• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bijayani
୮ ବର୍ଷ ପରେ ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା; କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟିଲେ ମୃତ ମହିଳାଙ୍କ ଝିଅ

ସମ୍ବଲପୁର  ( ସଂଜୟ ଜେନା) : ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କୁ ଗତ ୮ ବର୍ଷ ତଳେ ହୋଇଥିବା ହତ୍ୟାକାଣ୍ଡର ଫିଟୁଛି ଗୁମର। ଅଭିଯୁକ୍ତ ବସନ୍ତ ପଣ୍ଡା ନେଇଥିବା ଲକ୍ଷାଧିକ ଟଙ୍କା ମାଗିବାକୁ ନେଇ ବିବାଦ ଉପୁଜିବା ପରେ ଜୟଶ୍ରୀଙ୍କୁ ସେ ହତ୍ୟା କରିଥିବା କହିଛି ପୁଲିସ। ଏପଟେ...

kalia yojana
କାଳିଆ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର : ଗୃହରେ କାଳିଆ ତାତି। କିଭଳି ଚୟନ ହୋଇଛନ୍ତି କାଳିଆ ଯୋଜନାରେ ହିତାଧିକାରୀ ? ଯୋଜନା ପାଇଁ ଆବଶ୍ୟକ ଟଙ୍କା କେଉଁଠୁ ଆସିଲା?  ଭାଗଚାଷୀଙ୍କୁ କେଉଁ ଆଧାରରେ ସହାୟତା ପ୍ରଦାନ କରାଯାଉଛି ? ମୁଲତବୀ ଆଲୋଚନା ବେଳେ ଏଭଳି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ। କଂଗ୍ରେସ,...

accident
ସିରିଜ ଦୁର୍ଘଟଣା ; ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା କାର୍

ଖୋର୍ଦ୍ଧା  : ଖୋର୍ଦ୍ଧା ସହରରେ ସିରିଜ ଦୁର୍ଘଟଣା। ୧୦ରୁ ଅଧିକ ଗାଡ଼ିକୁ ଧକ୍କା ଦେବା ପରେ ଶେଷରେ ଗୁରୁଜଙ୍ଗ ରାସ୍ତାର ଏକ ବିଲରେ ଓଲଟି ପଡିଥିଲା କାର। ସଂପୃକ୍ତ କାରରେ ଥିବା ୩ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ୪...

sarathi
ସାରଥି ଏବେ କେଉଁଠି ଅଛନ୍ତି , ଜାଣିଛନ୍ତି ?

ଭୁବନେଶ୍ୱର :  ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ତା’ଉପରୁ ପରଦା ହଟିଛି। ସାରଥି ଏବେ ଓଡ଼ିଶା ବାହାରେ ରହୁଥିବା ଜଣାପଡ଼ିଛି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ରାଜ୍ୟ ବାହାରକୁ ଯିବା...

iic--2
ବାଲିଆପାଳରେ ଥମୁନି ଉତ୍ତେଜନା : ବଦଳିଲେ ଆଇଆଇସି

ଜଳେଶ୍ୱର : ବାଲିଆପାଳ ଢାବାରେ ନାବାଳକ ମୃତ୍ୟୁ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ଘଟଣା  ମାମଲାର ତଦନ୍ତ ଭାର HRPCକୁ ଦେଲେ ପୁଲିସ ଡିଜି।  HRPCର ଡିଏସ୍‌ପି ରଂଜିତ ନାୟକ ମାମଲାର ତଦନ୍ତ କରିବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱର ଗଲା HRPC ଟିମ୍। ଏହି ଘଟଣାରେ ଆଜି...

express
ମହାଲକ୍ଷ୍ମୀ ଏକ୍ସପ୍ରେସରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର

ମୁମ୍ୱାଇ : ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଟ୍ରେନ୍‌ରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର।  ମହାରାଷ୍ଟ୍ରର ବଦଳାପୁର-ୱାରଙ୍ଗଲ ରାସ୍ତା ମଝିରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ରୁ ୭୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲ୍‌ୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ। ଉଦ୍ଧାର କାର୍ଯ୍ୟରେ ୭ଟି...

dev mishra
ରାଗିଲେ ଦେବୀ ମିଶ୍ର, ରୁଷିଲେ ମୋହନ ମାଝୀ

ଭୁବନେଶ୍ୱର :  ବିଧାନସଭାରେ ଶାସକ ଦଳର ବରିଷ୍ଠ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା ପରେ ନିଜ...

rape
୪ ବର୍ଷର ଶିଶୁକନ୍ୟାଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ

ବରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା ରାଜ୍ୟରେ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏଥର ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ...

raid
ରାଜଧାନୀର ୧୧ଟି ଡ୍ୟାନ୍ସ ବାର୍ ଉପରେ ପୁଲିସ୍‌ର ଚଢ଼ଉ

ଭୁବନେଶ୍ୱର :  ରାଜଧାନୀରେ ଅପରେସନ୍ ଡ଼୍ୟାନ୍ସ ବାର୍। ରାତିରେ ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକ ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା।  ଏଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ପୁଲିସ...

pratap dev
ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ

ଭୁବନେଶ୍ୱର :  ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ। ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତାଙ୍କ ସହ ଦଳ ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ବିଜେଡିର ଏତେ ରଣକୌଶଳ ସତ୍ତ୍ୱେ ଦଳ କାହିଁକି ପାଟକୁରାରେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିପାରିଲା...

coal mines
ଏମ୍‌ସିଏଲ୍‌ କୋଇଲା ଖଣିରେ ମାଟି ଧସିବା ଘଟଣା: ଏବେବି ଫସି ରହିଛନ୍ତି ୩ଜଣ

ଅନୁଗୁଳ: ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ୩ଜଣ ଶ୍ରମିକ ନିଖୋଜ ଅଛନ୍ତି। ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଛି। ଏନ୍‌ଡିଆର୍‌ଏଫର...

paradip-1..
ପାରାଦୀପରେ ଜଳ ସଙ୍କଟ: ଏଣିକି ଦିନକୁ ଥରେ ମାତ୍ର ମିଳିବ ପାଣି

ପାରାଦୀପ(ରମାକାନ୍ତ ନାୟକ ): ପାରାଦୀପରେ ଉତ୍କଟ ହେଲାଣି ଜଳ ସଙ୍କଟ। ସହରବାସୀ ଆଉ ଏଣିକି ମନଇଚ୍ଛା ପାଣି ଖର୍ଚ୍ଚ କରିପାରିବେ ନାହିଁ। କାରଣ ପାଇପ ଜଳ ସେମାନଙ୍କୁ ଦିନକୁ ଥରେ ମାତ୍ର ଯୋଗାଇ ଦିଆଯିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛିା ପାରାଦୀପ ଟାଉନ୍ସିପ୍ ଲାଗି...

11
ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ନବରଙ୍ଗପୁର(ନବଘନ ବିଷୋୟୀ): ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ସହକାରୀ ଶିକ୍ଷକ ସୁବ୍ରତ ଚୌଧୁରୀ ଜଣେ କୋଟିପତି। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ସଂପତ୍ତିର ସେ ମାଲିକ । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଏହି ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି। ସୁବ୍ରତ...