ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର୍। ସେପ୍ଟେମ୍ବର ୬ରେ ସେ କରୋନା ସଂକ୍ରମିତ ହେଇଥିଲେ। ଯାହାର ସୂଚନା ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଦେଇଥିଲେ। ଇନ୍ଷ୍ଟାରେ ଏକ ପୋଷ୍ଟ କରି ସେ ଲେଖିଥିଲେ ଏହା ମୋର ଦାୟିତ୍ୱ ଯେ ମୁଁ ଆପଣଙ୍କୁ ଜଣାଇବି ମୁଁ କରୋନା...
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରେ ସାମିଲ୍ ଅଛି ସୁପରଷ୍ଟାର ଶାହରୁଖ ଏବଂ ଗୌରୀଙ୍କ କାହାଣୀ। ଅନେକ ଉତ୍ଥାନ୍ ଏବଂ ପତନ ଦେଇ ଏହି ଦୁହିଁଙ୍କୁ ପ୍ରେମ କାହାଣୀ ଗତିକରିଛି। ଗୌରୀ ସେ ସମୟରୁ ଶାହାରୁଖଙ୍କ ସହ ଅଛନ୍ତି ଯେତେବେଳେ ଶାହାରୁଖଙ୍କୁ କେହି ଚିହ୍ନି ନଥିଲେ। ଅର୍ଥାତ୍...
ଢେଙ୍କାନାଳ : ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ। ଗଣେଶ ବଜାର ସ୍ଥିତ ପରଶୁ ଚା’ ଦୋକାନରେ ଏହି ଚା’ ଖଟି କାର୍ଯ୍ୟକ୍ରମ ଅାୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଏହା ପୂର୍ବରୁ ବୈଜୟନ୍ତଙ୍କୁ ଏକ ବାଇକ୍...
ଭୁବନେଶ୍ୱର : ଚଳିତ ବର୍ଷ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ମିଳିିବ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର...
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କୁଜଙ୍ଗରେ...