• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

3
ରାଜ୍ୟରେ ପୁଣି ଜଣେ ବ୍ୟକ୍ତିଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏଥର ବଲାଙ୍ଗିରର ରବୀନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ GST ଠକେଇ ଅଭିଯୋଗ ଆସିଥିବା ଜଣାପଡ଼ିଛି। ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ରବୀନ୍ଦ୍ରଙ୍କ ନାଁରେ ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା...

2
ନବରଙ୍ଗପୁରରେ ଥ୍ରୀଲରର ନାୟକ ରକ୍‌ କଚ୍ଛି

ନବରଙ୍ଗପୁର: ଡିରେକ୍ଟର ରାମଗୋପାଲ ବର୍ମାଙ୍କ ଫିଲ୍ମ “ଥ୍ରୀଲର” ରେ ନାୟକ ଭୂମିକାରେ ଅଭିନୟ କରିଥିବା ୱାଜିଦ୍ ମେମନ୍ ଓରଫ୍ ରକ୍ କଚ୍ଛି ଏବେ ନିଜ ମାମୁଁ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଛନ୍ତି। ଏଠାରେ ଜନ୍ମ ଗ୍ରହଣ କରିଥିବା ୱାଜିଦ୍ ମେମନ୍ ପିଲା ଦିନରୁ ହିଁ ଫିଲ୍ମରେ କାମ...

who
କରୋନା ଭାଇରସର୍‌ ନୂଆ ରୂପ କ୍ଲଷ୍ଟର -୫; ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲୀ: ଡେନ୍‌ମାର୍କ ଓ ଆମେରିକା ଭଳି ୬ଟି ରାଷ୍ଟ୍ରରୁ ମିଙ୍କ୍ (ନେଉଳ ଜାତୀୟ ଜୀବ) ଫାର୍ମରୁ ଏକ ନୂଆ ପ୍ରକାରର କରୋନା ଭାଇରସ୍‌ ବ୍ୟାପୁଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗୁଣସୂତ୍ରରେ ପରିବର୍ତ୍ତନ ହେଇ ଏହି ନୂଆ ପ୍ରକାରର...

2
୧୪ ପୁଅ ପରେ ସବୁଠାରୁ ବଡ଼ ଉପହାର ପାଇଲେ ଦମ୍ପତି

ଝିଅ ଜନ୍ମ ହେଲେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ କି ଖୁବ୍‌ ଖୁସି ହୋଇଥାନ୍ତି। କିନ୍ତୁ ଆଉ କିଛି ଲୋକ ଝିଅ ହେଲେ ତାକୁ ଜୀବନର ବଡ଼ ଦୁଃଖ ଭାବି ନିଅନ୍ତି। ସେମାନେ ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ତା ତୁଳନାରେ ଝିଅଙ୍କୁ ଦିଅନ୍ତି ନାହିଁ।...

bdo
ଜିଲ୍ଲାପାଳଙ୍କ ନାଁ ନେଇ ସରପଞ୍ଚଙ୍କୁ ଚାନ୍ଦା ମାଗୁଛନ୍ତି ବିଡିଓ !

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ନା ନେଇ ସରପଞ୍ଚମାନଙ୍କୁ ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ସମେତ କୋରାପୁଟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏକ ଭାଇରାଲ ଅଡିଓରେ ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ବିଡିଓ ଦିଲ୍ଲୀପ ପଟ୍ଟନାୟକ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ...

tensa-road
ରାସ୍ତା ନୁହେଁ ସେ ମରଣ ଯନ୍ତା: ଧୂଳିଧୂଆଁରେ ଆକ୍ତାମାକ୍ତ ଲୋକେ

ସୁନ୍ଦରଗଡ଼: ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା। ଜୀବନକୁ ପାଣି ଛଡ଼େଇ ଯାତାୟାତ କରୁଛନ୍ତି ଲୋକେ। ରାତି କଣ ଦିନରେ ବି ଗାଡ଼ି ଚଲେଇ ଯିବା କଷ୍ଟକର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବରସୁଆଁରୁ ଟେନ୍ସାର ୧୨ କିମି ରାସ୍ତାର ଏପରି ଅବସ୍ଥାକୁ ନେଇ ଲୋକେ ଅତିଷ୍ଠ ପଡ଼ିଲେଣି। ସେହିପରି ଜିଲ୍ଲାର ଗୁରୁଣ୍ଡିଆରୁ...

for-tmr-cycl
ପ୍ରୀତମଙ୍କ ବ୍ୟାଟେରୀ ସାଇକେଲ, ନାହିଁ ପେଟ୍ରୋଲ୍ କି ପେଡାଲ୍ ଟେନସନ୍

ନୟାଗଡ଼ ଜିଲ୍ଲା ମହୀତମା ଗାଁର ଯୁକ୍ତ ଦୁଇ ଛାତ୍ର ପ୍ରୀତମ୍ କୁମାର ପାତ୍ର ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ। ଏହି ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ। ଘରେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ...

corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮...

6
୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ...

1
ଅନାବିଳ ବନ୍ଧୁତ୍ୱର ନିଆରା ଉଦାହରଣ ମୋରିସ୍‌-ଚାମ୍ପି

ଇଣ୍ଟରନେଟ୍‌ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ।  ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା।  ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ...

ଆସୁଛି ଆଲୋକର ପର୍ବ ଦୀପାବଳି ; ଲକ୍ଷ୍ମୀଙ୍କ ସହ ଆଉ କାହାକୁ ପୂଜା କରିବେ, ଜାଣନ୍ତୁ

ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ...

4
ଦିଲ୍ଲୀରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍‌ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ...

otv
OTV ବିରୋଧରେ ପୁଣି ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ

ଭୁବନେଶ୍ୱର: ପୁଣି ଓଟିଭି ବିରୋଧରେ ପୋଲିସ୍‌ର ଆକ୍ରୋଶମୂଳକ ପଦକ୍ଷେପ। ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି। ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ୧୫ରୁ ୨୦ ଜଣ ପୋଲିସ୍‌ ସଦଳବଳ...

8
ଆମେରିକାରେ ଏକ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

ୱାଶିଙ୍ଗଟନ୍‌: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍‌ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍‌ କେସ୍‌ ଦେଖିବାକୁ ମିଳିଛି। ଜନ୍‌ ହପ୍‌କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା...