• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫/୨୧ ଗତେ ପ୍ରତିପଦ, ଚନ୍ଦ୍ର - ବିଛା ସନ୍ଧ୍ୟା ୦୬/୩୨ ଗତେ ଧନୁ, ଘାତ ଚନ୍ଦ୍ର- ସନ୍ଧ୍ୟା ୦୬/୩୨ ଗତେ ତୁଳା, କୁମ୍ଭ ରାଶିର ଘାତ ବାର - ମକର ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ଗତେ ୧ ପାଦ - କୃଷିହାନି, ଭୂମିଦାନ ।

ଶୁଭ ସମୟ:-ପ୍ରାତଃ ୦୭/୧୧ ରୁ ୦୬/୫୦, ଦିବା ୦୯/୩୫ ରୁ ୧୨/୧୩, ସନ୍ଧ୍ୟା ୦୪/୪୩ ରୁ ୦୫/୨୯, ରାତ୍ରି ୦୯/୦୪ ରୁ ୦୨/୦୫,ରାତ୍ରି ୧୨/୦୮ ରୁ ୦୨/୧୮

ଅଶୁଭ ସମୟ:-ରାହୁକାଳ- ଦିବା ୦୩/୦୪ ରୁ ୦୪/୪୩, କାଳବେଳା- ଦିବା ୦୧/୨୫ ରୁ ୦୩/୦୪, ବାରବେଳା – ପ୍ରାତଃ ୦୬/୫୦ ରୁ ୦୭/୨୯, କାଳରାତ୍ରି- ରାତ୍ରି ୦୭/୪୩ ରୁ ୦୯/୦୪

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ଓ କ'ଣ ରହିଛି ଆପଣଙ୍କ ରାଶିରେ..

ମେଷ:- 

Aries
  • ଅଶ୍ୱନୀ – ମାତୃ କ୍ଲେଶ ଓ ସୁଖ ହାନୀ ଦେଖାଦେବ
  • ଦ୍ୱିଜା – ଶୁଭ କାମରେ ବହୁ ବାଧାବିଘ୍ନ ଲାଗିବ
  • କୃତିକା – ଅଯଥା ବିବାଦିୟ ସ୍ଥିତି ଉପୁଜିବ

ପ୍ରତିକାର - ନିଷ୍ଠାପର ଭାବେ ମହାଦେବଙ୍କ ପୂଜା କରନ୍ତୁ

ବୃଷ:-

Taurus
  • କୃତିକା - ମାନ ମର୍ଯ୍ୟଦାରେ ଅଭିବୃଦ୍ଧି ଘଟିବ
  • ରୋହିଣୀ – ଭୋଗ ବିଳାଷରେ ସମୟ ବିତାଇବେ
  • ମୃଗଶିରା – ଅର୍ଥର ସଦୁପ ଯୋଗ କରିବେ

ପ୍ରତିକାର – ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ

ମିଥୁନ:-

Gemini
  • ମୃଗଶିରା - ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
  • ଆଦ୍ରା - ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ
  • ପୁନର୍ବସୁ - ବିବାହାଦି ମାଙ୍ଗଲ୍ୟକର୍ମ ସମ୍ପାଦନା ହୋଇପାରେ

ପ୍ରତିକାର –ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

Cancer
  • ପୁନର୍ବସୁ - ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ
  • ପୁଷ୍ୟା – ସମସ୍ୟା ଗୁଡିକ ସେତେ ଗୁରୁତର ହେବ ନାହିଁ
  • ଅଶ୍ଳେଷା - ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ

ପ୍ରତିକାର – ୫ଟି ଶନିବାର କରି ଶନି ମେଳା କରନ୍ତୁ

ସିଂହ:-

Leo
  • ମଘା – ଶାରିରୀକ ଓ ମାନସିକ ପୀଡା ଦେଖାଦେଇ ପାରେ
  • ପୂ , ଫାଲଗୁନୀ - ପରିଶ୍ରମରୁ ସୁଫଳ ନପାଇ ପାରନ୍ତି
  • ଉ ,ଫାଲଗୁନୀ – ଅନେକ ଉଥାନ, ପତନ ଦେଇ ଗତି କରିବେ

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା:-

Virgo
  • ଉ , ଫାଲଗୁନୀ - ସାମାଜିକ ଗତିଦିଧିରେ ସମ୍ମାନ ବୃଦ୍ଧି ହେବ
  • ହସ୍ତା - ଅଫିସକୁ ସୁନ୍ଦର ଭାବରେ ସଜାୟି ପାରନ୍ତି
  • ଚିତ୍ରା – କାନୁନ ବିବାଦ ଆଦି ସମାପ୍ତ ହୋଇପାରେ

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ତୁଳା :-

Libra
  • ଚିତ୍ରା – ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ
  • ସ୍ୱାତୀ – ବ୍ୟବସାୟରେ ନୂଆ ପ୍ରସ୍ତାବ ଆସି ପାରେ
  • ବିଶାଖା – ଭଲ ବ୍ୟବହାର ଦେଖାୟି ଲୋକଙ୍କ ମନ ଜିତିବେ

ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା:-

Scorpio
  • ବିଶାଖା - ପ୍ରେମରେ ସଫଳତା ଅନୁଭବ କରିବେ
  • ଅନୁରାଧା - ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ
  • ଜ୍ୟେଷ୍ଠା – ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି

ପ୍ରତିକାର – ସୋମବାର ଦିନ ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ

ଧନୁ:-

Sagittarius
  • ମୂଳା – ଆର୍ଥିକ କ୍ଷୟକ୍ଷତି ଦେଖା ଦେଇପାରେ
  • ପୂ , ଷାଢା – କୁସଙ୍ଗ ଦୋଷ ହେତୁ ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ
  • ଉ , ଷାଢା – ଦୁର୍ବଳତା , ପ୍ରତିକୂଳ ପରିସ୍ଥିତି ଦେଖାଦେବ

ପ୍ରତିକାର – ଶନିପୂଜା ନିତ୍ୟାନ୍ତ ଆବଶ୍ୟକ

ମକର:-

Capricorn
  • ଉ , ଷାଢା - ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ
  • ଶ୍ରବଣା – କଷ୍ଟ କାମକୁ ସହଜରେ କରି ପାରିବେ
  • ଧନିଷ୍ଠା – ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ

ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-

Aquarius
  • ଧନିଷ୍ଠା - କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ
  • ଶତଭିଷା – ଇଷ୍ଟ ଲାଭ ଓ ନୈତିକତା ବୃଦ୍ଧି ହୋଇପାରେ
  • ପୂ , ଭାଦ୍ରପଦ – କୈଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି

ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ :-

Pisces
  • ପୂ , ଭାଦ୍ରପଦ - ଜନ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ
  • ଉ , ଭଦ୍ରପଦ - ଧନ ସଂମ୍ପତି ବୃଦ୍ଧି ହୋଇପାରେ
  • ରେବତୀ – ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ

ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)