ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍-ପୋଲିସ ଖଣ୍ଡଯୁଦ୍ଧ.....
ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଗତ ୪ ତାରିଖରେ ଅସୁସ୍ଥତା ପାଇଁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଗତ ଶୁକ୍ରବାର ଦିନ ବିଧାୟକ...
Taste of Odisha- Know recipe of Rohi Machcha Posta OdishaTV is Odisha\'s no 1 News Channel. OTV being the first private satellite TV channel in Odisha
Khola Katha with senior BJD leader Prasanna Kumar Patasani OdishaTV is Odisha\'s no 1 News Channel. OTV being the first private satellite TV channel in
Doctor Doctor | All you need to know about Targeted Therapy OdishaTV is Odisha\'s no 1 News Channel. OTV being the first private satellite TV channel
Jibana Do Chhakire Ashara Alok | Doubts among couple ruins marital life OdishaTV is Odisha\'s no 1 News Channel. OTV being the first private satellite
News Fuse- Lady cop pushed by violent crowd OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର, ତିଥି – ୧୪ ଶ୍ରୀ ରାତ୍ରି ୦୯/୦୩/୧୬ ଗତେ ପୂର୍ଣ୍ଣିମା,ଚନ୍ଦ୍ର - ବିଛା ଅହୋରାତ୍ର,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର - ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି...
ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଆଜି ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ ।
ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଓଡ଼ିଆା ଝିଅ ହେଲେ ମିସେସ ୟୁନିଭର୍ସ କାନାଡା ।
ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଆଜି ବାଚସ୍ପତି ନିର୍ବାଚନ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବାର ସୂଚନା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ସମନକୁ ନେଇ ତେଜିଲା ରାଜନୀତି । ରାଜନୀତି ନ କରି ରାହୁଲ ଇଡି ଆଗରେ ହାଜର ହୁଅନ୍ତୁ ବୋଲି ବର୍ଷିଲେ ସମ୍ବିତ ।
ଚ୍ୟାଲେଞ୍ଜ ହାରିଗଲେ ନୀତିନ ଗଡ଼କରୀ । ଏବେ ଦେବେ ୧୫,୦୦୦ କୋଟି ଟଙ୍କା...
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ...
ଆଜି କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ । ଏନେଇ ଗତକାଲି ବାରବାଟୀରେ ଖେଳାଳିମାନେ ପ୍ରାକ୍ଟିସ୍ କରୁଥିଲେ । ମ୍ୟାଚ୍ ପାଇଁ ଖେଳିମାନେ କିପରି ଅଭ୍ୟାସ କରୁଥିଲେ ଦେଖନ୍ତୁ ।