• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

traffic man help
ଦୃଷ୍ଟିହୀନଙ୍କ ଦରଦୀ ବନ୍ଧୁ ସାଜିଲେ ଟ୍ରାଫିକ୍‌ ପୁଲିସ୍‌

ଭୁବନେଶ୍ୱର  : ପୁଲିସର ନିଃସ୍ୱାର୍ଥପର ସେବା କଥା କହିଲେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ହୁଏତ ଆପଣଙ୍କର ଏ ଭାବନା ବଦଳି ଯାଇପାରେ । ପୁଲିସ ବି ଅସହାୟ ଲୋକଙ୍କ ଦରଦୀ ବନ୍ଧୁ ସାଜିପାରେ ତାହା...

ndrf -1
ସ୍ୱେଚ୍ଛାସେବୀମାନଙ୍କୁ ଏନ୍‌ଡିଆର୍‌ଏଫ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ...

girl death
ଗଛ ପଡି ଗୁରୁତର ଥିବା ଛାତ୍ରୀଙ୍କ ମୃତ୍ୟୁ , ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍‌

କେନ୍ଦ୍ରାପଡା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ବସ୍‌ଷ୍ଟାଣ୍ଡ ରାସ୍ତାର କେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ରୋକ୍‌ କରିଛନ୍ତି। କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି...

old house
ସରକାରଙ୍କ ଯୋଜନା ଗଲା କୁଆଡେ ? ଭଙ୍ଗା କୁଡ଼ିଆରେ ରହୁଛନ୍ତି ବୃଦ୍ଧ ଦମ୍ପତ୍ତି

ଫୁଲବାଣୀ( ତ୍ରିନାଥ ସାହୁ) : ବାସହୀନଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା ରହିଛି। ହେଲେ ପ୍ରକୃତ ପକ୍ଷେ  ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡିଥିବା ଦେଖିବାକୁ ମିଳିଛି। ଘର ନଥିବାରୁ ଗାଁରେ...

truck
ଶାଗୁଆନ କାଠ ବୋଝେଇ ଟ୍ରକ୍‌କୁ ଜବତ କଲା ବନବିଭାଗ

ନୟାଗଡ଼  : ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ ଶାଗୁଆନ କାଠ ଚୋରା ଚାଲାଣ ଅଭିଯୋଗରେ ବନବିଭାଗର ଚଢ଼ଉ। କୋସକା ଅଞ୍ଚଳରେ ଚଢ଼ଉ କରି ଶାଗୁଆନ କାଠ ବୋଝେଇ ଏକ ଟ୍ରକ୍‌କୁ ଜବତ କରିଛି ବନବିଭାଗର ଟିମ୍। ଜବତ କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ...

puri
ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ...

medical team
ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ଆଠଗଡ଼  : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ପ୍ରସୂତୀଙ୍କ ଅଧା ପ୍ରସବ ଘଟଣାରେ ଆରମ୍ଭ ହେଲା ତଦନ୍ତ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ...

pak
ହାତରେ ଖଣ୍ଡା ଧରି ବିବାଦୀୟ ବୟାନ ଦେଲେ ଏହି ପୂର୍ବତନ ପାକ୍ କ୍ରିକେଟର

କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍...

murder
ପୁଅକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ବାପା

କେନ୍ଦୁଝର  : ଟଙ୍କା ଭାଗବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଭଦ୍ରପୁର ଗାଁରେ। ଟ୍ରାନ୍ସପୋର୍ଟିଂ ଟଙ୍କା ଭାଗବଣ୍ଟାକୁ ନେଇ ବାପପୁଅ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗଣ୍ଡଗୋଳ ବେଳେ...

naba -pregnant lady
ଗୁରୁଡ଼ିଝାଟିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଆଠଗଡ଼ : କୋଉ ଉପାନ୍ତ, ଅପନ୍ତରା ଅଞ୍ଚଳ ନୁହେଁ ,ଉପକୂଳ ଓଡ଼ିଶାରେ ବି ଜନନୀ ଯନ୍ତ୍ରଣାର ଭୟଙ୍କର ଚିତ୍ର। ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ଆଲୋଡନ ସୃଷ୍ଟି...

crickret
କିଙ୍ଗଷ୍ଟନ ଟେଷ୍ଟରେ ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ ; ୧୧୭ ରନରେ ଅଲ୍‌ ଆଉଟ

କିଙ୍ଗଷ୍ଟନ : କିଙ୍ଗଷ୍ଟନ ଟେଷ୍ଟରେ ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୧୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଛି ଘରୋଇ ଦଳ। ଭାରତ ପ୍ରଥମ ପାଳିରେ ୪୧୬ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ୨୯୯ ରନ ପଛରେ ରହିଛି। ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି...

badaakhda
ଦିନକ ପରେ ଭଙ୍ଗାଯିବ ପୁରୀ ବଡ଼ଆଖଡ଼ା ମଠ : ଉଚ୍ଛେଦକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ପୁରୀ :  ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ଇତିହାସ କହେ ଜଗନ୍ନାଥ...

police--1
ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ପୁଲିସ କମିଶନର

ଭୁବନେଶ୍ୱର : ଝାରପଡ଼ା ଜେଲ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ନୂଆ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଜେଲ କର୍ମଚାରୀଙ୍କ ଠାରୁ ରହୁଥିବା ଅପରାଧୀଙ୍କ ବିଷୟରେ ପଚାରି ବୁଝିଛନ୍ତି କମିଶନର। ଅପରାଧୀମାନେ କେଉଁ ଅପରାଧ କରି ଜେଲରେ ଅଛନ୍ତି। କିଏ ଖଲାସ ହୋଇଛନ୍ତି, କିଏ ନୂଆ ଆସିଛନ୍ତି...