• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ganesh
ଗଜାନନଙ୍କ ଆବାହନ ସହ କାଲିଠାରୁ ପାର୍ବଣ ଋତୁ ଆରମ୍ଭ ; ଝଲସିଲାଣି ସହର ବଜାର

ଭୁବନେଶ୍ୱର :  ଅଗ୍ରପୂଜ୍ୟ ଗଣେଶଙ୍କ ଆରାଧନା ସହ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପାର୍ବଣ ଋତୁ। ଏଥିପାଇଁ ସାରାରାଜ୍ୟ ଉତ୍ସବ ମୁଖର। ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସିଲାଣି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର।  ଚଳିତ ଥର ଏଠାରେ ୨ଶହ ମଣ୍ଡପରେ ପୂଜା...

traffic
ଲାଗୁ ହେଲା କଡ଼ା ଟ୍ରାଫିକ୍ ରୁଲ୍ : ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଦେବାକୁ ପଡୁଛି ପୂର୍ବ ପରିମାଣର ପ୍ରାୟ ୧୦ ଗୁଣା ଫାଇନ୍। ଭୁବନେଶ୍ୱର, କଟକ, ରାଉରକେଲା ଓ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ  ଟ୍ରାଫିକ୍...

sir
ବିବାହର ପ୍ରତିଶ୍ରୁତି ଦେଇ ଠକିଥିଲେ ସାର୍‌ ; ପ୍ରତାରକ ପ୍ରେମିକଙ୍କ ସମେତ ୪ ଗିରଫ

ରାୟଗଡ଼ା  : ପ୍ରେମ, ପ୍ରତାରଣା ପରେ ପ୍ରେମିକାର ଧାରଣା ମାମଲାରେ ପୁଲିସ ଦୁଇ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଯୁବତୀଙ୍କ ପ୍ରେମିକ ଓ ତିନି ଜଣ ମାନବାଧିକାର କର୍ମୀ ଅଛନ୍ତି। ସୂଚନା ଅନୁଯାୟୀ ପ୍ରେମିକର ଘର ଆଗରେ ପ୍ରେମିକା ଧାରଣା ଦେବା ପରେ ଦୁଇ...

disorder girl
ଦାଉ ସାଧୁଛି ଦାରିଦ୍ର୍ୟ ; ୭ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ଝିଅ ଶିକୁଳିରେ ବନ୍ଧା

ରାୟଗଡ଼ା : ୭ ବର୍ଷ ହେବ ଶିକୁଳିରେ ବନ୍ଧା ଜୀବନ। ମାନସିକ ବିକୃତ ଝିଅର ଚିକିତ୍ସା ନକରାଇପାରିବାରୁ ବେସାହାରା ମାଆ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଛି। ପାଖରେ ଅର୍ଥ ନାହିଁ। ନିଜେ ଓ ଝିଅର ପେଟରେ ମୁଠାଏ ଦାନା ପାଇଁ ମୂଲ ଲାଗି ଚଳୁଛନ୍ତି। ରାୟଗଡ଼ା...

police
ଗାଁ ଲୋକଙ୍କ ସହ ମିଶି ରାସ୍ତା ମରାମତି କଲେ ଥାନା ବାବୁ

ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି। ୭ ରୁ ୮ଟି ଗାଁକୁ...

photo-chora
ଚୋରିର ନୂଆ କୌଶଳ ; ଶାଢ଼ୀ ଘୋଡ଼ାଇ ହୋଇ ଶାଢ଼ୀ ଦୋକାନରୁ ଚୋରି

ସୋର( ଶଶିକାନ୍ତ ବେହେରା) : ଚୋରିର ନୂଆ ତରିକା। କୌଣସି ପେସାଦାରଙ୍କୁ ବି ଚକମା ଦେବା ଭଳି କାରନାମା। ଫିଲ୍ମ ଷ୍ଟାଇଲରେ ହୋଇଛି ଚୋରି। ସିସିଟିଭିରୁ ନଜର ହଟାଇବା ପାଇଁ ଶାଢ଼ୀରେ ନିଜକୁ ଲୁଚାଇ ଲୁଗା ଦୋକାନରେ କଳାକନା ବୁଲାଇଲେ ଲୁଟେରା। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା...

papa
ପୁଲିସ୍‌ କବଜାରେ ଗ୍ୟାଙ୍ଗଷ୍ଟର ପାପା ପଣ୍ଡା

ବାଲେଶ୍ୱର(ରଶ୍ମି ରଞ୍ଜନ ଦାସ) : ଗ୍ୟାଙ୍ଗଷ୍ଟର୍‌ ତଥା ଦୁର୍ଦ୍ଦାନ୍ତ ଅପରାଧୀ ପାପା ପଣ୍ଡା ଓରଫ ଚିନ୍ମୟକୁ ବାଲେଶ୍ୱର ପୁଲିସ୍‌ ଗିରଫ କରିଛି। ଗତକାଲି ବାଲେଶ୍ୱର ଡିଏସ୍‌ପି ମନୋଜ ରାଉତଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ କଟକରୁ ଚିନ୍ମୟକୁ ଗିରଫ କରିଥିଲା। ତା’ ନାଁରେ ବିଭିନ୍ନ ଥାନାରେ ବହୁ...

snake
ସାପ ଧରିଲେ ଟଙ୍କା ମିଳିବ

ଭୁବନେଶ୍ୱର : ସାପ ଧରାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା। ଗୋଟିଏ ସାପ ଧରିଲେ ଲୋକଙ୍କୁ ୧୦୦ ଟଙ୍କା ମିଳିବ। ଏହା ସହିତ ସାପ ଧରିବା ଲୋକଙ୍କୁ  ବନ ବିଭାଗ ପଞ୍ଜୀକରଣ କରିବ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏ...

photo3
ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା ; ନବଜାତର ମୃତ୍ୟୁ

ଆଠଗଡ଼ (ନୀଳକଣ୍ଠ ଦୋରା) : ସରକାର ଯୋଜନା ପରେ ଯୋଜନା କରି ବାଃବାଃ ନେଉଛନ୍ତି। ହେଲେ କେଉଁଠି ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ଡାକ୍ତରଖାନା ବନ୍ଦ ରହିବା ଯୋଗୁ ରୋଗୀଙ୍କର ଚିକିତ୍ସା ହେଇପାରୁନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗ ପ୍ରତିଦିନ ରାଜ୍ୟର...

resuffle
ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଓଡ଼ିଶା...

vihari
ବିହାରୀଙ୍କ ଆଉ ଏକ ଅର୍ଦ୍ଧଶତକ, ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ

କିଙ୍ଗଷ୍ଟନ୍: ହନୁମା ବିହାରୀଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିଛି। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୩୬ ରନ୍ କରିଛି। ବିହାରୀ ୮୪ ଓ ଇଶାନ୍ତ ଶର୍ମା ୧୧...

dhule
କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ମୁମ୍ୱାଇ : ମହାରାଷ୍ଟ୍ରର ଧୁଲେ କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୫୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର।  ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରିରେ ଶହେଜଣ ଶ୍ରମିକ ଥିବା ଜଣାପଡ଼ିଛି। ଧୁଲେର...

virat
ବିରାଟଙ୍କ ନାଁରେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ନିଜ ନାଁରେ କରିଚାଲିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୋହଲି ନିଜର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏସିଆର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ମହାଦେଶ...

elephant death
ହାତୀ ମୃତ୍ୟୁରେ ବ୍ରେକ୍ ଦେବାକୁ ବନ ବିଭାଗର ନୂଆ ପ୍ଲାନ୍ : ଲାଗୁ ହେବ ‘ଗଜବନ୍ଧୁ’ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁସଂଖ୍ୟା ଉପରେ ବ୍ରେକ୍ ଲଗାଇବାକୁ ବନ ବିଭାଗର ନୂଆ ଖସଡ଼ା। ଏଣିକି ହାତୀଙ୍କ ସୁରକ୍ଷାରେ ସାମିଲ ହେବେ ଗଜବନ୍ଧୁ। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ...

puei eviction
ପୁରୀରେ ଦୁଇ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା...

NRC
ଆସାମ ପରି ଓଡ଼ିଶାରେ ହେଉ ଏନ୍‌ଆର୍‌ସି ; ଦାବି ଉଠାଇଲେ ବିରୋଧୀ

କେନ୍ଦ୍ରାପଡ଼ା/ବାଲେଶ୍ୱର (ମନୋଜ ସ୍ୱାଇଁ/ରଶ୍ମିରଞ୍ଜନ ଦାସ) : ଆସାମ ପରେ ଓଡ଼ିଶାରେ କରାଯାଇପାରେ ନାଗରିକ ତାଲିକା(ଏନ୍‌ଆରସି)।  ଏଠି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ଭାବେ ୪ ହଜାର ଭିତରେ ସୀମିତ ଥିବା ବେଳେ ଏମାନଙ୍କ ସଂଖ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି। ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ଜାଲ୍‌...

rapist
ଯୌନ ପିପାସୁକୁ ରିମାଣ୍ଡରେ ନେବ ପୁଲିସ୍‌

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍‌ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ...