ଭୁବନେଶ୍ୱର: କିଏ ହେବେ କଂଗ୍ରେସ ନିର୍ବାଚନ ପ୍ରଚାରର ମଙ୍ଗୁଆଳ? ସାରା ରାଜ୍ୟରୁ ପ୍ରାୟ ଶହେ ନେତାଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି ପିସିସି। କେବଳ ରାଜ୍ୟ ନୁହେଁ, ୨୦ଜଣ କେନ୍ଦ୍ରୀୟ ନେତାଙ୍କ ନାଁ ବି ରହିଛି ତାଲିକାରେ। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ମନ୍ତ୍ରୀ...
ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଯୋଜନା ଯେ ବାଟବଣା ହେଉଛି ତାହା ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ନିର୍ମଳ ପଞ୍ଚାୟତ ଯୋଗୁଁ ଏଠାରେ ବାହ୍ୟ...
ଲଣ୍ଡନ: କାଲି ଲଣ୍ଡନରେ ବାଜିବ ବିଗୁଲ। ଅାରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ ଟକ୍କର। ୧୭ ଦିନ ବାଜି ଲାଗିବ ବିଶ୍ୱକପ୍ ଟ୍ରଫିର। ୧୬ ଦେଶ ୪ ଗ୍ରୁପ୍। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ...
ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା...
ନୂଆଦିଲ୍ଲୀ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ରେ ତାମିଲନାଡୁର ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ତାମିଲ ପ୍ରଶ୍ନପତ୍ରରେ ଭୁଲ୍ ଯୋଗୁଁ ପିଲାଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଅାଗରୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ଇଂରାଜୀ ପ୍ରଶ୍ନପତ୍ରକୁ ଠିକ୍...
ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସଚିନ୍ ତେନ୍ଦୁଲକର୍ ସିନା ବିଦାୟ ନେଇଗଲେ। ହେଲେ ଏବେ ବି ପ୍ରଶଂସକ ମାନଙ୍କ ମଧ୍ୟରେ ସଚିନ୍ କ୍ରିକେଟ ଗଡ୍ ହୋଇ ରହିଛନ୍ତି। ଦେଶ ବିଦେଶରେ ସଚିନଙ୍କୁ ଭଲପାଇବା ସେମିତି ଅତୁଟ ହୋଇ ରହିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସଚିନଙ୍କ...
ଭୁବନେଶ୍ୱର : ବଢ଼ି ଚାଲିଛି ବଜ୍ରପାତରେ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଅାହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ...
ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ୨ଟି ସ୍ଥାନରେ ରାସ୍ତା ଓ ପୋଲ ଉପରେ ଚାଲିଛି ୫ ଫୁଟ୍ର ବର୍ଷାପାଣି। କୋରକୋଣ୍ଡା ଓ ଏମ୍ଭି-୩୭ ଗାଁରେ ପୋଲ ଓ...
ଭୁବନେଶ୍ୱର : ଏବେ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେନି ଜଗା, କାଳିଅା। ଅାଜି ଦିଲ୍ଲୀରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫ ଜଣିଅା ବିଶେଷଜ୍ଞଙ୍କ ଟିମ୍ ଜଗା, କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଜଗା ସ୍ୱାସ୍ଥ୍ୟାବସ୍ଥା...
ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଅାରମ୍ଭ ହେଉ ହେଉ ବିଜେଡି କକ୍ଷ ତ୍ୟାଗ କରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ଓଡ଼ିଶା କେନ୍ଦ୍ର ଅବହେଳାର ଶିକାର ହୋଇଛି। ପ୍ରଥମେ ୟୁପିଏ ସରକାର ୧୦ ବର୍ଷ...
ନୂଆଦିଲ୍ଲୀ : ଅାଜି କେନ୍ଦ୍ରର ଏନ୍ଡିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଅାଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବକ୍ତବ୍ୟ ଅାରମ୍ଭରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। ଦେଶବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର କହି ମୋଦିଙ୍କୁ...
ପୁରୀ : ଶରଧାବାଲିରେ ବୋହିଲା ଅାବର୍ଜନା ପାଣି। ଅାଜି ପୂର୍ବାହ୍ନରେ ପୁରୀରେ ପ୍ରବଳ ବର୍ଷା ପରେ ବଡଦାଣ୍ଡ ଜଳମଗ୍ନ ହୋଇଯାଇଥିଲା। ଗୁଣ୍ଡିଚା ମନ୍ଦିର ସାମ୍ନା ନାକଚଣା ଦ୍ୱାର ଅାଗରେ ଅାଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଏପରିକି ବଡଦାଣ୍ଡରେ ଥିବା ତିନି ରଥର ଚକ ମଧ୍ୟ ବର୍ଷା ଜଳରେ...
ବଲାଙ୍ଗିର : ବଲାଙ୍ଗିରରେ ପୁଣି ତେଜିଲା ସୁକତେଲ ଅାନ୍ଦୋଳନ। ଲୋୟର ସୁକତେଲ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ଅାନ୍ଦୋଳନକାରୀ। ପ୍ରକଳ୍ପ ନିକଟରେ ପରଧିଅାପାଲି ଗାଁ ଲୋକ ଅାନ୍ଦୋଳନ କରିଛନ୍ତି। କ୍ଷତିପୂରଣ ଓ ଉଚିତ୍ ଥଇଥାନ ଦାବିରେ ଲୋକମାନେ ଏହି ଅାନ୍ଦୋଳନ ଚଳାଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ...
ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ...