ଯାଜପୁର: ସୁନା ଦୋକାନିଙ୍କୁ ଆକ୍ରମଣ କରି ଲୁଟ୍। ଯାଜପୁର ଧର୍ମଶାଳା ବ୍ରହ୍ମବରଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ବ୍ୟବସାୟୀ ମହେଶ୍ୱର ସାହୁ ଲୁଟ୍ର ଶିକାର ହୋଇଛନ୍ତି। ମହେଶ୍ୱର ଦୋକାନ ବନ୍ଦ କରି ସୁନା ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା...
ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍ ବସ୍ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍ ସାହୁ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍...
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍ ଅଭିନେତା ସୋନୁ ସୁଦ୍। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍ଲାଇନ୍ ପଢିବା ପାଇଁ ଫୋନ୍ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ...
ଦୁବାଇ: ଚଳିତ ଆଇପିଏଲର ୨୦ତମ ମ୍ୟାଚ୍କୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍ରେ ହରାଇ ଜିତି ନେଇଥିଲା। କିନ୍ତୁ ମ୍ୟାଚ୍ ସରିବା ପରେ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ଷ୍ଟିଭେନ ସ୍ମିଥଙ୍କ ଉପରେ ଫାଇନ ଲଗାଯାଇଛି। ମ୍ୟାଚ୍ରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ୧୨...
ମାଲକାନଗିରି : ମାଲକାନାଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ସମର୍ଥକଙ୍କ ମେଳି। ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟା ସେତୁକୁ ବିରୋଧ କରାଯିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ମାଓ ସମର୍ଥକ। ଏହି ମେଳି ନିକଟରେ ବିଭିନ୍ନ ସ୍ଥାନରେ ନାଲି ରଙ୍ଗର...
ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ...
ଲଣ୍ଡନ: ଗତ ମଙ୍ଗଳବାର ଲଣ୍ଡନରେ ଭାରତୀୟ ପରିବାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ପରିବାର ଲଣ୍ଡନର ବ୍ରେଣ୍ଟଫୋର୍ଡ ଅଞ୍ଚଳରେ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ମୃତକମାନଙ୍କ ପରିଚୟ ମିଳିଛି।...
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅାସନ୍ତା କାଲି ଶେଷ ହେଉଛି। ତା ପୂର୍ବରୁ ଅାଜି ସେ ତାଙ୍କର ବିଦାୟକାଳୀନ ଅଭିଭାଷଣ ରଖିଛନ୍ତି। ସୁପ୍ରିମକୋର୍ଟ ବାର ଅାସୋସିଏସନ ଦ୍ୱାରା ଅାୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ତ୍ୱ ରହିଛି ଏବଂ ଏହା ସର୍ବଦା...
ନୂଆଦିଲ୍ଲୀ: ଉଦ୍ଘାଟନ ହେବା ପରେ ପ୍ରଥମ ଥର ପାଇଁ ଅଟଳ ଟନେଲ ଦେଇ ଯାତ୍ରା କରିଛି ଭାରତୀୟ ସେନାର ଯାନବାହାନ। ହିମାଚଳ ପ୍ରଦେଶର ମନାଲିରେ ଥିବା ଏହି ଟନେଲ ଦେଇ ସେନାର ଗାଡ଼ି ପ୍ରଥମ ଥର ପାଇଁ ଯାତ୍ରା କରିଥିବା ଭାରତୀୟ ସେନା ସୂଚନା ଦେଇଛି। ଅଟଳ ଟନେଲ...
ନୂଆଦିଲ୍ଲୀ: ଆଜି ୮୮ତମ ବାୟୁସେନା ଦିବସ। ଏହି ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି ଭାରତୀୟ ବାୟୁସେନା। ଏଥିପାଇଁ ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତବର୍ଷ ବାୟୁସେନା ଦିବସରେ ପ୍ରମୁଖ ଆକର୍ଷଣ ହେବ ନବାଗତ ରାଫେଲ୍। ବାୟୁସେନା ଦିବସ ପାଳନ...