• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

karnatak
କାହାକୁ ଡାକିବେ ରାଜ୍ୟପାଳ ତା ଉପରେ ନଜର

ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍।...

YOGI
ବାରାଣସୀ ପୋଲ ଦୁର୍ଘଟଣାରେ ସରିଲା ଉଦ୍ଧାର କାର୍ଯ୍ୟ

ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍‌ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସେପଟେ ଏହି ଘଟଣାରେ...

bramhpur
‘ଗ୍ରେଟର୍ ବ୍ରହ୍ମପୁର’ ପାଇଁ ଲୋକଙ୍କ ଆଖିରେ ସ୍ୱପ୍ନ

ବ୍ରହ୍ମପୁର :୨୦୦୮ରେ ଗଠନ ହୋଇଥିଲା ବ୍ରହ୍ମପୁର ମହାନଗର ନିଗମ। ୩୭ଟି ଓ୍ୱାର୍ଡରୁ ବଢି ହେଲା ୪୦ଟି ଓ୍ୱାର୍ଡ। ଗ୍ରେଟର ବ୍ରହ୍ମପୁର ଗଠନ ନେଇ ବ୍ରହ୍ମପୁରବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ସରକାର। ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳିକାଟୁର କିଛି ଅଞ୍ଚଳ ମିଶାଇ ଗ୍ରେଟର ବ୍ରହ୍ମପୁର ଗଠନ କରିବାକୁ ଦେଇଥିଲେ ପ୍ରତିଶ୍ରୁତି।...

boat
ଗୋଦାବରୀ ନୌକାବୁଡ଼ି ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର

ବିଜୟୱାଡା : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ନୌକାବୁଡ଼ି ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ପ୍ରାୟ ୨୩ଜଣ ନିଖୋଜ ଥିବା ସୂଚନା ମିଳିଛି।  ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଗତକାଲି ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଅଘଟଣ ଘଟିଛି। ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ପଶ୍ଚିମ...

karnatak
ଓଡ଼ିଶାରେ କର୍ଣ୍ଣାଟକ ଫଳାଫଳର ପ୍ରଭାବ

ଭୁବନେଶ୍ୱର : ବିଜେପି ଶିବରରେ ଉତ୍ସବର ପରିବେଶ । ବାଜା-ବାଣରେ କମ୍ପୁଛି ପରିବେଶ, ଝୁମୁଛନ୍ତି କର୍ମୀ। ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ଯଦିଓ କର୍ଣ୍ଣାଟକ ଫଳାଫଳ ରୋଚକ ମୋଡ଼ରେ ପହଁଞ୍ଚିଛି, ତଥାପି ବଡ଼ ଦଳ ଭାବରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସି ମନାଉଛନ୍ତି ରାଜ୍ୟ...

sambalpur
ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀକୁ ବଞ୍ଚାଇବାକୁ ଜୀବନ ହାରିଲେ ସ୍ୱାମୀ

ସମ୍ବଲପୁର : ସାବିତ୍ରୀ ଅମାବାସ୍ୟାରେ ସମ୍ବଲପୁର ସହରରେ ଦୁଃଖଦ ଘଟଣା । ଏହି ପବିତ୍ର ଦିନରେ ଚାରିଆଡ଼େ ସ୍ୱାମୀଙ୍କ ଦୀର୍ଘ ଆୟୁ ଓ ଶୁଭ କାମନା କରି ମହିଳାମାନେ ବ୍ରତ ରଖୁଥିବା ବେଳେ ଏଠାରେ କିନ୍ତୁ ସତ୍ୟବାନ ରୂପୀ ସ୍ୱାମୀ ପତ୍ନୀକୁ ମୃତ୍ୟୁମୁଖରୁ ବଞ୍ଚାଇ ନିଜେ ଚାଲିଯାଇଛନ୍ତି ଆରପାରିକୁ।...

ndrf
ନିର୍ମାଣାଧୀନ ବ୍ରିଜ୍ ଭୁଶୁଡି ୧୨ ମୃତ

ବାରଣାସୀ:  ଉତ୍ତର ପ୍ରଦେଶ ବାରଣାସୀରେ ଅଘଟଣ। ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ୍‌ ତଳେ ଏବେବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ...

adhara
ପେନସନ ପାଇଁ ବାଧ୍ୟତା ନୁହେଁ ଆଧାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ପେନସନ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସର୍ବନିମ୍ନ ପେନସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପେନସନଧାରୀମାନଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।...

mmet
ସରକାର ଗଠନ ଦାବି ଜଣାଇଲେ ୟେଦୁରାପ୍ପା, କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କିଏ ଗଢିବ ସରକାର ? ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାକୁ ମିଳିନାହିଁ ଆବଶ୍ୟକ ବହୁମତ। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର 112ରେ ପହଞ୍ଚିପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟ୍ରେଣ୍ଡ...

bjd
ବିଜେଡିର ସଜବାଜ

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହାନଦୀ ଅଭିଯାନ। ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ। ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ...

karnatak election
ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ବେଙ୍ଗାଲୁରୁ : ରୋଚକ ସ୍ଥିତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ରାଜନୀତି। ବିଜେପି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ମିଳିପାରି ନାହିଁ। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ୧୦୪ରୁ ଅଧିକ ଆସନରେ ବିଜେପି ଆଗୁଆ...

navjot singh sidhu
ଦୋଷୀ ସାବ୍ୟସ୍ତ ହେଲେ, କିନ୍ତୁ ଜେଲ୍‌ ଯିବେନି ସିଦ୍ଧୁ

ନୂଆଦିଲ୍ଲୀ: ରାସ୍ତା ଉପରେ ମାରପିଟ କରି ଜଣଙ୍କୁ ଆହତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। IPC ଧାରା ୩୨୩ ଅନୁଯାୟୀ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୩୦୪ ଅନୁସାରେ ନିର୍ଦ୍ଦୋଷ ପ୍ରମାଣିତ  ହୋଇଛନ୍ତି। ସିଦ୍ଧୁଙ୍କ...

killed
ସାବାସ୍‌ ସତ୍ୟବାନ୍‌! ନିଜକୁ ମରଣ ମୁହଁକୁ ଠେଲି ଦେଇ ବଞ୍ଚାଇଲେ ସାବିତ୍ରୀଙ୍କ ଜୀବନ

ସମ୍ବଲପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ଆଜିର ଦିନରେ ସ୍ତ୍ରୀ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରିଥାନ୍ତି। ପୁରାଣରେ ବଣ୍ଣିତ ଅଛି ଯେ ଏହି ଦିନରେ ମୃତ୍ୟୁର ଦେବତା ଯମ ସହ ଲଢ଼ି ସ୍ୱାମୀଙ୍କ ଜୀବନ ବଞ୍ଚାଇଥିଲେ ସାବିତ୍ରୀ। ପୁରାଣର ଏହି ଭାବଧାରା ଉପରେ ଚାଲି ଆସିଛି ମହାନ୍‌...