• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

son murder
ବୀମା ଟଙ୍କା ପାଇଁ ମା'କୁ ମାରିଦେଲା ସାବତ ପୁଅ

କେନ୍ଦ୍ରାପଡ଼ା  : ବୀମା ପାଇଁ ମାଆକୁ ମାରିଦେଲା ସାବତ ପୁଅ। କେନ୍ଦ୍ରାପଡ଼ା ସଦର ଥାନା ଛକନା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୀମା ଟଙ୍କା ପାଇଁ ବିଧବା ମହିଳାଙ୍କୁ ମାରି ବଢ଼ନ୍ତା ଲୁଣା ନଦୀରେ ଫିଙ୍ଗି ଦେଇଥିଲେ ସାବତ ପୁଅ ଓ ସହଯୋଗୀ। ଲୁଣା ନଦୀରୁ ୧୮...

snake bite3
ସାପ କାମୁଡ଼ାରେ ଦୁଇ ମୃତ

ମାଲକାନଗିରି : ମାଲକାନଗିରିରେ ସାପ କାମୁଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ। ଟିଟିବିରି ଗାଁର ଦେବା ମାଡ଼କାମୀଙ୍କୁ ଗତକାଲି ରାତିରେ ଶୋଇଥିବା ବେଳେ ସାପ କାମୁଡ଼ି ଦେଇଥିଲା। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଏମ୍‌ଭି-୩୦ ଗାଁର...

heavy rain
କାଲି ଠାରୁ ଏହିସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର  : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ କେତେକ ଜିଲ୍ଲାରେ ଅତି ପ୍ରବଳରୁ ପ୍ରବଳ ବର୍ଷା ହେବ। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବା ପାଇଁ...

school
ପରୀକ୍ଷା ଖାତା ଦେଖା ହୋଇନି ; ୮୭ ଜଣ ଛାତ୍ରୀ ପାସ୍

ଆସିକା(ମନୋଜ ମୁନି): ବାର୍ଷିକ ପରୀକ୍ଷା ଖାତା ଦେଖା ହୋଇନି। ହେଲେ ୮୭ ଜଣ ଛାତ୍ରୀ ପାସ୍ ହୋଇଛନ୍ତି। ଏଭଳି ଅନିୟମିତତା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଗାର୍ଲସ ହାଇସ୍କୁଲରେ। ଏଥିପାଇଁ ହାଇସ୍କୁଲର ଇନଚାର୍ଜ ହେଡମାଷ୍ଟର ସମୀରକାନ୍ତ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି। ଏହି...

loot
ପୁଲିସ ସାଜିଲା ଲୁଟେରା

ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ପୁଲିସ ସାଜିଲା ଲୁଟେରା। ଗାଡ଼ି ଚେକିଂ ବାହାନାରେ ୩ଜଣ ବ୍ୟବସାୟୀଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟି ଧରାପଡ଼ିଲେ ୩ ପୁଲିସ୍‌ କର୍ମଚାରୀ ।  ପରେ ଚାକିରି ଚାଲିଯିବା ଭୟରେ ସେମାନେ ଟଙ୍କା ଫେରାଇଲେ ମଧ୍ୟ  ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। କଟକ ଜିଲ୍ଲା...

triple
ଟ୍ରିପଲ ତଲାକ ବିରୋଧରେ ଅଭିଯୋଗ କରିବାରୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍‌ରେ...

modi-trump
ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍‌ରୁ ଅଧିକ ସମୟ କଥା ହୋଇଛନ୍ତି।...

sp
୧୩ଟି ଜିଲ୍ଲାରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି...

dgp
ଡିଜିପି ବିକେ ଶର୍ମା ଗଢ଼ିଲେ ନୂଆ ଟିମ୍ ; ସୁଧାଂଶୁ ଷଡ଼ଙ୍ଗୀ ପୁଲିସ କମିଶନର୍

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିଜୟ କୁମାର ଶର୍ମା ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗରେ ଏଭଳି ବଡ଼ଧରଣର ଅଦଳବଦଳ ହୋଇଛି। ଶ୍ରୀ ଶର୍ମା ନିଜର ନୂଆ ଟିମ୍ ଗଢ଼ିଛନ୍ତି। ଆଇପିଏସ୍ ଓ...

cracker blast
ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଣ ଭିଡ଼ା ବେଳେ ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୁଡ଼ିପଡ଼ାରେ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବାଣ ବିସ୍ଫୋରଣରେ ଘରଟି ପାଉଁଶ ହୋଇଯାଇଛି। ଗୋଡିପଡା ଗାଁର...

ASIT
ନୂଆ ମୁଖ୍ୟ ଶାସନ ସଚିବଙ୍କ ନୂଆ ଫଣ୍ଡା

ଭୁବନେଶ୍ୱର : ଏଣିକି ରକେଟ୍ ବେଗରେ ଯିବ ସରକାରୀ ଫାଇଲ୍ । ନାଲିଫିତା ତଳେ ଚାପି ହୋଇଯିବନି କି ଟେବୁଲ୍ ଉପରେ ପଡ଼ିରହିବନି। ଇଏ ହେଉଛି ନୂଆ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ କାମ କରିବା ଫଣ୍ଡା । ନୂଆ ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍‌ର ଏହି...

TRAIN
ଏଣିକି ଭୁବନେଶ୍ୱରରୁ ଜଗଦଲପୁର ଓ ଜୁନାଗଡ଼କୁ ୨ଟି ପୃଥକ୍ ଟ୍ରେନ ଚାଲିବ

ଭୁବନେଶ୍ୱର : ଭବାନୀପାଟଣା ଓ ଜୁନାଗଡ଼ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏଣିକି ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ୍ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏନଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି...

sex
ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍। ପୁଲିସ ଉକ୍ତ ଘରେ ଚଢ଼ଉ କରି ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍‌,...

meghanada
ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଚାଲିଛି ଉଚ୍ଛେଦ

ପୁରୀ : ରାତି ପାହିଲାବେଳକୁ ସାଜ ସରଞ୍ଜାମ ଧରି ପହଞ୍ଚି ସାରିଥିଲା ପ୍ରଶାସନ। ଆଇନଶୃଙ୍ଖଳା ବଜାୟ ରଖିବାକୁ ସଜାଗ ହୋଇ ରହିଥିଲେ ୨୪ ପ୍ଲାଟୁନ୍ ଫୋର୍ସ। ନିର୍ଦ୍ଧାରିତ ସମୟର ଠିକ୍ ଘଣ୍ଟାଏ ପରେ ଅର୍ଥାତ୍ ସକାଳ ୭ଟାରେ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସଲଗ୍ନ ମେଘନାଦ ପାଚେରୀ...

BUS
ପୋଲରୁ ଖସିଲା ବସ୍ , ୩୦ ଯାତ୍ରୀ ଗୁରୁତର

ବାଲିଗୁଡ଼ା (ଅଜିତ ନାୟକ): ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କନ୍ଧମାଳ ଜିଲ୍ଲା କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମାତ୍ର ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ୫୦ରୁ ୬୦ ଜଣ ଯାତ୍ରୀଙ୍କୁ ଧରି କୋଟଗଡ଼ରୁ ଜୁନାଗଡ଼ ଅଭିମୁଖେ...