• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

tiktok
ଥାନାରେ ମହିଳା ପୁଲିସ କନଷ୍ଟେବଳଙ୍କ ଟିକ୍‌ଟକ୍ ଭିଡିଓ ଭାଇରାଲ

ଗୁଜରାଟ  : ଟିକ୍‌ଟିକ୍‌ ଭିଡିଓ କରିବା ନିଶା ସମସ୍ତଙ୍କୁ ଘାରିଛି । ଲୋକେ ନିଜର ଅଫିସ୍‌ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି। କିଛିଦିନ ତଳେ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ...

mobile toilet
ଖତ ଖାଉଛି ଲକ୍ଷାଧିକ ଟଙ୍କାର ମୋବାଇଲ ଟଏଲେଟ

ଜୟପୁର( ଗୌରୀ ଶଙ୍କର ) : ଖତ ଖାଉଛି ସରଞ୍ଜାମ। ବ୍ୟବହାର ହୋଇପାରୁନି ମୋବାଇଲ ଟଏଲେଟ୍। ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଛି । ଜୟପୁର ସହରର ବସ୍ତି ଅଞ୍ଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ  କରାଗଲା ମୋବାଇଲ ଟଏଲେଟ ବ୍ୟବସ୍ଥା। ହେଲେ ଦୁଇ ତିନି...

doctor
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ନିଲମ୍ବିତ

ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ୍ ଖାନଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ସୂଚନା ଅନୁସାରେ ଅତିରିକ୍ତ ସଚିବ ଅଲିମ୍ ଖାନଙ୍କୁ ପ୍ରଶାସନିକ କାରଣରୁ...

death-0
ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା (ବଳରାମ ଲେଙ୍କା): ଆଜି ସନ୍ଧ୍ୟା ବେଳେ ଜାତୀୟ ରାଜପଥର ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଜଟଣୀ ମଧୁସୂଦନ ନଗର ବିନୋଦିନି ନାୟକ କାନ୍ତିଆ ହାଇସ୍କୁଲର...

child1
ବାସି ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ

ଜଳେଶ୍ୱର (ଅଜିତ ଦାସ): ବାସି ଭୋଗ ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଘଟିଛି। ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗାଁରେ ଏବେ ଏକ ମେଡିକାଲ୍‌ ଟିମ୍‌ ମୁତୟନ କରାଯାଇଛି। ଗତ ସୋମବାର ରାତିରେ ବାଲିଆପାଳ ବ୍ଲକ...

sahid
ଦିନକ ପରେ କାର୍ଗିଲ ବିଜୟ ଦିବସ ; ସହିଦଙ୍କ ଜନ୍ମମାଟିରେ ସ୍ୱତନ୍ତ୍ର ଆୟୋଜନ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗର୍ବ ଓ ଗୌରବର ସେହି ଐତିହାସିକ ବିଜୟକୁ ପୂରିବ ୨୦ ବର୍ଷ। ଏଥିପାଇଁ ବୀରତ୍ୱ ଓ ବଳିଦାନର ପର୍ବ ପାଳିବାକୁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସହିଦ ଯବାନଙ୍କ ଜନ୍ମଭୂମି ଗଞ୍ଜାମ ଜିଲ୍ଲା ଜଗଦଳପୁର ଗାଁରେ ସ୍ୱତନ୍ତ୍ର ପ୍ରସ୍ତୁତି...

ସମତ
ଏମସିଏଲ୍‌ରେ ବିସ୍ଫୋରଣ: ଜଣକର ମୃତଦେହ ଉଦ୍ଧାର

ଅନୁଗୋଳ : ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଉଦ୍ଧାର ହୋଇଛି ମାତ୍ର ଜଣେ ଶ୍ରମିକଙ୍କ ମୃତଦେହ। ଏବେ ବି ଆହୁରି ୩ଜଣ ଫସି ରହିଛନ୍ତି । ସେମାନଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣେ ଜୀବିତ ଅବସ୍ଥାରେ ଉଦ୍ଧାର ୯...

