ପୁରୀ : ଶ୍ରୀମନ୍ଦିର ଭିତରକୁ ଭକ୍ତ ଓ ସେବାୟତ ପାନ ବା ଗୁଟ୍ଖା ଖାଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ ତାରିଖରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାକୁ ଉଲ୍ଲଂଘନ କଲେ...
ଭୁବନେଶ୍ୱର : ବିଳମ୍ବରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲୁଚକାଳି ଖେଳ ଏବେ ଚାଷୀକୁଳକୁ ଚିନ୍ତାରେ ପକାଇଛି। ଟ୍ରଫ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ଏବେ ବି ପଡ଼ିଆ ଶୁଖିଲା ପଡ଼ିଛି। ଗତ...
ଭୁବନେଶ୍ୱର : ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କର ନାହିଁ କୌଣସି ପ୍ରସ୍ତାବ। ଆଜି ବିଧାନସଭାରେ ଏଭଳି ସ୍ପଷ୍ଟ ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏକ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି, ପଡ଼ୋଶୀ ରାଜ୍ୟମାନଙ୍କରେ ନିଶା ନିବାରଣ ହୋଇନଥିବାରୁ ସେଠାରୁ ଆମ ରାଜ୍ୟକୁ...
କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ...
ଭୁବନେଶ୍ୱର : ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଲୋକାୟୁକ୍ତ। ରାଜ୍ୟ ସରକାର...
ପୁରୀ : ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ନିର୍ଦ୍ଦିଷ୍ଟ ରୀତିନୀତି ଅନୁଯାୟୀ ହୋଇଥାଏ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବାୟତମାନେ ଏହି ସମସ୍ତ ନୀତି କରିଥା’ନ୍ତି। ଏଭଳି ନୀତିକାନ୍ତି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ। ହେଲେ ଏବେ ଶ୍ରୀମନ୍ଦିରର ସେବାୟତମାନେ ଅନ୍ୟ ଏକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବାର...
ଭୁବନେଶ୍ୱର : ବ୍ରାଉନସୁଗାର ମାଷ୍ଟରମାଇଣ୍ଡ ଛୋଟା ଓରଫ୍ ଶୁଭ୍ରାଂଶୁ ପରିଡାଙ୍କ ପରେ ଏବେ ହଳଦି ପଡିଆରେ ଥିବା ନିଶା ବେପାରୀଙ୍କ ପଡିଛି ପାଳି। ଭାଙ୍ଗିଛି ନିଶାବେପାରୀଙ୍କ ଆଡ୍ଡା। ନିଶା କାରବାରର ଭୂସ୍ୱର୍ଗ ରାଜଧାନୀର ହଳଦି ପଡ଼ିଆରେ ଥିବା ୬ ଜଣ ନିଶାବେପାରୀଙ୍କ ଘରକୁ ମାଟିରେ ମିଶାଇଛି ପ୍ରଶାସନ। ଘର...
କଟକ : କଟକ ଡିସିପିଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ। ତଦନ୍ତର ଶିଥିଳତା ସହ ଜାଣିଶୁଣି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ପୁଣି ଅଭିଯୋଗ କରିଛନ୍ତି ମହିଳା ସାମ୍ବାଦିକା। ସେ ଦେଇଥିବା...
ଭଦ୍ରକ/ ବିନିକା : ଗୋଦାମ ଘରେ ପଡି ରହିଛି ଲକ୍ଷ ଲକ୍ଷ ଟଙ୍କାର ନାପକିନ। ହେଲେ ଛାତ୍ରୀଙ୍କୁ ଯୋଗାଯାଉନି। ଏ ହେଲା ରାଜ୍ୟ ସରକାରଙ୍କ ଖୁସୀ ଯୋଜନାର ବାସ୍ତବ ଚିତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ...
ଭୁବନେଶ୍ୱର : ଚର୍ଚ୍ଚିତ ଆଇଏଏସ୍ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ। ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭାବେ ନିଯୁକ୍ତି ପାଇଲେ ପାଣ୍ଡିଆନ୍। ୨୦୦୦ ବ୍ୟାଚ୍ର ଆଇଏସ୍ ଅଫିସର ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇବା...
ଭୁବନେଶ୍ୱର : ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟ ସରକାର ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ କମିଟି ଗଠନ କରିଥିଲେ।...
ଭୁବନେଶ୍ୱର : ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ କଡ଼ା ଚାର୍ଜସିଟ୍, ତ୍ୱରିତ ଶୁଣାଣି ଓ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ବିଧାନ ଦାବି କରି ଆଜି ଡିଜିପିଙ୍କୁ ଭେଟିଛନ୍ତି ଝିଅ ବିଜୟିନୀ। ତଦନ୍ତରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।...
ଭୁବନେଶ୍ୱର : ପୁଲିସ ମାଗୁଛି ସୁରକ୍ଷା। ଦିନକୁ ଦିନ ସେମାନଙ୍କ ଉପରେ ଆକ୍ରମଣ ବଢୁଥିବା ଅଭିଯୋଗ କରି ସୁରକ୍ଷା ପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛି ପୁଲିସ ଅଧିକାରୀ ସଂଘ। ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ବାଲିଆପାଳରେ ଆଇଆଇସିଙ୍କୁ ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିବା...
କଟକ : ସିଲଭର୍ ସିଟିର ସିରିୟଲ୍ କିଲର୍ର ମିଳିଲା ସୁରାକ୍। ୬ ଦିନର ମାରାଥନ୍ ଇନ୍ଭେଷ୍ଟିଗେସନ୍, ଲଗାତର ସରଜମିନ୍ ତଦନ୍ତ ଆଉ ମାନସମନ୍ଥନ ପରେ କମିଶନରେଟ୍ ପୁଲିସ ହାତରେ ଲାଗିଲା ସନ୍ଦିଗ୍ଦ ହତ୍ୟାକାରୀର ପତ୍ତା। ଯାହାକୁ ପୂର୍ବରୁ ପୁଲିସ ସାଇକୋ କିଲର୍ ବୋଲି ସନ୍ଦେହ କରୁଥିଲା, ସେହି ସନ୍ଦିଗ୍ଧ...