• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହା ପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା...

ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ

ସୁନ୍ଦରଗଡ଼  : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାଜେଶ...

ଖରାରେ ଜଳୁଛି ସାରା ଓଡ଼ିଶା
ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ପୁଣି ଫେରିଲା ତାତି। ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଗତକାଲି ତାପମାତ୍ରା ୪୪.୮ ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା...

ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’

ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’।  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍‌ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ। ଆଉ ସେହିଭଳି ଜଣେ ରିୟଲ୍‌ ଲାଇଫ୍‌ର ପ୍ୟାଡମ୍ୟାନ ହେଉଛନ୍ତି...

5
ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନବୀନ ଏହି ପ୍ରଚାର କରିବେ। ଆସନ୍ତାକାଲି ଜଗତସିଂହପୁରର ତିର୍ତ୍ତୋଲ ଏବଂ ଆସନ୍ତା ୨୯ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।...

6
ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି।  ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ। ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ...

ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା  ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ। ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ।...

ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଚୂଡ଼ାନ୍ତ ରିପୋର୍ଟ...

କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ...

ବାହାରିଲା ମାଟ୍ରିକ ରେଜଲ୍ଟ
ବାହାରିଲା ମାଟ୍ରିକ ରେଜଲ୍ଟ

କଟକ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷର ମୋଟ ପାସ୍ ହାର...

7
ଓଭରବ୍ରିଜ ତଳୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ...

ଯୁବକଙ୍କୁ ପିଟି ପିଟି ହତ୍ୟା
ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ଭୁବନେଶ୍ୱର ଷ୍ଟେସନ ବଜାରର ପି. କାମେଶ। ସେ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ...

କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ
କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ପରିସରରେ ଅଗ୍ନିକାଣ୍ଡ। ଥାନା ପରିସରରେ ଥିବା ବାରାକ୍‌ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ୟାନ୍‌ରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ...

8
କେନ୍ଦୁଝରରେ ଜଳିଗଲା ଚଳନ୍ତା କାର 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କାରଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସଟ୍ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ୩ ଜଣ ଯାତ୍ରୀ...

ଘରଚଟିଆଙ୍କ ଲାଗି କୃତ୍ରିମ ଘର
ଘରଚଟିଆଙ୍କ ଲାଗି କୃତ୍ରିମ ଘର

ଗଞ୍ଜାମ: ହଜିବାକୁ ବସିଲେଣି ଘରଚଟିଆ।  ଆଉ କାଁଭାଁ ଶୁଭୁଛି କିଚିରି ମିଚିରି ଡାକ। ଚାଳ ଘର କମିବା ସହ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଏବେ ଦେଖିବାକୁ ମିଳୁନାହାନ୍ତି ଏହି କୁନିକୁନି ପକ୍ଷୀ। ଗୋଟିଏପଟେ ଖାଦ୍ୟ ଓ ବାସସ୍ଥଳୀ ଅଭାବରୁ ଗାଁଗଣ୍ଡାରେ ଏବେ ଘରଚଟିଆ ଲୋପ ପାଇବାକୁ ବସିଥିବା...

ଡୁପ୍ଲିକେଟ୍ ଜାଲରେ ସମ୍ବଲପୁରୀ ବାନ୍ଧ ଶାଢ଼ି
ଡୁପ୍ଲିକେଟ୍ ଜାଲରେ ସମ୍ବଲପୁରୀ ବାନ୍ଧ ଶାଢ଼ି

ଭୁବନେଶ୍ୱର: ନକଲି ପ୍ରତି ସାବଧାନ। ଆଗକୁ ସମ୍ବଲପୁରୀ ଶାଢ଼ୀ ଉପରେ ଏହି ସତର୍କ ସୂଚନା ଲେଖା ହୋଇପାରେ। କାରଣ ରାଜସ୍ଥାନ ଓ ଗୁଜରାଟର କିଛି କମ୍ପାନୀ ଅବିକଳ ସମ୍ବଲପୁରୀ ବାନ୍ଧ ଭଳି ଦେଖାଯାଉଥିବା ଛପା ଶାଢ଼ି ପ୍ରସ୍ତୁତ କରୁଛନ୍ତି, ଯାହାକି ଖୁବ୍ କମ୍ ଦରରେ ବଜାରରେ ମିଳୁଛି।  ତେଣୁ...

ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ
ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର : ବାରିପଦା ଗାଡିଆଡିହି ଗାଁର ନୀଳମଣିା ୨୦୧୫ ମସିହାରେ ପର ଘରେ ମୂଲ ଲାଗି ନିଜ ଘରକୁ ଫେରୁଥିଲେ ତାଙ୍କ ସ୍ୱାମୀ ନିରଂଜନ ମାର୍ଣ୍ଣିଂ। କିନ୍ତୁ ରାସ୍ତାରେ ନାଗ ସାପ ଦଂଶନରେ ଚାଲିଗଲା ତାଙ୍କ ସ୍ୱାମୀଙ୍କ ଜୀବନ। ସ୍ୱାମୀଙ୍କ ବିୟୋଗ ପରଠୁ ଘରେ ଏବେ ଆର୍ଥିକ ଅନଟନ।...

ଝାରସୁଗୁଡ଼ାକୁ ଉଡ଼ିବ ବିମାନ
ଝାରସୁଗୁଡ଼ାକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା। ସକାଳ ୫ଟା ୫୦ରେ ଭୁବନେଶ୍ୱର ଛାଡ଼ି ୬ଟା ୪୦ ମିନିଟ୍‌ରେ ପହଞ୍ଚିବ ଝାରସୁଗୁଡ଼ା। ଏୟାର ଓଡ଼ିଶା ପକ୍ଷରୁ ଉଡେ ଦେଶକୀ ଆମ୍ ନାଗରିକ୍ ବା ଉଡ଼ାନ୍ ଯୋଜନାରେ ଆରମ୍ଭ ହେବ ଏହି ଯୋଜନା। ଭୁବନେଶ୍ୱରରୁ ଝାରସୁଗୁଡ଼ା ବ୍ୟତୀତ ଝାରସୁଗୁଡ଼ାରୁ ରାୟପୁର...