ମୁମ୍ବାଇ: କରୋନା ଭାଇରସ୍ ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟି ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର। ସଚିନ କୋଭିଡ୍-୧୯ ବିରୋଧରେ ଲଢ଼ିବା ପାଇଁ ମୋଟ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ପିଟିଆଇ...
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ପ୍ରଥମେ ଚୀନର ଉହାନ ସହରରେ ନିଜର କରାଳ ରୂପ ଦେଖାଇଥିବା ଏହି ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ପହଞ୍ଚିଛି। ଏହାସହ ୨୪ ହଜାରରୁ ଅଧିକ ...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଗତକାଲି ଗୋଟିଏ ଦିନରେ ୪ ଜଣ ପ୍ରାଣ ହରାଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, 640 ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ...
ଲଣ୍ଡନ: ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମୋ ଶରୀରରେ କିଛି ଫ୍ଲୁ...
ଥ୍ରୀସୁର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି କାରଣରୁ ଅଧିକାଂଶ ରାଜ୍ୟରେ ମଦ ଦୋକାନକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମୁ ଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏହି କାରଣରୁ ମଦ ଦୋକାନ ଗୁଡ଼ିକୁ ବନ୍ଦ...
ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆଜି Directorate General of Civil Aviation(DGCA) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସମସ୍ତ ଘରୋଇ ବିମାନ ଉଡ଼ାଣ...
ଲଣ୍ଡନ: କରୋନା ନେଲା ଫୁଟବଲରଙ୍କ ଜୀବନ। ସୋମାଲିଆର ମହାନ ଫୁଟବଲର ମହମ୍ମଦ ଫାରାଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ ହୋଇଛି। କୋଭିଡ୍-୧୯ ମହାମାରୀରେ ଆକ୍ରାନ୍ତ ଥିବା ଫାରା ଲଣ୍ଡନ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା କନଫେଡେରେସନ୍ ଅଫ ଆଫ୍ରିକାନ୍ ଫୁଟବଲ୍ (ସିଏଏଫ୍) ଓ ସୋମାଲି ଫୁଟବଲ୍...
ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି୨୦ ରାଷ୍ଟ୍ର ସମୂହ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିକୁ ଏହି ରାଷ୍ଟ୍ର ଗୁଡ଼ିକ ୫ ଟ୍ରିଲିଅନ୍ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥ କରୋନା କାରଣରୁ ଉପୁଜିବାକୁ ଥିବା ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ...
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରିଥିଲେ।...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ୧୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି...
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ସାରା ବିଶ୍ୱର ଲୋକମାନେ ଏବେ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ...
ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସରକାର ଆଜି ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଠିକ୍ ଦିଗରେ ପ୍ରଥମ ପଦକ୍ଷେପ।” The Govt...
ଗୌହାଟୀ: କରୋନା ଆକ୍ରାନ୍ତଙ୍କୁ ରଖିବା ପାଇଁ ଆସାମ ସରକାର ଏକ ବିଶାଳ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରୁଛନ୍ତି। ସପ୍ତାହକ ମଧ୍ୟରେ ଏହି ବିଶାଳ କ୍ୱାରେଣ୍ଟାଇନ ସେଣ୍ଟରର କାମ ସାରିବାକୁ ଆସାମ ସରକାର ଯୋଜନା ରଖିଥିବା ରାଜ୍ୟର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ସୂଚନା ଦେଇଛନ୍ତି। ଏହି ବିଶାଳ...
ଅହମଦାବାଦ: କରୋନା ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରୀରୁ ୨୧ ଦିନ ପାଇଁ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଅନ୍ୟପକ୍ଷରେ, ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି...
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଏହି...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ଗତକାଲି ମଧ୍ୟରାତ୍ରିରୁ ସାରା ଦେଶରେ ଲକ୍ଡାଉନ୍ ପାଳନ ହେଉଛି। ୨୧ ଦିନ ପାଇଁ ଏହି ଲକ୍ଡାଉନ୍ ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଇ-କମର୍ସ ଶପିଂ ସାଇଟ ଫ୍ଲିପକାର୍ଟ ଅସ୍ଥାୟୀ ଭାବେ ସେବା ଯୋଗାଇବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଏବେ...
ହାଇଦ୍ରାବାଦ: ଲକ୍ ଡାଉନ୍ ନିୟମ ଉଲ୍ଲଘଂନକାରୀ ଓ ଯେଉଁମାନେ ଘର ବାହାରକୁ ବାହାରିବେ ସେମାନଙ୍କ ପାଇଁ କଠୋର ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଲକ୍ ଡାଉନ୍ ବେଳେ ଯେଉଁମାନେ ଆଇନ ନ ମାନିବେ ସେମାନଙ୍କୁ ସୁଟ୍ ଆଟ୍ ସାଇଟ୍( ଦେଖିବାମାତ୍ରେ ଗୁଳି କରିବାକୁ) ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦି...
ନୂଆଦିଲ୍ଲୀ: ଇରାନରେ ଫସିଥିବା ୨୭୭ ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ଏମାନଙ୍କୁ ଇରାନରୁ ଅଣାଯାଇଛି । ଚୀନରେ କରୋନା ବ୍ୟାପିବା ପରେ ଏବେ ଇଟାଲୀ ଓ ଇରାନରେ ସ୍ଥିତି ଗମ୍ଭୀର ହୋଇଛି। ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ...
ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର...
ମଦୁରାଇ: ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ତାମିଲନାଡୁରେ...