• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ଆଜି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରଦ୍ଧାଳୁ ଜଣଙ୍କ ହେଲେ ଅଜୟ କୁମାର ଦାସ (୭୫)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ। ଶ୍ରୀମନ୍ଦିରର କଳ୍ପବଟ ନିକଟରେ ବସିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମହାପ୍ରଭୁଙ୍କ ଦର୍ଶନ ସାରି ସେ କଳ୍ପବଟ ନିକଟରେ ବିଶ୍ରାମ ନେଉଥିଲେ।

ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼
ପଣ୍ଡା ଇନ୍‌ଫ୍ରାକୁ ଝଟ୍‌କା: ଜଟଣୀ ଓଭର ବ୍ରିଜ୍ କାମକୁ ନେଇ ଭିଜିଲାନ୍ସ ଖୋଳତାଡ଼

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜରେ ଦ୍ୱିତୀୟ ଥର ଦୁର୍ଘଟଣା ପରେ ପଣ୍ଡା ଇନ୍‌ଫ୍ରାକୁ ଏହି କାମରୁ ବାଦ ଦିଆଯାଇଛି। ଗତକାଲି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଇନଫ୍ରାକୁ ଆଉ ଏକ ଧକ୍କା ଲାଗିଛି। ଜଟଣୀରେ ନିର୍ମାଣାଧୀନ ଓଭର ବ୍ରିଜ୍‌ରେ ଇନଫ୍ରା ନିମ୍ନାମାନର କାମ କରୁଥିବା ଅଭିଯୋଗ ଆସିବା ପରେ...

କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି
କୁନ୍ଦୁଲି ମାମଲା: ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ହାଜର ହେଲେ ଗୃହ ସଚିବ, ଡିଜିପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଏସ୍‌ସି କମିଶନଙ୍କ ନିକଟରେ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କମିଶନଙ୍କ ନିକଟରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ଓ  ଡିଜିପି ଆର.ପି. ଶର୍ମା ହାଜର ହୋଇଥିଲେ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ...

4
ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ

ବାଲେଶ୍ୱର: ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର...

ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହା ପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା...

ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ
ବ୍ୟାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଗାୟବ ଅଭିଯୋଗ

ସୁନ୍ଦରଗଡ଼  : ଚେକ୍ ଦେଇଥିଲେ ହଜାରେ ଟଙ୍କା। ହେଲେ ଆକାଉଣ୍ଟରୁ ଗାୟବ ହୋଇଗଲା ୪ଲକ୍ଷ ୨୫ ହଜାର ୫୦୦ଟଙ୍କା। ଏମିତି ଏକ ବଡ ଧରଣର ଠକେଇ ଘଟଣା ସାମାନାକୁ ଆସିଛି। ସୁନ୍ଦରଗଡ଼ RRIT କଲୋନୀରେ ବସବାସ କରୁଥିବା ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରାଜେଶ...

ଖରାରେ ଜଳୁଛି ସାରା ଓଡ଼ିଶା
ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ପୁଣି ଫେରିଲା ତାତି। ଡହ ଡହ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ଗତକାଲି ତାପମାତ୍ରା ୪୪.୮ ଡିଗ୍ରୀରେ ପହଞ୍ଚିଥିଲା। ସେହିପରି ସୋନପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବା...

ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’
ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’

ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’।  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍‌ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ। ଆଉ ସେହିଭଳି ଜଣେ ରିୟଲ୍‌ ଲାଇଫ୍‌ର ପ୍ୟାଡମ୍ୟାନ ହେଉଛନ୍ତି...

5
ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନବୀନ ଏହି ପ୍ରଚାର କରିବେ। ଆସନ୍ତାକାଲି ଜଗତସିଂହପୁରର ତିର୍ତ୍ତୋଲ ଏବଂ ଆସନ୍ତା ୨୯ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।...

6
ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି।  ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ। ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ...

ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା
ଖରାପ ରେଜଲ୍ଟ ଯୋଗୁଁ ଛାତ୍ରଙ୍କ ଆତ୍ମହତ୍ୟା

ଯାଜପୁର : ମାଟ୍ରିକ ପରୀକ୍ଷାରେ ଖରାପ ରେଜଲ୍ଟକୁ ନେଇ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ। ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲା  ବରୀରେ। ମୃତ ଛାତ୍ରଙ୍କ ନାଁ ପଦ୍ମଲୋଚନ ମଲିକ। ଅଭିଯୋଗ ଅନୁସାରେ ଆଜି ବାହାରିଥିବା ମାଟ୍ରିକ ରେଜଲ୍ଟରେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିଲେ।...

ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ
ବମିଖାଲ କାମରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟକୁ ଅନ୍ତର କରାଯିବ

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ କାମରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟକୁ ବାଦ୍ ଦିଆଯିବ। ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ପୁନଃ ଭୁଶୁଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପଣ୍ଡା ଇନଫ୍ରାକୁ କାମରୁ ବାହାର କରିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଚୂଡ଼ାନ୍ତ ରିପୋର୍ଟ...

କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର
କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ। ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ...

ବାହାରିଲା ମାଟ୍ରିକ ରେଜଲ୍ଟ
ବାହାରିଲା ମାଟ୍ରିକ ରେଜଲ୍ଟ

କଟକ: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ଫଳାଫଳକୁ ନେଇ ଆଜି ବୋର୍ଡ଼ ଅଫିସରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷର ମୋଟ ପାସ୍ ହାର...

7
ଓଭରବ୍ରିଜ ତଳୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ...

ଯୁବକଙ୍କୁ ପିଟି ପିଟି ହତ୍ୟା
ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର : ସାମାନ୍ୟ ବଚସାକୁ ନେଇ ପିଟି ପିଟି ଯୁବକକୁ ହତ୍ୟା। ମୃତ ଯୁବକ ହେଲେ ଭୁବନେଶ୍ୱର ଷ୍ଟେସନ ବଜାରର ପି. କାମେଶ। ସେ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ସେଲୁନରେ ସେଭିଙ୍ଗ ହୋଇ ଫେରୁଥିବା ବେଳେ କିଛି ବ୍ୟକ୍ତିଙ୍କ ସହ ପ୍ରଥମେ ପି. କାମେଶଙ୍କ...