• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

malkangiri
ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି: ପୋଲାଭରମ୍ ପ୍ରକଳ୍ପ ଓ ଗୁରୁପ୍ରିୟା ସେତୁକୁ ବିରୋଧ କରି ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା। ବନ୍ଦ ପାଳନ ନେଇ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବନ୍ଦ ପାଳନ ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ମାଲକାନଗିରିରୁ ଅନ୍ୟସବୁ ସ୍ଥାନକୁ ସରକାରୀ ବସ୍‌ ଚଳାଚଳ...

rainy season
ବର୍ଷା ଦିନରେ ସୁସ୍ଥ ରହିବାକୁ ୧୦ଟି ଟିପ୍ସ

ବର୍ଷା ଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। କାହିଁକି ନା ଏହା ଗରମର ବାତାବରଣକୁ ପୂରାପୂରି ଥଣ୍ଡା କରିଥାଏ। ବର୍ଷା ଦିନକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ତେବେ ଏହି ସବୁ ଭିତରେ ଏହି ଦିନରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଆବଶ୍ୟକ। କାରଣ ଏହି ଦିନରେ ବିଭିନ୍ନ...

flood
ସମ୍ଭାବ୍ୟ ବନ୍ୟା ପାଇଁ ସଜାଗ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ବିଷ୍ଣୁପଦ ସେଠୀ ସମସ୍ତ ଆରଡିସି, ପୁଲିସ୍‌ ଆଇଜି, ଅଗ୍ନିଶମ ଆଇଜି ଓ...

lightning
ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବା ଫଳରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡ଼ିଆ ପଞ୍ଚାୟତରେ ୨ଜଣଙ୍କ ମୃତ୍ୟୁ ହୋଇଛି।...

noconfidence motion
ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେଡ଼ିର କକ୍ଷତ୍ୟାଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡ଼ି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡ଼ି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ। ଗତ ୧୪ବର୍ଷ ମଧ୍ୟରେ ୧୦...

hirakud
୨୪ରେ ଛଡ଼ାଯିବ ହୀରାକୁଦରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୨୪ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଦିନ ୧୧ଟାରେ ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ  ନିଷ୍କାସନ କରାଯିବ ବୋଲି ଡ୍ୟାମର ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥ ଏହି ସୂଚନା ଦେଇଛନ୍ତି। ତେବେ କେତୋଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବ...

heavy rainfall in malkangiri
ପୋଲ ଉପରେ ୫ ଫୁଟ୍‌ ପାଣି

ମାଲକାନଗିରି: ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି ୩୭କୁ ସଂଯୋଗ କରୁଥିବା ଏକ ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହାଦ୍ୱାରା ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ...

school students killed
ଟ୍ରକ୍ ଚାପାରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା: ୪ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ଅସୁରା ଗାଁରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ୩ଜଣ ଛାତ୍ରଛାତ୍ରୀଙ୍କ ଶେଷକୃତ୍ୟ ସେମାନଙ୍କ ଗାଁରେ ହୋଇଥିବା ବେଳେ ଜଣଙ୍କ ଅନ୍ତିମ ସଂସ୍କାର...

Image Courtesy: PTI
ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍‌ ଧର୍ମଘଟ ଆରମ୍ଭ ହୋଇଛି। ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ୍‌ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍‌ ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ...

heavy rainfall
ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଥିବାରୁ ଏହାର ପ୍ରଭାବରେ ଆଜିଠୁ ରାଜ୍ୟର ୧୪ଟି ଜିଲ୍ଳାରେ ପ୍ରବଳ ଓ ୨ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠାରୁ ୨୨...

truck
ଧରାପଡ଼ିଲା ଡ୍ରାଇଭର, ହଟିଲା ରାସ୍ତାରୋକ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଧରାପଡ଼ିଛି। ନିକଟବର୍ତ୍ତୀ ଗାଁ  ଅସୁରାରେ ଲୁଚି ରହିଥିବା ଡ୍ରାଇଭରକୁ ଧରିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ...

Capture
ଅାସନ୍ତାକାଲି ଲୋକସଭାରେ ଅନାସ୍ଥା ଅାଲୋଚନା

ନୂଆଦିଲ୍ଲୀ: ୧୫ ବର୍ଷ ପରେ ପାର୍ଲାମେଣ୍ଟକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପୃଷ୍ଠଭୂମି ସେତେ ମଜଭୁତ୍ ନଥିଲେ ବି ଏହାକୁ ଆଲୋଚନା ଲାଗି ଗ୍ରହଣ କରିଛନ୍ତି ବାଚସ୍ପତି। ପୂର୍ବରୁ ବଜେଟ୍ ଅଧିବେଶନ ସଂପୂର୍ଣ୍ଣ ଧୋଇଯାଇଥିଲା। ତେଣୁ ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହେବା ସରକାର ଚାହୁଁନଥିବା ଚର୍ଚ୍ଚା ହେଉଛି।...

rain5
ଅାସନ୍ତାକାଲି ଠାରୁ ବର୍ଷା ବଢ଼ିବ

ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ପୁଣି ବଢ଼ିବ ବର୍ଷା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଅାଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ୨୧...