patkura
ପାଟକୁରା ନିର୍ବାଚନ : ବିଜେଡିର ବୃହତ ବ୍ୟବଧାନରେ ଜିତିବା ଆକଳନ ଫେଲ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତ୍ୱେ  ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି। ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ...

rape protesat
ବ୍ୟାପିଲା ଦୁଷ୍କର୍ମ ବିରୋଧୀ ନିଆଁ : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ୱର : ଆଶ୍ରା ଆଳରେ ଆଶ୍ରୟ ଗୃହରେ ନିର୍ଯାତନା ହେଉ କି ପ୍ରଲୋଭନ ଦେଖାଇ କଅଁଳ କଢ଼ିର ଇଜ୍ଜତ ଲୁଟ୍। ସଭ୍ୟ ସମାଜକୁ ଲଜ୍ଜିତ କଲାଣି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା। ରାଲି, ନାରାବାଜି, ବିକ୍ଷୋଭ, ପୋଡ଼ାଜଳା। ଅଣାୟତ ହୋଇପଡ଼ିଥିବା ଦୁଷ୍କର୍ମ ଏବଂ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ...

killer
କଟକରେ ମାତିଛି ସାଇକୋ କିଲର ! ୨୪ଘଣ୍ଟାରେ ନେଲାଣି ୩ଟି ମୁଣ୍ଡ

କଟକ : କଟକରେ ମାତିଛନ୍ତି କି ସାଇକୋ କିଲର? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୨ ବଜାର ୫୩ ଗଳି କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ...

naveen
ପାଟକୁରାରେ ବିଜୟ ପରେ ନବୀନ ନିବାସରେ ବିଜେଡି କର୍ମୀଙ୍କ ଭିଡ଼

ଭୁବନେଶ୍ୱର :  ପାଟକୁରାରେ ବିଜେଡିର ବିଜୟ ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି କର୍ମୀ ଓ ନେତା। ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ବିଜେଡି କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିବାରୁ ନବୀନ ପାଟକୁରାବାସୀଙ୍କୁ...

jha
ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟାଲ ହେବ ILS

ଝାରସୁଗୁଡ଼ା  : ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ବ୍ୟବହାର ହେବ। ନିତି ଦିନିଆ ବିମାନ ସେବା ପ୍ରଦାନ ପାଇଁ ଏୟାରପୋର୍ଟ ଅଥରିଟି ଏହି ନିଷ୍ପତ୍ତି ନେଇଛି। ନୂଆ ନାଭିଗେସନ ସିଷ୍ଟମ ଦ୍ୱାରା ପ୍ରତିକୂଳ ପାଗ ସତ୍ତ୍ୱେ ବିମାନର ଅବତରଣ ଏବଂ ଉଡ଼ାଣ ସମ୍ଭବ ହୋଇପାରିବ। ଆସନ୍ତା...

boat river
ରାସ୍ତା ନଥିବାରୁ ଲାଇଫ୍ ଲାଇନ ପାଲଟିଛି ଡଙ୍ଗା

କୋରାପୁଟ( ସୂର୍ଯ୍ୟନାରାୟଣ ପଣ୍ଡା) :  ଜୀବନର ଲାଇଫ୍ ଲାଇନ ପାଲଟିଛି ଡଙ୍ଗା। ପ୍ରତିଦିନ ଲୋକେ ଏହି ଡଙ୍ଗା ଉପରେ ନିର୍ଭର କରନ୍ତି। ପଞ୍ଚାୟତ ଅଫିସ ହେଉ କି ସ୍କୁଲ,କଲେଜ ଲୋକେ ପ୍ରତିଦିନ ଯିବାଆସିବା କରନ୍ତି ଏହି ଡଙ୍ଗା ସାହାଯ୍ୟରେ। କୋରାପୁଟ ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଂଚାୟତ ଲୋକଙ୍କ ଏକ...

vomiting
କାଠ କୋଇଲା ବାନ୍ତି କରୁଛନ୍ତି ୫ମ ଶ୍ରେଣୀ ଛାତ୍ରୀ ! ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ବଲାଙ୍ଗିର ( ଘଟେଶ୍ୱର ମିଶ୍ର) : ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା। ଏଭଳି  ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ। ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା...