• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

l
ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ରାଜନୀତି

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଜିଲ୍ଲା ପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧ୍ୟକ୍ଷଙ୍କ ଗୋଷ୍ଠୀ ପିଡି ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିବା ବେଳେ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଭିତ୍ତିହୀନ କହିବା ସହ ସେ...

kulabhusan
କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ବିଜୟ। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟ ଅଭିଯୋଗ ନେଇ ପାକିସ୍ତାନ ମିଲିଟାରୀ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ I ଭିଏନା ଚୁକ୍ତି ଅନୁୟାୟୀ କୁଳଭୂଷଣଙ୍କ...

deadbody found
କୁମ୍ଭୀର ଆକ୍ରମଣରେ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ

ଆଳି (ବନମାଳୀ ସାହୁ) : ଗତକାଲି ବ୍ରାହ୍ମଣୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁବାସ ବରାଳଙ୍କୁ କୁମ୍ଭୀର ଟାଣି ନେଇଥିଲା। ଆଜି ତାଙ୍କର କ୍ଷତିବିକ୍ଷତ ମୃତଦେହ ମିଳିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ସାହୁପଡା ଗାଁର ସୁବାସ ବରାଳ ବିଲରେ କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପାଣିରେ...

କୂମାନ
ଶୋଇବା ଘରେ ଅଜଗର ; ଭୟଭୀତ ହେଲେ ଘରେ ଶୋଇଥିବା ପରିବାର ଲୋକେ

ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି...

death
ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ; ଜଣେ ଗୁରୁତର

କେନ୍ଦୁଝର : ଆଜି ୨ଟି ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ ବଡ଼ସିଆଳିମାଳ ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଠାକୁରପଡ଼ା ଗାଁରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କୁ  କେନ୍ଦୁଝର ମେଡିକାଲରେ...

rape
ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଶିକ୍ଷକ ଫେରାର

କୁଚିଣ୍ଡା (ଦେବେନ୍ଦ୍ର ବେହେରା) : ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ସମ୍ୱଲପୁରୀ ଆଲ୍‌ବମ୍‌ ଶୁଟିଂ ଦେଖାଇବାକୁ ନେଇ ଜଣେ ଛାତ୍ରୀଙ୍କୁ ଜଙ୍ଗଲରେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲାରୁ ଆସିଛି। ଏନେଇ କୁଚିଣ୍ଡା...

patanaikia
ପୁରୀ ଜିଲ୍ଲା ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର ; ବିଚାର ବିଭାଗୀୟ ହାଜତକୁ ଗଲେ ୬ ଅଭିଯୁକ୍ତ

ପୁରୀ : ବିଚାର ବିଭାଗୀୟ ହାଜତକୁ ଗଲେ ପୁରୀ ଜିଲ୍ଲା ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡରରେ ସଂପୃକ୍ତ ୬ଜଣ ଅଭିଯୁକ୍ତ। ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୬ଜଣଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ...

asembly question hour
ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର :  ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଗୋହି ଖୋଳାଖୋଳି।  ଖାଦ୍ୟ ଶସ୍ୟ ଉତ୍ପାଦନକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖୁଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ...

lightening
ଆଜି ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଉଛି- ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର୍.ଉଦୟଗିରି, ମୋହନା, ସାନଖେମୁଣ୍ଡି,...

assembly
ଅପରାହ୍ନ ୩ଟା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ

ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ ୩ଟା ଯାଏ ମୁଲତବୀ ପରେ ପୁଣି ସ୍ୱାଭାବିକ ହୋଇଛି। ବିଧି ଅନୁସାରେ ଗୃହ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ  ଚାଷୀ ସମସ୍ୟା ନେଇ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ବାଚସ୍ପତି ୩ଟା...

farmer
ଶସ୍ୟ ବୀମା ପ୍ରଦାନ ବିଳମ୍ବ ନେଇ ପ୍ରତିବାଦ

ପଦ୍ମପୁର ( ସୋମେଶ ମହାନ୍ତି) : ଶସ୍ୟ ବୀମା ପ୍ରଦାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ସଂଖ୍ୟାରେ ଚାଷୀ। ରାଜବୋଡାସମ୍ବର କୃଷକ ସଂଘଠନର ଡାକରାରେ ପଦ୍ମପୁର, ପାଇକଲମା, ଝାରବନ୍ଧ ଓ ଗାଇସିଲଟ ବ୍ଲକ୍‌ର ଚାଷୀ ଆସି...

cm
ପ୍ରଚାରରେ କମ୍ପୁଛି ପାଟକୁରା ; ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ , କଲେ ରୋଡ୍ ସୋ’

ପାଟକୁରା  : ପ୍ରଚାରରେ କମ୍ପୁଛି ପାଟକୁରା। ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର। ତେଣୁ ଦେଖିବାକୁ ଗଲେ କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଦୁଇ ଦିନ। ଆଜି ପ୍ରଚାର ମୈଦାନକୁ ନିଜେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ...

d prash
ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ, ଏସ୍‌ସିବିର ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର : ରାଜ୍ୟର ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିସିନ୍‌ ବିଭାଗର ଆଇସିୟୁରେ ରଖାଯାଇଛି। ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ...

monkey bite
ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ

ଜଳେଶ୍ୱର (ଅଜିତ ଦାସ): ମାଙ୍କଡ଼ କାମୁଡ଼ାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ତେନ୍ତୁଳିଆ ଗାଁର ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ମାସ ଭିତରେ ୩୦ରୁ ଅଧିକ...

sonal
ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର। ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ମିଳିବ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର। ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକୁ ବିଶିଷ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ...

car lootera
ଚୋରା ଧନରେ ମୌଜ ; ଦାମି କାର ବିକ୍ରି କରିବାକୁ ଯାଇ ଧରାପଡିଲେ ପୁରା ଗ୍ୟାଙ୍ଗ

ଭୁବନେଶ୍ୱର : ଚୋରି ହୋଇଥିବା ଦାମୀ କାର୍‌ ବିକ୍ରି କରୁଥିବା ଲୁଟେରା ଗ୍ୟାଙ୍ଗର ସଦସ୍ୟ ଶେଷରେ ଧରାପଡ଼ିଛନ୍ତି। ଛଦ୍ମଵେଶରେ ଗ୍ରାହକ ସାଜି କମିଶନରେଟ ପୁଲିସର ଏକ ଦଳ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଆଜି ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ...