/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652854755.jpg)
BREAKING| Supreme Court Orders Release Of AG Perarivalan, Convict In Rajiv Gandhi Assassination Cas
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652854755.jpg)
BREAKING| Supreme Court Orders Release Of AG Perarivalan, Convict In Rajiv Gandhi Assassination Cas
ରାଜୀବ ଗାନ୍ଧିଙ୍କ ହତ୍ୟାକାରୀକୁ ମୁକ୍ତି ନିର୍ଦ୍ଦେଶ । ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୩୧ ବର୍ଷ ଜେଲ୍ କାଟିବା ପରେ ଏବେ ମୁକ୍ତି ପାଇବେ ପେରାରିଭାଲାନ ।
ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲେ ପେରାରିଭାଲାନ । ହେଲେ ଏବେ ପେରାରିଭାଲାନକୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)