୁ ପ୍ରସବ ପାଇଁ ଗତ ରାତିରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ କେହି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନଥିବାରୁ ନର୍ସମାନେ ପ୍ରସବ...