• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ଉମରକୋଟ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଝରିଗାଁ ଲ୍ୟାମ୍ପ୍ସ ଏମ୍‌ଡି ମନସାଇ ପନକାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି। ମନସାଇଙ୍କ ଭରଣ୍ଡିପଡ଼ା, ଉମରକୋଟ ଘର ସହ ଝରିଗାଁ ଅଫିସ୍‌ରେ ମଧ୍ୟ ଚଢ଼ଉ ହୋଇଛି। ଚଢ଼ଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି...

ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ
ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିବି: ବୈଜୟନ୍ତ

ସାଲେପୁର: ହେଲିକପ୍ଟର ଜବତ ଓ ଅଭିଜିତ ଆୟାରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ହେଲିକପ୍ଟର ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟି ପାରିବେ ବୋଲି ବୈଜୟନ୍ତ କହିଛନ୍ତି। ଅଭିଜିତ ଆୟାର ତାଙ୍କ ବନ୍ଧୁ ନୁହନ୍ତି ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି। ଅଭିଜିତଙ୍କ...

ସହି ପାରିଲେନି ପୁଅ ମୃତ୍ୟୁର ଦୁଃଖ, ଜୀବନ ହାରିଦେଲେ ବାପା ମାଆ

ଯାଜପୁର: ପୁଅର ମୃତ୍ୟୁ ପରେ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅର୍ନ୍ତଗତ କୁରିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତକ ହେଲେ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା। ସୁଚନା ଅନୁସାରେ, ପ୍ରଦୀପ ଓ ପ୍ରଭାତୀଙ୍କ ୮ ବର୍ଷର...

ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଭୁବନେଶ୍ୱର: ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ। ଜଣେ ଅଚିହ୍ନା ବ୍ୟକ୍ତି ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ଗାଳିଗୁଲଜ କରୁଥିବାରୁ ପୁଲିସ୍ କମିଶନରଙ୍କ ନିକଟରେ ଅଭିନେତ୍ରୀ ଜଣଙ୍କ ଫେରାଦ ହୋଇଛନ୍ତି। ଅଚିହ୍ନା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଅଭିନେତ୍ରୀ ଜଣଙ୍କ ପୁଲିସ୍‌ କମିଶନରଙ୍କୁ...

ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍
ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍

ଚେନ୍ନାଇ: ମାଓ ସଂଗଠନରେ ମହିଳାଙ୍କ ସଂଖ୍ୟା ଓ ଦବ୍‌ଦବା ବଢୁଛି। କମ୍ ବୟସରେ ବିବାହ ଓ ଗରିବୀରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ଆଦିବାସୀ ଯୁବତୀ ମାଓ ସଂଗଠନରେ ଯୋଗ ଦେଉଛନ୍ତି। ଗତ ରବିବାର ଆନ୍ଧ୍ରରେ ଜଣେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ଘଟଣାରେ ୨୦ରୁ...

ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି
ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି

ବଲାଙ୍ଗିର: ବଲାଙ୍ଗିର ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସେବା କମ୍‌ ମିଳୁଛି, କିନ୍ତୁ ରୋଗୀ ଅଧିକ ହଇରାଣ ହରକତ ହେଉଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ଲାଞ୍ଚଖୋର୍‌ କର୍ମଚାରୀମାନେ ଲାଞ୍ଚ ମାଗି ମାଗି ସାଧରଣ ରୋଗୀ ଓ ତାଙ୍କ ପରିଜନଙ୍କୁ ନାକେଦମ୍‌ କରୁଛନ୍ତି। ସବୁ ବିଭାଗରୁ ଆଗରେ ରହିଛି ସ୍ତ୍ରୀ ଓ...

ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା
ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା

ଅନୁଗୁଳ: ସାତକୋଶିଆ ହାତୀଧରା ଜଙ୍ଗଲରେ ଥିବା ସୁନ୍ଦରୀ ବାଘୁଣୀକୁ କାବୁ କରିବାକୁ ବନ ବିଭାଗ ଯୋଜନା କରିଛି । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା, ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ, ଡବ୍ଲୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆ ବନ ବିଭାଗର ମୋଟ୍ ୪ଟି ଟିମ୍ ଗଠନ କରାଯାଇଛି।...

ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ
ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ

କେଉଁଝର: ପୁଣି ଜେଲ୍‌ ଗଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର। ଆଜି ଜାମିନ ଖାରଜ ହେବା ପରେ ପୁଣି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଘସିପୁରା ଥାନା ଗୌରାଙ୍ଗ ଛକରେ ଗତ ୬ ତାରିଖରେ ଗୋଷ୍ଠୀ ସଂଘର୍ଷ ଘଟଣା ଏବଂ ଗତ...

ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ
ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି।  ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ତାଙ୍କ...

ମହିଳାଙ୍କୁ ଦଳି ଦେଲା ଦନ୍ତା
ମହିଳାଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର  : ଦଳି ଦେଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ୍ ଅଞ୍ଚଳରେ ହାତୀର ତାଣ୍ଡବ । ଅାଜି ସକାଳୁ ଛତୁ ଅାଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ଦନ୍ତା ହାତୀ ତାଙ୍କୁ ଅାକ୍ରମଣ କରିଥିଲା । ଗଛରେ ପିଟି ମହିଳାଙ୍କୁ ପିଟି ମାରି...