ନୂଆଦିଲ୍ଲୀ: ହ୍ୱାଟ୍ସଆପ(WhatsApp) ଏହାର ଏକ ପପୁଲାର ଫିଚରରେ ପରିବର୍ତ୍ତନ ଆଣିଛି। ଅଧିକାଂଶ ୟୁଜର୍ସ ବ୍ୟବହାର କରୁଥିବା ହ୍ୱାଟ୍ସଆପ ଷ୍ଟାଟସରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସ ସେମାନଙ୍କ ଷ୍ଟାଟସରେ 15 ସେକେଣ୍ଡର ଭିଡ଼ିଓ ଅପଲୋଡ଼ କରିପାରିବେ। ଅର୍ଥାତ ଆପଣ 15 ସେକେଣ୍ଡରୁ ଅଧିକ ସମୟର ଭିଡ଼ିଓ ଅପଲୋଡ଼ କରିପାରିବେ...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ...
ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ଷ୍ଟେଟର ଅର୍ଥମନ୍ତ୍ରୀ ଥୋମାସ୍ ସ୍କାଇଫର୍ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। 54 ବର୍ଷୀୟ ଥୋମାସ୍ଙ୍କ ମୃତଦେହ ଶନିବାର ଦିନ ଏକ...
ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ 38 ବର୍ଷୀୟ ଡେଲିଭରି ଏଜେଣ୍ଟ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିବାବେଳେ ଉତ୍ତର...
ମାଡ୍ରିଡ: କରୋନାରେ ଆକ୍ରାନ୍ତ ହୋଇ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜକୁମାରୀଙ୍କ ଭାଇ ପ୍ରିନ୍ସ Sixto Enrique de Borbon ଫେସବୁକରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗୁରୁବାର ଦିନ ରାଜକୁମାରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ରାଜକୁମାରୀଙ୍କୁ 86 ବର୍ଷ ବୟସ...
ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେରଳରେ...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୬୭ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୮୬ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ...
ଚେନ୍ନାଇ: ମହାମାରୀ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚେନ୍ନାଇର ଜଣେ ପୁଲିସ ଅଧିକାରୀ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଜଣେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ପୁଲିସ ଅଧିକାରୀ ଜଣଙ୍କ ଏକ ହେଲମେଟ ତିଆରି କରିଛନ୍ତି। ଏହି ହେଲମେଟର ନାଁ ସେ “କରୋନା ହେଲମେଟ” ରଖିଛନ୍ତି।...
ୱାଶିଂଟନ: କରୋନା ଆକ୍ରାନ୍ତରେ ଆମେରିକାର ଇଲିନୋଇସରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶିଶୁର ମୃତ୍ୟୁକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର JB Pritzker କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସହ ଜଡିତ ନୂଆ ଘଟଣା ମଧ୍ୟରେ ଜଣେ ଶିଶୁ ମଧ୍ୟ...
ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଖେଳାଳିଙ୍କ ପାଇଁ ନୂଆ ନୋ ଅବଜେକସନ ସାର୍ଟିଫିକେଟ ବା ଏନଓସି ଜାରି କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଜଣେ ଖେଳାଳି ସର୍ବାଧିକ ୪ଟି ଫରେନ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଏହି ଲିଗ୍ ଗୁଡ଼ିକରେ ପାକିସ୍ତାନ ସୁପର ଲିଗ(ପିଏସ୍ଏଲ) ମଧ୍ୟ ଅନ୍ତର୍ଭୁକ୍ତ...
ନୂଆଦିଲ୍ଲୀ: କରୋନା ପାଇଁ ୧୫ ଶହ କୋଟି ଟଙ୍କା ଦେବ ଟାଟା। ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ଟାଟା ସନ୍ସ ପକ୍ଷରୁ ଆଉ ହଜାରେ କୋଟି ଟଙ୍କା ଦେବାର ଘୋଷଣା କରାଯାଇଛି। କରୋନା ମୁକାବିଲା ଲାଗି ଭାରତର ବିଶିଷ୍ଟ ଶିଳ୍ପପତି...
ଲକ୍ଷ୍ମୌ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ପାଳନ ହେଉଛି। ଏହି ସମୟରେ ଅନେକ ଛୋଟ ବଡ଼ ଶିଳ୍ପ ବନ୍ଦ ରହିଥିବାରୁ ଦିନ ମଜୁରିଆ, ଶ୍ରମିକ ଚାକିରି ହରାଇଛନ୍ତି। ପରିବହନ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଶହ...
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଶ୍ରମିକ ଏଠାରେ ଏକାଠି ହୋଇଛନ୍ତି । ଦେଶରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୧୯ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 79 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ...
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀର ମୁକାବିଲା ଲାଗି ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ...
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ...
ଅମୃତସର: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେନେଇ ସାରା ଦେଶକୁ ଏବେ ଲକ୍ଡାଉନ୍ କରାଯାଇଛି। ଏହାରି ଭିତରେ ଜଣେ ୭୦ ବର୍ଷୀୟ ବାବାଙ୍କର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ଥିବାରୁ ସମ୍ପୃକ୍ତ ବାବାଙ୍କ ମୃତ୍ୟୁ ଘଟିଛି। ସେ ନିକଟରେ ଇଟାଲୀ ଏବଂ ଜର୍ମାନୀ ଭ୍ରମଣ...
ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏମାନଙ୍କ ନିକଟରୁ ପିସ୍ତଲ ସହିତ ହାତ ବୋମା ଏବଂ ଗୋଳା ବାରୁଦ ଜବତ କରିଛି ପୁଲିସ। ଗିରଫ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି। ବାରମୁଲାରେ ଏହି ଦୁଇ ସନ୍ଦିଗ୍ଧ...
ନୂଆଦିଲ୍ଲୀ: କରୋନା ପାଇଁ ସ୍ଥଗିତ ହେଲା NEET ପରୀକ୍ଷା।ସାରାଦେଶରେ ମହାମାରୀ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି National Eligibility cum Entrance Test- UnderGraduate (NEET UG) 2020 ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ National Testing Agency (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...
ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ- ସବୁଠୁ ଚର୍ଚ୍ଚାରେ ଥିବା କରୋନା ଭାଇରସ ଦେଖିବାକୁ କେମିତି ? ଯାହାକୁ ନେଇ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଏସବୁ ଭିତରେ କରୋନାର ଫଟୋ ଏବେ ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ...