• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

anubhaba
ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ : ବଢୁଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ। ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ମାମଲାରେ ଆସନ୍ତା ୭ରୁ ୧୦ ଦିନ ଭିତରେ ଫାଇନାଲ୍ ରିପୋର୍ଟ ଦାଖଲ କରିବ କଟକ ପୁଲିସ। ଏ...

puri triple m,urder
ପଟ୍ଟନାୟିକିଆ ଟ୍ରିପଲ ମର୍ଡର ; ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ପୁଲିସ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନବୀନ କହିଛନ୍ତି। ଏ ମାମଲାରେ ଏଯାଏଁ ୬ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ...

patkura
ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

କେନ୍ଦ୍ରାପଡ଼ା / ଭୁବନେଶ୍ୱର :  ବିଧାନସଭାରେ ରହୁନାହାଁନ୍ତି ଶାସକ ଦଳର ଅଧିକାଂଶ ବିଧାୟକ କି ମନ୍ତ୍ରୀ। କାରଣ ଏବେ ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ବ୍ୟସ୍ତ।  ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ପ୍ରଶ୍ନକାଳରେ ବାଚସ୍ପତି ବିଜେଡିର କିଛି ପ୍ରଶ୍ନକର୍ତ୍ତା ବିଧାୟକଙ୍କ ନାଁ ଡାକିଥିଲେ...

biswabhusan harichandan
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର/ନୂଆଦିଲ୍ଲୀ :  ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ବିଶ୍ୱଭୂଷଣ ବହୁ ବାର...

pond2
ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ)  : ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ୍‌ ଆଏବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଲିବା ଯୋଜନା ଲାଗି ଆସିଥିବା ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଦେଢ଼ ଏକର ଜମି ଉପରେ ଏକ ନୂତନ...

binika9
ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ବିନିକା ଥାନାରେ ପୁଲିସକୁ ସ୍ଥାନୀୟ ବ୍ୟକ୍ତିଙ୍କ ମାଡ଼ ଅଭିଯୋଗ। ବିନିକା ଥାନା ଏସ୍ଆଇ ଅଭିମନ୍ୟୁ ସେଠୀଙ୍କୁ ସ୍ଥାନୀୟ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣ ନାମକ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଯୁକ୍ତ ପାଣୁ କର୍ଣ୍ଣକୁ ଅଟକ...

kartina
ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କୈଫ।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା...

bjp
ଜମୁଛି ପାଟକୁରା ନିର୍ବାଚନ ପ୍ରଚାର

ପାଟକୁରା  : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପାଟକୁରା ପ୍ରଚାର। ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ ନେତା। ପାଟକୁରାରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର।...

crocodile attack in ali
ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

 ଆଳି ( ବନମାଳୀ ସାହୁ) : ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସାହୁପଡ଼ା ଗାଁରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ, ଗାଁର ସୁବାସ ବରାଳ ଆଜି ଦିନ ୧୧ଟାରେ ଗାଧୋଇବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ।  ଏହି ସମୟରେ ହଠାତ୍ ...

narasingha-bishnu
ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ହୋହାଲ୍ଲା କରି ଜାଣିଶୁଣି କହିବାକୁ ସୁଯୋଗ ଦେଉନି। କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି।  ଏଥିପାଇଁ ଫିକ୍ସିଂ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ...

bcci
କୋଚ୍ ଖୋଜିବା ଆରମ୍ଭ କଲା BCCI !

ନୂଆଦିଲ୍ଲୀ : ବିଶ୍ୱକପ୍‌ରୁ ବାଦ୍ ପଡ଼ିବା ପରେ କୋଚ୍ ଖୋଜିବା ଆରମ୍ଭ କରିଛି ବିସିସିଆଇ। ମୁଖ୍ୟ କୋଚ୍ ସମେତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହାସହ ସାଇକୋ ଥେରାପିଷ୍ଟ, ଆଡମିନ୍‌ଷ୍ଟ୍ରେଟିଭ୍ ମ୍ୟାନେଜର ପାଇଁ ବି ଦରଖାସ୍ତ ଆହ୍ୱାନ କରାଯାଇଛି। ତେବେ...

block
ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ।...

puri 9
ରଥଯାତ୍ରା ଡ୍ୟୁଟି ସାରି ବିଶ୍ରାମ ନେଉଥିବା ବେଳେ ଚାଲିଗଲା ହାବିଲଦାରଙ୍କ ଜୀବନ

ପୁରୀ : ଶ୍ରୀକ୍ଷେତ୍ରର ରଥ ଯାତ୍ରାରେ ଅଭାବନୀୟ ଘଟଣା। ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ IRBର ହାବିଲଦାର ପତିତପାବନ ଦାସ। ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା...

ମପଗୂ
ଚିଟଫଣ୍ଡ କେଳେଙ୍କାରୀ: ୧୦ହଜାର ଟଙ୍କାରୁ ଅଧିକ ଜମାକାରୀଙ୍କୁ ମିଳିବନି କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ଚିଟଫଣ୍ଡରେ ଜମା କରିଥିବା ଗରିବ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବନି। କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଏହି ଅର୍ଥ ଫେରସ୍ତ କରାଯିବ। ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ...